ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆଜିକାଲି ସମାଜରେ ଘଟୁଥିବା ଘଟଣା ବିଷୟରେ ତ ଆପଣମାନେ ସମସ୍ତେ ଜାଣିଥିବେ । ସମାଜରେ ଏଭଳି ସବୁ ଘଟଣା ଘଟୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ନିଜ ଦେହର ଭୋକ ମେଣ୍ଟାଇବା ପାଇଁ ଆଜିକାଲି ଦୁନିଆରେ ଏଭଳି ଲୋକ ଅଛନ୍ତି ଯେଉଁମାନେ ନିଜ ବୟସ ଭୁଲି ଯାଉଛନ୍ତି । ସେମାନେ ସବୁବେଳେ ଦେହ ସୁଖ ନେବାକୁ ଚାହୁଁଛନ୍ତି । ଦେହ ସୁଖ ନେବେ ବୋଲି ସେମାନେ ଭୁଲି ଯାଉଛନ୍ତି କିଏ ଛୋଟ ଛୁଆ । ଏବେ ଏଭଳି କିଛି ଖବର ସାମ୍ନାକୁ ଆସିଛି ।

ଜଣେ ବୃଦ୍ଧ ବ୍ୟକ୍ତି ଦେହ ସୁଖ ନେବ ବୋଲି ୪ ବର୍ଷର ଝିଅ ସହ ଏଭଳି କାମ କରିଲା । ଏହି ଚନ୍ଦା ମୁଣ୍ଡିଆ ବୁଢ଼ା ନିଜ ବୟସ ଭୁଲିଯାଇ ଏଭଳି କାମ କରିଛି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ଏହି ବୁଢ଼ାର ବୟସ ୬୦ ବର୍ଷ । ଆଉ ସେ ୪ ବର୍ଷର ନାବାଳିକା ଝିଅକୁ ଧରି ଦୁ-ଷ୍କ-ର୍ମ କରୁଥିଲା । ଏହି ଚାରିବର୍ଷର ଝିଅକୁ ମନ୍ଦ ଉଦ୍ଦେଶ୍ୟ ନେଇ ପାଖକୁ ଡାକିଥିଲା ଆଉ ପାଖକୁ ଡାକିବା ପରେ ତା ସହ ଖରାପ କାମ କରିଥିଲା ଏହି ବୃଦ୍ଧ ଜଣକ ।

ଏହି ଚତିବର୍ଶର ଝିଅ ବାପା ବାପା କହି ଚିତ୍କାର କରୁଥିଲେ ମଧ୍ୟ ବୁଢ଼ା ଜଣକ ଶୁଣୁ ନଥିଲା । ଏହି ନୃଶଂସ ବୁଢ଼ା ଛୋଟ ଝିଅଟିକୁ ଦୁ-ଷ୍କ-ର୍ମ କରିଦେଲା । ଏହି ବୁଢାକୁ ଦେଖିଲେ ଆପଣମାନେ ଭାବୁଥିବେ ଦୁନିଆରେ ଏଭଳି ବି ଲୋକ ଅଛନ୍ତି ଯେଉଁମାନେ ଏହି ଚାରିବର୍ଷର ଝିଅକୁ ଦେଖିଲେ ଦୁ-ଷ୍କ-ର୍ମ କରି ଦେଉଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥାନା ଅନ୍ତର୍ଗତ ଅରତା କୂଳରେ ଏହି ଘଟଣା ଦେଖିବାକୁ ମିଳିଛି । ଚାରି ବର୍ଷର ଝିଅ ସହ ଏଭଳି କରିଛି ୬୦ ବର୍ଷର ବୁଢ଼ା । ଏବେ ଏହି ବୁଢ଼ା ଜଣଙ୍କୁ ଆପଣମାନେ ଏହି ଭିଡିଓରେ ଦେଖିପାରିବେ ।
ଏହି ନୃଶଂସ ବୁଢ଼ା ଯାହାର ନାମ ହେଉଛି ପ୍ରଭାକର ମଲ୍ଲିକ ସେ ଚାରିବର୍ଷର ଝିଅକୁ ପ୍ରଲୋଭନ ଦେଖାଇ ପାଖକୁ ଡ଼ାକି ଏଭଳି କାଣ୍ଡ କରିଥିଲା । ଏହି ଚାରିବର୍ଷର ନାବାଳିକା ଝିଅ ଏହିସବୁ ବିଷୟରେ ଘରେ କହିଥିଲା । ତାପରେ ଝିଅର ପରିବାର ଲୋକେ ଥାନାରେ ଅଭିଯୋଗ ଦେଇଥିଲେ । ଥାନାରେ ଅଭିଯୋଗ ଦେବା ପରେ ଏହି ବୁଢ଼ା ଜଣଙ୍କୁ ପୋଲିସ ଗିରଫ କରିଛି । ଏବେ ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ କରୁଛି । ଏବେ ଏହି ନାବାଳିକା ଝିଅ ଜଣକ ମେଡ଼ିକାଲରେ ଭର୍ତ୍ତି ହୋଇଛି । ଏବେ ଏହି ବୁଢ଼ା ବ୍ୟକ୍ତି ଜଣଙ୍କୁ କି ଦଣ୍ଡ ମିଳୁଛି ତାକୁ ଦେଖିବାକୁ ଅପେକ୍ଷା ରହିଛି ।