ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଯାତ୍ରା ପେଣ୍ଡାଲ ରେ ମୋହନ୍ ମାଝୀଙ୍କ ଦଳୀୟ ପ୍ରଚାର। ଦୁର୍ଗାପୂଜା ସମୟରେ ଯାତ୍ରା ପେଣ୍ଡାଲ ରେ ରାଜନୀତି ପାଲା କଲେ ମୋହନ୍ ମାଝୀ। ଚଉକୀ ରେ ନ ବସି ଠିଆ ଠିଆ ଭାବରେ ଶୁଭଦ୍ରା ପାଲା କରିଲେ ମୋହନ ମାଝୀ। ଯାହା ୨୪ ବର୍ଷ ମଧ୍ୟରେ କରି ନଥିଲେ ନବୀନ ତାହା ୪ ମାସରେ କରି ଦେଖାଇ ଦେଲେ ମୋହନ। ମୋହନ ଙ୍କ ପାଇଁ ଓଡିଆ ଅସ୍ମିତା ଚୁଲି କୁ ଗଲାଣି ବୋଲି ଏବେ ହୁରି ପକାଇଲେଣି ଲୋକେ।
୨୦୨୪ ନିର୍ବାଚନରେ ଓଡ଼ିଶାର ରାଜନୈତିକ ଇତିହାସ ରେ ଏକ ବଡ଼ ପରିବର୍ତ୍ତନ ଆଣିଛି। ଦୁଇ ଦଶନ୍ଧି ର ବିଜେଡ଼ି ସରକାର କୁ ଗାଦି ଚ୍ୟୁତ କରି ଏକାକୀ ସରକାର ଗଠନ କରିଛି ବିଜେପି। ଏହାରି ଭିତରେ ଚାରି ମାସ ବିଜେପି ଶାସନ କରି ସାରିଲାଣି। ହେଲେ ନିର୍ବାଚନ ପୁର୍ବରୁ କରିଥିବା ଅନେକ ପ୍ରତିଶ୍ରୁତି କୁ ପୂରଣ ନକରି କେବଳ ପୂର୍ବ ସରକାରଙ୍କ ଯୋଜନାରେ ରଙ୍ଗ ମାରି ଚାଲିଛି ବିଜେପି। ଯାହା ଫଳରେ କି,
ରାଜ୍ୟରେ ଅଧିକାଂଶ ଲୋକେ ଏଥିରେ ଅତିଷ୍ଠ ହୋଇ ଗଲେଣି। ବିଜେପି ନିର୍ବାଚନ ଜିତିବା ବେଳେ ଅନେକ ବଡ଼ ବଡ଼ କଥା କହିଥିବା ବେଳେ କେବଳ ସୁଭଦ୍ରା ଯୋଜନା କୁ ସୀମିତ ମହିଳାଙ୍କ ଭିତରେ ବାଣ୍ଟି ରାଜ୍ୟରେ ବିକାଶର ନାଗରା ପିଟି ଚାଲିଛନ୍ତି। ଆଉ ଅଳ୍ପ ଦେଇ ଅଧିକ କହିବା ତାଙ୍କର କାମ ବୋଲି ସେ ନିଜେ ହିଁ ଏହା ପ୍ରତିପାଦିତ କରୁଛନ୍ତି। ଆଉ ବିଜେପି ସରକାର ରେ କଥା ବେଶୀ କାମ କମ୍ ବୋଲି ଲୋକମାନେ କହିଛନ୍ତି।
ଏବେ ଏହାକୁ ନେଇ ଚାରିଆଡ଼େ ଖୁବ ଚର୍ଚ୍ଚା ହେଉଥିବା ବେଳେ କେତେକ ଲୋକେ ସରକାରଙ୍କ ଉପରେ ଅସନ୍ତୁଷ୍ଟ ମଧ୍ଯ ହେଉଛନ୍ତି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ଆଇ ଏହି ଘଟଣା କୁ ଆପଣ କେତେ ମାତ୍ରାରେ ସମର୍ଥନ କରୁଛନ୍ତି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଯେମିତି ଭୁଲି ଯିବେ ନାହିଁ। ଏହି ଘଟଣା ସମ୍ପର୍କରେ ଆପଣ ଆପଣଙ୍କ ମତାମତ ନିଶ୍ଚିତ ଭାବରେ ଜଣାଇବେ।