Mar 22, 2025, 12:14 IST

ମୁଁ ମଦ ପିଇ ଛକରେ ଡିଏଁ ପର ସ୍ତ୍ରୀ ବୋହୂକୁ ଘରେ ପଶି ଦୁ-ଷ୍କ-ର୍ମ କରେ

Vc

ପର ସ୍ତ୍ରୀ କୁ ଧରି ଦୁ-ଷ୍କ-ର୍ମ କରୁଥିଲା। ଆଉ ଏବେ ମଦ ପିଇ ଛକ ଉପରେ ଗାଳି କରୁଛି ପୋଲିସ କର୍ମଚାରୀ। ଏହି ପୋଲିସ କର୍ମଚାରୀର ନାମ ହେଉଛି ଧନେଶ୍ୱର ବାରିକ। ଚଣ୍ଡିଖୋଲ ଥାନା ଫାଣ୍ଡି ରେ ଏକ କନେଷ୍ଟବଳ ଭାବରେ କାମ କରୁଛି। ହେଲେ ଏହି ପୋଲିସ କନଷ୍ଟେବଳ ମହିଳାଙ୍କ ଘରେ ପଶି ତାଙ୍କୁ ଦୁ-ଷ୍କ-ର୍ମ କରୁଥିଲା। ମହିଳାଙ୍କୁ ଅପହରଣ କରି ନେଇ ତାଙ୍କୁ ପାଖରେ ରଖିଥିଲା।
Vc
ଆଉ ସବୁଦିନ ମଧ୍ୟ ମହିଳାଙ୍କୁ ଦୁ-ଷ୍କ-ର୍ମ କରିବାକୁ ଲାଗୁଥିଲା। ଯେତେବେଳେ ପୋଲିସ୍ କନଷ୍ଟେବଳ ର ପରଦା ଫାର୍ସ ହୋଇଥିଲା ସେତେବେଳେ ଏହି ପୋଲିସ କନଷ୍ଟେବଳ ଧନେଶ୍ଵର ବାରିକ ମଝି ରାସ୍ତାରେ ମଦ ପିଇ ସାମ୍ୱାଦିକ ଙ୍କୁ ଗାଳି କରିଥିଲା। ଏହି ଦୃଶ୍ୟ ହେଉଛି ଚଣ୍ଡିଖୋଲ ଛକ ଉପରର ଦୃଶ୍ୟ। ଯେଉଁ ଛକ ଉପରେ ଏତେ ସବୁ ଲୋକ ଜମା ହୋଇଛନ୍ତି ଆଉ ଲୋକଙ୍କ ଭିତରେ ପୋଲିସ କନଷ୍ଟେବଳ ଧନେଶ୍ଵର ବାରିକ ମଧ୍ୟ ବସିଛନ୍ତି।
Gg
ହେଲେ ଧନେଶ୍ଵର ବାରିକ ମଦ ପିଇ ଲୋକଙ୍କୁ ଗାଳି କରୁଛି। କେମିତି ସେ ଯେଉଁ ମହିଳାଙ୍କୁ ଦୁ-ଷ୍କ-ର୍ମ କରିଥିଲା ତାର ଖବର ପ୍ରସାରଣ କିଏ କଲା ବୋଲି ଏପଟ ସେପଟ କଥା କହୁଛି। ବ୍ୟକ୍ତି ଜଣକ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ସେହି ଚଣ୍ଡିଖୋଲ ଫାଣ୍ଡି ର ଧନେଶ୍ଵର ବାରିକ। ସେ ଏକ ମହିଳାଙ୍କ ଘରେ ପଶି ଦୁ-ଷ୍କ-ର୍ମ କରିବା ପରେ ତାଙ୍କୁ ନେଇ ନିଜ ପାଖରେ ରଖିଥିଲା। ଯାହାର ସବୁ ସତ ଏବେ ସାମ୍ନା କୁ ଆସି ଯାଇଛି।
ଆଉ ଏହି ଘଟଣା ମଧ୍ୟ ବର୍ତ୍ତମାନ ସମୟରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି। ଏହା ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ମଧ୍ୟ ହେଉଛି। ଜଣେ ପୋଲିସ ଅଧିକାରୀ ଏଭଳି କିଛି କରିବେ ବୋଲି ତାହା କେହି ହେଲେ ମଧ୍ୟ ବିଶ୍ଵାସ କରି ପାରୁ ନାହାଁନ୍ତି। ଜଣେ ରକ୍ଷକ ହିଁ ଭକ୍ଷକ ସାଜିଛନ୍ତି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ୟ ଯେମିତି ଭୁଲି ଯିବେ ନାହିଁ।

Advertisement