ଆଜିକାଲି ଦୁନିଆରେ ଲୋକମାନେ ଏଭଳି ସବୁ କାମ କରୁଛନ୍ତି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି କିଛି ଦେଖିପାରିବେ ଯାହା ଦେଖିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ । ସମାଜରେ ଏଭଳି କିଛି ଲୋକ ଅଛନ୍ତି ଯେଉଁମାନେ ଘରେ ସ୍ତ୍ରୀ ଥାଉ ଥାଉ ପରକୀୟା ପ୍ରୀତି କରୁଛନ୍ତି । ଏବେ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି ଯିଏ ବୁଢ଼ା ହୋଇଗଲେଣି କିନ୍ତୁ ତାଙ୍କର ପରକୀୟା ପ୍ରୀତି ଚାଲିଛି । ବୁଢ଼ା ବୟସରେ ପ୍ରେମ ଲୀଳା ଦେଖିବାକୁ ମିଳିଛି ।

ଘରେ ସ୍ତ୍ରୀ ଥାଉ ଥାଉ ଆଉ ଜଣେ ସ୍ତ୍ରୀକୁ ଆଣି ପାଖରେ ରଖିଥିଲେ । ଆଉ ହୋଟେଲରେ ମହିଳାଙ୍କ ସହିତ ସବୁଦିନ ଶା-ରି-ରୀ-କ ସମ୍ପର୍କ ରଖିଥିଲେ । କିନ୍ତୁ ଆଜି ଏହି ବୁଢ଼ା ପ୍ରେମିକ ଜଣଙ୍କର ସବୁକିଛି ପଦାରେ ପଡ଼ିଯାଇଛି । ପୋଲିସ ନେଇ କରି ଯାଉଥିବା ଏହି ବ୍ୟକ୍ତି ଜଣକ ହେଉଛନ୍ତି ବୁଢ଼ା ପ୍ରେମିକ ପ୍ରବର । ଯିଏ କି ବିବାହିତ ଆଉ ତାଙ୍କର ସ୍ତ୍ରୀ ଆଉ ଛୁଆ ଅଛନ୍ତି । କିନ୍ତୁ ଏହି ବ୍ୟକ୍ତି ଜଣକ ୨୦୧୨ ମସିହାରୁ ଜଣେ ପର ସ୍ତ୍ରୀ ରଖିଛନ୍ତି । ତାଙ୍କୁ ସେ ହୋଟେଲରେ ରଖି ଦେହ ସୁଖ ନେଉଥିଲେ ।

ଏହି ବ୍ୟକ୍ତି ଜଣକ ଅନେକ ବର୍ଷ ଧରି ସେହି ମହିଳାଙ୍କ ସହ ଶାରୀରିକ ସଂପର୍କ ରଖୁଥିଲେ । ସେହି ପର ସ୍ତ୍ରୀକୁ ବିବାହର ପ୍ରତିଶ୍ରୁତି ଦେଇ ବ୍ୟକ୍ତି ଜଣକ ସ୍ଵାମୀ ସ୍ତ୍ରୀର ସମ୍ପର୍କ ରଖି ଆସୁଥିଲେ । ଆଜି ଯେମିତି ଏହି ବୁଢ଼ା ପ୍ରେମିକ ଜଣଙ୍କର ଘଟଣା ସବୁ ପଦାରେ ପଡିଯାଇଛି । ଆଉ ଏବେ ପୋଲିସ ଏହି ବୁଢ଼ା ପ୍ରେମିକ ଜଣଙ୍କୁ ଘୋଷାଡି ଘୋଷାଡି ପୋଲିସ ଥାନାକୁ ନେଉଛନ୍ତି । ଏହି ବୁଢ଼ା ପ୍ରେମିକ ପ୍ରବର ହେଉଛନ୍ତି ବରଗଡ଼ ଜିଲ୍ଲାର ଜଣେ ଜଣାଶୁଣା ବ୍ୟବସାୟୀ ଆକାଶ ଅଗ୍ରୱାଲ । ଯାହାଙ୍କ ପ୍ରେମ କାହାଣୀ ଏବେ ସବୁଆଡେ ଚର୍ଚ୍ଚାରେ ରହିଛି ।
ଏହି ବ୍ୟକ୍ତି ଜଣକ ବିବାହିତ ହୋଇ ମଧ୍ଯ ଜଣେ ବିବାହିତା ମହିଳାଙ୍କୁ ଅନେକ ବର୍ଷ ହେଲା ନିଜ ପାଖରେ ରଖିଥିଲେ । ତାଙ୍କୁ ବିବାହ କରିବେ ବୋଲି କହି ତାଙ୍କ ସହ ଶାରୀରିକ ସଂପର୍କ ରଖୁଥିଲେ । ଆଉ ତାଙ୍କ ସହ ଅନେକ ବର୍ଷରୁ ରହି ଆସିଲେନି । ଏହି ବ୍ୟକ୍ତି ଜଣଙ୍କର ସ୍ତ୍ରୀ ଆଉ ଛୁଆ ଥାଇ ମଧ୍ୟ ସେ ଏଭଳି କାମ କରିଥିଲେ । ଏହି ବ୍ୟକ୍ତି ଜଣକ ଧୋକା ଦେଇଥିବାରୁ ଏବେ ଏହି ମହିଳା ଜଣକ ଥାନାର ଦ୍ବାରସ୍ଥ ହୋଇଛନ୍ତି । ଏହି ମହିଳା ଜଣଙ୍କୁ ଧୋକା ଦେବା ଅଭିଯୋଗରେ ପୋଲିସ ଏବେ ଏହି ବୁଢ଼ା ପ୍ରେମିକ ଜଣଙ୍କୁ ଗିରଫ କରିଛି ।