Jun 8, 2024, 17:07 IST

ବନ୍ଦ ଲଫାପାରେ ମୋଦୀ ଦେଲେ ଏହି ବଡ଼ ଉପହାର ଦେଖନ୍ତୁ କଣ ରହିଛି ଏଥିରେ

Gg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ରାଜନୀତି ବିଷୟରେ ଆସିଥିବା ଖବର ପାଇପାରିବେ । ଏବେ ଓଡ଼ିଶାରେ ବିଜେପି ଦଳ ଶାସନ କରିବ । ବିଜେଡି ଦଳ ପରାଜୟ ହୋଇଯାଇଛି ଆଉ ଏବେ ବିଜେପି ଦଳ ଶାସନ କରିବ । ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶାବାସୀଙ୍କୁ କିଛି ଖୁସି ଖବର ଦେବେ ବୋଲି କଥା ଆସିଛି ।
Bb
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାବାସୀଙ୍କ ପାଇଁ ଆଣିଛନ୍ତି ସରପ୍ରାଇଜ । ଏବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ହେବ ଏହାକୁ ନେଇ କଥା ଆସୁଥିବା ବେଳେ ଅନେକ ନେତାଙ୍କ ନାଁ ସାମ୍ନାକୁ ଆସୁଛି । ଆଉ ଏବେ ଏହି କଥାକୁ ନେଇ ସରପ୍ରାଇଜ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବନ୍ଦ ଲଫାଫା ପଠାଇବେ ଆଉ ସେହି ଲଫାଫା ଭିତରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଥିବ । ସବୁ ଅପେକ୍ଷା, କରିଛନ୍ତି ଏହି କଥା ପାଇଁ । ଆଉ ସବୁ ଅପେକ୍ଷାର ଅନ୍ତ ହେବ । ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ ଏହାକୁ ନେଇ ଚର୍ଚ୍ଚା ହେଉଛି ।
Vb
ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ । ଆଉ କାହା ମୁଣ୍ଡରେ ହାତୀ କଳସି ଢାଳିବ ଏସବୁ ଚର୍ଚ୍ଚା ହେଉଥିବା ବେଳେ ଏବେ ମୁଖ୍ୟମନ୍ତ୍ରୀଙ୍କ ଗାଦି କିଏ ସମ୍ଭାଳିବେ ଏହାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏହାର ଖୁଲାଶା କରିବେ ମୋଦି । ମୋଦୀ ସରପ୍ରାଇଜ ପରେ ସରପ୍ରାଇଜ ଦେଉଛନ୍ତି । ଓଡ଼ିଶାରେ ବିଜେପି ଜିତିବା ପରେ କିଏ ମୁଖ୍ୟମନ୍ତ୍ରୀ ହେବ ଆଉ ନବୀନ ପଟ୍ଟନାୟକଙ୍କ ଜାଗା କିଏ ନେବେ ଏହାକୁ ନେଇ ଅନେକ ନେତାଙ୍କ ନାମ ଆସୁଥିବା ବେଳେ ଏହାର ଖୁଲାଶା କରିବେ ନରେନ୍ଦ୍ର ମୋଦୀ ।
କଥା ଆସୁଛି କି ଦିଲ୍ଲୀରୁ ଏକ ଲଫାଫା ଆସୁଛି ଆଉ ଏହି ଭିତରେ ମୁଖ୍ୟମନ୍ତ୍ରୀଙ୍କ ନାମ ଅଛି । ଏହାକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି । ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତ ପଣ୍ଡା, ଗିରିଶ ଚନ୍ଦ୍ର ମୁର୍ମୁ ଏବଂ ଅନେକ ନେତାଙ୍କ ନାମ ମୁଖ୍ୟମନ୍ତ୍ରୀ ପଦ ପାଇଁ ଚର୍ଚ୍ଚା ହେଉଥିବା ବେଳେ କିଏ ହେବେ ମୁଖ୍ୟମନ୍ତ୍ରୀ ଏଯାଏଁ ସ୍ଥିର ହୋଇନାହିଁ । ଆଉ ଠିକ୍ ସମୟରେ ମୋଦୀ ଏଭଳି ସରପ୍ରାଇଜ ଦେବେ ବୋଲି ଖବର ଆସିଛି । ଏବେ ଏହି ସରପ୍ରାଇଜ ଖବର ଆସୁଛି କିନ୍ତୁ ଏହା କଣ ହେବ ତାହା ଜଣାପଡି ନାହିଁ । ଦଳ ନିର୍ବାଚନ ଜିତିବା ପରେ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନାମ କୁହାଯାଇଥିଲା ସେମିତି ଓଡ଼ିଶାରେ ହୋଇପାରେ ବୋଲି ଜଣାପଡିଛି ।

Advertisement