Jun 20, 2024, 16:40 IST

ମୋହନ ମାଝି ବିଧାୟକ ଥିବାବେଳେ କହିଥିଲେ ଏମିତି ଏବେ ମୁଖ୍ୟମନ୍ତ୍ରୀ ହେବା ପରେ କିଛି ହେଲା ଏମିତି ଦେଖନ୍ତୁ - Exclusive

Vv

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ଅନେକ ପ୍ରକାରର ଖବର ପାଇପାରିବେ । ଆପଣମାନେ ଆମ ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ନେଇ ଆସିଥିବା ଖବର ସବୁ ଜାଣି ପାରୁଛନ୍ତି । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ତାଙ୍କ ବିଷୟରେ କିଛି କଥା ଜାଣିପାରିବେ । ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ମୋହନ ମାଝୀ ବିଧାୟକ ଥିଲେ । ଆଉ ସେ ବିଧାୟକ ଥିବା ବେଳେ ଅପମାନ ପାଇଥିଲେ ।
Vv
ତାଙ୍କୁ ଥାନା ଭିତରେ ଅପମାନ ମିଳିଥିଲା ।ଆଇଆଇସି ତାଙ୍କୁ ରୋବାବ ଦେଖାଇଥିଲେ । ମୋହନ ମାଝୀଙ୍କୁ ଥାନାରୁ ବାହାର କରି ଦେଇଥିଲେ । ଏବେ ସେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଅପମାନ କରିଥିଲେ । ତାଙ୍କୁ ଥାନା ଭିତରୁ ବାହାରି ଯିବାକୁ କହିଥିଲେ । ଯେତେବେଳେ ନିର୍ବାଚନ ଆରମ୍ଭ ହୋଇଥିଲା ସେତେବେଳେ କେନ୍ଦୁଝରର ଏକ ଅଞ୍ଚଳରେ ପାଣି ଅସୁବିଧା ନେଇ ମହିଳାମାନେ ରାସ୍ତା ରୋକ୍ କରିଥିଲେ । ସେମାନେ ୨୦ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । 
Fg
ଏହାପରେ ସେଠାକାର ଥିବା ପୋଲିସ ମହିଳାମାନଙ୍କୁ ପୋଲିସ ଥାନାରେ ଏହି ଘଟଣା ସମାଧାନ କରିବେ ବୋଲି କହିଥିଲେ । ଆଉ ଏହାପରେ ସେଠାକୁ ମହିଳାମାନେ ବିଧାୟକଙ୍କୁ ମଧ୍ୟ ଡାକିଥିଲେ । ବିଧାୟକ ଜଣକ ଥାନାରେ ପହଞ୍ଚିବା ପରେ ଥାନା ବାବୁ ତ୍ରିନାଥ ସେଠୀ ତାଙ୍କୁ ସମ୍ମାନ ଜଣାଇ ନଥିଲେ କି ବସିବାକୁ କହିନଥିଲେ । ଆଉ ତାଙ୍କ ସହ ଖରାପ ବ୍ୟବହାର କରିଥିଲେ । ଏଠାକୁ କାହିଁକି ଆସିଛ ବୋଲି ପଚାରିଥିଲେ । ଆପଣଙ୍କୁ କିଏ ଡାକିଲା ଏଠାକୁ ଆଉ ଆପଣ ଏଠାରୁ ନ ଗଲେ ସେ ଆକ୍ସନ ନେବେ ବୋଲି କହିଥିଲେ । 
ଏଭଳି ଅନେକ ଅପ ବ୍ୟବହାର କରି କହିଥିଲେ ପୋଲିସ ବାବୁ ଜଣକ । ଏଭଳି ଅପମାନ ପାଇବା ପରେ ବିଧାୟକ ଜଣକ ପ୍ରତିବାଦ କରି ଥାନାରେ ବସି ନ୍ୟାୟ ଦାବି କରିଥିଲେ । ନିର୍ବାଚନ ପ୍ରଚାର ବେଳେ ଏଭଳି ଅପମାନର ଶିକାର ହୋଇଥିଲେ । ଏବେ ସେ ମୁଖ୍ୟମନ୍ତ୍ରୀ ହୋଇଯିବେ ବୋଲି କେବେ ଭାବି ନଥିଲେ ଆଇଆଇସି ତ୍ରିନାଥ ସେଠୀ । ଏବେ ସେ ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କର ଅବସ୍ଥା କଣ ହେବ ଏହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଏବେ ଏହି ଆଇଆଇସି ଜଣକ ଛୁଟିରେ ଅଛନ୍ତି ବୋଲି ଜଣାପଡିଛି ।

Advertisement