ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇ ପାରୁଛନ୍ତି । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ଜାଣିବା ସହ ବଲିଉଡ୍ ଜଗତକୁ ନେଇ ଆସୁଥିବା ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅଭିନେତା ଗୋବିନ୍ଦାଙ୍କୁ ଜାଣିଥିବେ । ଏହି ଅଭିନେତା ଜଣକ ତାଙ୍କ ଅଭିନୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଆଉ ଏବେ ଏହି ଅଭିନେତା ଜଣଙ୍କୁ ନେଇ ଆସିଛି କିଛି ଖବର ।
ଅଭିନେତା ଜଣକ ନିଜେ ବନ୍ଧୁକରୁ ଗୁଳି ଚଳାଇ ନିଜକୁ ମାରି ଦେଇଥିଲେ । ତାଙ୍କର ବୟସ ଏବେ ୬୦ ବର୍ଷ । ୬୦ ବର୍ଷ ହେଲା ତାଙ୍କର ଅଭିନୟ ସମସ୍ତେ ଦେଖିଥିଲେ । ସେ ସବୁ ପ୍ରକାରର ଅଭିନୟ କରିଥାନ୍ତି । ନିଜ ଦେହକୁ ନିଜେ ଗୁଳି ମାରିଛନ୍ତି ଅଭିନେତା ଜଣକ । ଅଭିନେତା ଜଣକ ନିଜ ଦେହକୁ କାହିଁକି ଗୁଳି ମାରିଲେ ତାହା ଜଣା ପଡିନାହିଁ । ଅଭିନେତା ଜଣକ ନିଜ ଲାଇସେନ୍ସ ବନ୍ଧୁକରେ ନିଜକୁ ମାରି ଦେଇଛନ୍ତି । କଣ ପାଇଁ ତାଙ୍କ ଗୋଡ଼ରେ ଗୁଳି ବାଜିଲା ତାହା ଜଣାପଡ଼ି ନାହିଁ ।
ଆଉ ଗୁଳି ବାଜିବା ପରେ ଅଭିନେତା ଜଣକ ଚିତ୍କାର କରିଥିଲେ ଆଉ ତାଙ୍କୁ ମୁମ୍ବାଇ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଆଉ ଏବେ ସେ ସେଠାରେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି । ଏବେ ଏହି ଅଭିନେତା ଜଣଙ୍କର ଦେହ ଏବେ ଭଲ ଅଛି ବୋଲି ସୂଚନା ମିଳିଛି । ଅଭିନେତା ଗୋବିନ୍ଦାଙ୍କ ଝିଅ ଏବେ ଅଭିନେତା ଜଣଙ୍କ ବିଷୟରେ ସୂଚନା ଦେଇଛନ୍ତି । ଅଭିନେତା ଜଣକ ଏବେ ସୁସ୍ଥ ଅଛନ୍ତି ଆଉ ତାଙ୍କର ଦେହ ଭଲ ଅଛି ବୋଲି ସୂଚନା ଦେଇଛନ୍ତି । ଏବେ ସେ ଆଇସିୟୁରୁ ବାହାରିଛନ୍ତି ।
ଏହି ଅଭିନେତା ଜଣକ ଗୁଳି ବାଜିବା ପରେ ଗୁରୁତର ଅବସ୍ଥାରେ ଥିଲେ । ଆଉ ଏବେ ସେ ସୁସ୍ଥ ଅଛନ୍ତି । ଅଭିନେତା ଗୋବିନ୍ଦାଙ୍କ ଏଭଳି ଅବସ୍ଥା ବିଷୟରେ ଶୁଣି ସମସ୍ତ ଦର୍ଶକ ଦୁଃଖ ପ୍ରକାଶ କରିଛନ୍ତି । ଆଉ ସମସ୍ତେ ତାଙ୍କ ସ୍ବାସ୍ଥ୍ୟ ଭଲ ହେଇଯାଉ ବୋଲି ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଥିଲେ ଆଉ ଏବେ ଭଗବାନଙ୍କ ଦୟାରୁ ଅଭିନେତା ଜଣକ ସୁସ୍ଥ ଅଛନ୍ତି । ଆଉ ଏବେ ସେ ସୁସ୍ଥ ଥିବାର ତାଙ୍କ ଝିଅ ସୂଚନା ଦେଇଛନ୍ତି । ଏବେ ଏହି କଥା ଅଭିନେତା ଗୋବିନ୍ଦାଙ୍କ ଝିଅ କହିବା ସହ ଅନେକ କିଛି ସୂଚନା ଦେଇଥିଲେ ।