Oct 13, 2024, 23:38 IST

ମୁହଁ ଖୋଲିଲେ ସମାଜସେବୀ ମହିଳା..ଯାହା ମୁହଁରେ କପଡା,ତାର ବେଶି ଲଫଡା...!

Hh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ସମାଜସେବୀ ଶୁଭଲକ୍ଷ୍ମି ରାଉତ୍ ଙ୍କ ଏକ ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ସେ କହିଥିଲେ କି ତାଙ୍କୁ ଯିଏ ଚ୍ୟାଲେଞ୍ଜ କରେ ସେ ଚ୍ୟାଲେଞ୍ଜ ଫେସ୍ କରିବାକୁ ଖୁବ ପସନ୍ଦ କରନ୍ତି। ଆଉ ସେ ମୁହଁ ଲୁଚାଇ ଘରେ ବସିବା ଲୋକ ନୁହେଁ ବୋଲି ମଧ୍ୟ କହିଥିଲେ। ସେ କହିଥିଲେ କି ଯାହା ମୁହଁ ରେ କପଡ଼ା ତାର ବେଶୀ ଲଫଡା ବୋଲି।
Gg
ଯଦି ସେ ଲୋକ ମାନଙ୍କର ପଇସା ଖାଇଛନ୍ତି ତେବେ ସେ ତ ଫୋନ ପେ ରେ ପଇସା ନେଉଛନ୍ତି। ବିନା ଫୋନ ପେ ରେ ସେ ପଇସା ଗୋଟେ କାହା ଭିତରୁ ଉଠାଉ ନାହାଁନ୍ତି। ଏଭଳି ମଧ୍ୟ କହିଥିଲେ କି ତାଙ୍କର କଲ୍ ଷ୍ଟେଟମେଣ୍ଟ ଚେକ୍ କରିବା ପାଇଁ। ଆଉ ଗଣ ମାଧ୍ୟମ ଉପରେ ତାଙ୍କର ଯେଉଁ ଆରୋପ ସବୁ ଲଗା ଯାଉଛି ସେ ସବୁ ରେ ତାଙ୍କର ଚରିତ୍ର ସଂହାର ହେଉଛି ବୋଲି ସେ କହିଥିଲେ। ସେ କହିଥିଲେ କି ଯେଉଁଠି ସମ୍ମାନ ହାନିର କଥା ଆସିବ ,
Tt
ସେ ଯେତିକି କଷ୍ଟ କରିଛନ୍ତି ଲୋକ ମାନଙ୍କ ପାଇଁ , ଆଜି ଯଦି ଲୋକ ମାନଙ୍କ ନିକଟରେ ସେ ପହଞ୍ଚି ଛନ୍ତି ଆଉ ଲୋକମାନେ ତାଙ୍କ ନିକଟରେ ପହଞ୍ଚି ଛନ୍ତି ଏହାପରେ ମଧ୍ୟ ଜଣେ ମହିଳା ତାଙ୍କ ଉପରେ ଏଭଳି ଅଭିଯୋଗ ଆଣିଛନ୍ତି ତାହା ସେ କେବେବି କରିବାକୁ ଦେବେ ନାହିଁ ବୋଲି କହିଥିଲେ। ଆଉ ସେ ଯାହା କରିଛନ୍ତି ତାହା ଆଇନ ବିଚାର କରିବ ବୋଲି ସେ କହିଥିଲେ। ଏଭଳି ସେ ଅନେକ କଥା ମଧ୍ୟ କହିଥିଲେ।
ଯାହାର ଭିଡିଓ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ୍ ହେବାରେ ଲାଗିଛି। ଆଉ ଶୁଭଲକ୍ଷ୍ମି ରାଉତ୍ ଯାହା ସବୁ କହିଛନ୍ତି ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ। ଏହି ଭିଡିଓ କୁ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଲୋକମାନେ ଦେଖି ସାରିଲେଣି। ତେବେ ଏହି ଭିଡିଓ ଦେଖିବା ପରେ ଆପଣଙ୍କୁ ଏହା ସମ୍ପର୍କରେ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।

Advertisement