ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜଣେ ପୋଲିସ ଅଫିସରଙ୍କ ବିଷୟରେ ଜାଣିପାରିବେ । ଏହି ପୋଲିସ ଅଫିସର ଜଣକ ପୋଲିସ ହୋଇ ଏଭଳି କାଣ୍ଡ କରିଛନ୍ତି ଯାହା ଶୁଣିଲେ ଆପଣ ମୁଣ୍ଡରେ ହାତ ଦେବେ । ପୋଲିସ କନେଷ୍ଟବଳ ନିଜର ପୋଲିସ ପାୱାର ଦେଖାଇ ପର ସ୍ତ୍ରୀ ସହ ଏଭଳି କାଣ୍ଡ କରିଥିଲା । ଏହି ପୋଲିସ କନେଷ୍ଟବଳ ଜଣକ ପର ସ୍ତ୍ରୀ ସହ ଦୁ-ଷ୍କ-ର୍ମ କରିଛନ୍ତି ।

ଏହି ପର ସ୍ତ୍ରୀ ଜଣକ ସହ ଏଭଳି କରିବା ଗୋଟେ ପୋଲିସ ଅଫିସର ପାଇଁ ଏକ ଲଜ୍ଜାଜନକ ବିଷୟ । ପର ସ୍ତ୍ରୀକୁ ମାଡ଼ି ବସି ଦୁ-ଷ୍କ-ର୍ମ କରିଦେଲା ପୋଲିସ କନେଷ୍ଟବଳ । ଏହି ପୋଲିସ କନେଷ୍ଟବଳ ଜଣକ ସ୍ତ୍ରୀ ପାଟି କରୁଥିଲା କିନ୍ତୁ କିଛି ଶୁଣୁ ନଥିଲା । ଏହି କନେଷ୍ଟବଳ ଜଣଙ୍କୁ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ । ଏହି କନେଷ୍ଟବଳ ଜଣଙ୍କର ନାଁ ହେଉଛି ଧନେଶ୍ୱର ବାରିକ । ଏହି ପୋଲିସ କର୍ମଚାରୀ ଜଣକ ପର ସ୍ତ୍ରୀକୁ ମାଡ଼ି ବସି ଦୁ-ଷ୍କ-ର୍ମ କରନ୍ତି ।

ଏମିତି ପୋଲିସ ପାୱାର ଦେଖାଇ ଏହି ପୋଲିସ ବାବୁ ଜଣକ ଅନେକ ବିବାହିତା ମହିଳାଙ୍କ ଇଜ୍ଜତ ନେଇଛନ୍ତି । ଏହି ଭିଡିଓରେ ଦେଖା ଯାଉଥିବା ମହିଳାଙ୍କୁ ଦୁ-ଷ୍କ-ର୍ମ କରିବା ସମୟରେ ତାଙ୍କ ସ୍ଵାମୀ ଜଣକ ଦେଖି ଦେଇଥିଲେ । ଆଉ ସ୍ଵାମୀ ଜଣକ ଦେଖିବା ପରେ ଏହି ପୋଲିସ ବାବୁ ଜଣକ ତାଙ୍କୁ ଅପହରଣ କରି ନେଇଥିଲେ । ଜଣେ ପୋଲିସ କନେଷ୍ଟବଳ ହୋଇ ପର ସ୍ତ୍ରୀ ଉପରେ ଖରାପ ନଜର ପକାଉଛନ୍ତି । ବିବାହିତା ମହିଳାଙ୍କ ସହ ଏଭଳି କାମ କରୁଛନ୍ତି ।
ମହିଳାଙ୍କ ସହ ଏଭଳି ଦୁ-ଷ୍କ-ର୍ମ କରୁଥିବା ବେଳେ ତାଙ୍କ ସ୍ଵାମୀ ଚାଲି ଆସିଥିଲେ ଆଉ ସେତେବେଳେ ପୋଲିସ ବାବୁଙ୍କୁ ସେ ଦେଖି ଦେଇଥିଲେ । ଆଉ ଏହି ପୋଲିସ ବାବୁ ଜଣକ ସେହି ବ୍ୟକ୍ତି ଜଣଙ୍କୁ ହ-ତ୍ୟା କରିଦେଇ ଆ-ତ୍ମ-ହ-ତ୍ୟାର ରୂପ ଦେଇଛନ୍ତି । କିନ୍ତୁ ସୋସିଆଲ ମିଡିଆରେ ଏହି ପୋଲିସ ବାବୁଙ୍କ କଳା କାରନାମା ଧରା ପଡ଼ିଥିଲା । ଯାଜପୁର ଜିଲ୍ଲା କୁଆଖିଆ ଥାନାର କନେଷ୍ଟବଳ ଧନେଶ୍ଵର ବାରିକ ଏଭଳି କାମ କରିଛନ୍ତି । ଏହି ସ୍ଵାମୀ ଜଣକ ହେଉଛନ୍ତି କାର୍ତ୍ତିକ ପଣ୍ଡା । ଆଉ ତାଙ୍କ ସ୍ତ୍ରୀ ସହ ଏଭଳି କରିଛି ସ୍ଵାମୀ ଜଣକ । ଏମିତି ଜଣେ କାମୁକ ନୃଶଂସ ଆଉ ଅଭଦ୍ର ପୋଲିସକୁ କେଉଁ ଦଣ୍ଡ ମିଳୁଛି ତାକୁ ଦେଖିବାକୁ ଅପେକ୍ଷା ରହିଛି ।