ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ପାଇପାରିବେ । ଆପଣମାନେ ସମସ୍ତେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ଆସୁଥିବା ଖବର ସବୁ ଜାଣିଥିବେ । ଏବେ ତାଙ୍କୁ ନେଇ କିଛି ଖବର ଆସିଛି । ଆଉ ଏହି ଖବର ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ ।
କେହି ଜଣେ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରୁଥିବାର ଖବର ଆସିଛି । ସବୁବେଳେ ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ଅନେକ ଲୋକ ପ୍ରଶଂସା କରିଥାନ୍ତି । ଆଉ ଏବେ ଏହି ପାକିସ୍ତାନୀ ଜଣଙ୍କ କିଏ ବୋଲି ପ୍ରଶ୍ନ ଆସୁଛି । ଏହି ବ୍ୟକ୍ତି ଜଣକ ମୋଦୀଙ୍କୁ ପ୍ରଶଂସାରେ ପୋତି ଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିବା ପଛରେ କଣ ରହିଛି କାରଣ ଏହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ପାକିସ୍ତାନର ପୂର୍ବ କ୍ରିକେଟର ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା କରିଛନ୍ତି ।
ପାକିସ୍ତାନ ଦେଶର ପୂର୍ବ କ୍ରିକେଟର ବ୍ୟାନେଶ କେନିରିଆ ସବୁବେଳେ ତାଙ୍କ କାମକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । କେନେରିଆ ଭାରତରେ ନାଗରିକତା ସଂଶୋଧନ ଆଇନକୁ ନେଇ ସପୋର୍ଟ କରିଛନ୍ତି । ଆଉ ସେ ତାଙ୍କ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଚଳିତ ବର୍ଷ ମାର୍ଚ୍ଚ ମାସରେ ଭାରତ ସରକାର CAA ର ନୋଟିଫିକେସନ ଜାରି କରିଥିଲେ । ଯାହାପରେ ଏହା ସମଗ୍ର ଦେଶରେ ଲାଗୁ ହୋଇଥିଲା । ଏବେ କନେରିଆ ଏହି କଥାକୁ ନେଇ ମୋଦୀଙ୍କ ତାରିଫ କରିଛନ୍ତି ।
ଏବେ ସେ ଟୁଇଟ୍ କରି ଲେଖିଛନ୍ତି , ସେ ସବୁବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମର୍ଥନ କରିବେ । ସେ ଅଳ୍ପ ସଂଖ୍ୟକ ହିନ୍ଦୁଙ୍କ ସାହାଯ୍ୟ ସହଯୋଗ ପାଇଁ ଏହା ଆଣିଥିଲେ । ଏହି ନିୟମର ଅର୍ଥ ହେଉଛି ପାକିସ୍ତାନ, ବଙ୍ଗଳାଦେଶ ଏବଂ ଆଫଗାନିସ୍ତାନରୁ ଆସିଥିବା ଲୋକଙ୍କୁ ଭାରତୀୟର ନାଗରିକତା ଦେବା । ଏହି ନିୟମ ଅନୁସାରେ ଅନେକ ଲୋକ ଉପକୃତ ହେବା ସହ ଅନେକ କିଛି ଖବର ଆସିବ । ଏବେ ଏହାକୁ ନେଇ ସେ ପ୍ରଶଂସା କରିବା ସହ ଏହି ଭିତରେ ଅଣ ମୁସଲିମ, ହିନ୍ଦୁ, ଶିଖ, ଇସାଇ ସବୁ ଧର୍ମର ଲୋକମାନେ ଅଛନ୍ତି ବୋଲି ଜଣାପଡିଛି ।