Jan 11, 2025, 08:21 IST

ମୋବାଇଲ୍ ପାଇଁ ଘରୁ କାଢ଼ିଦେଲା ବୋହୂ ଶଶୁରଙ୍କୁ ବୋହୂ କହୁଛି ତୁ ବୁଢ଼ା କିଏ...?

Vg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଘଟଣା ବିଷୟରେ ଜାଣିପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏହି ଘଟଣାକୁ ନେଇ ଆସିଛି କିଛି ଖବର । ଆଜିକାଲି ଯୁଗରେ ମୋବାଇଲର ଗୁରୁତ୍ଵ ବହୁତ ଅଧିକ ରହିଛି । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ତାହା ଦେଖିପାରିବେ । ମୋବାଇଲ ପାଇଁ ବୋହୂ ଜଣକ କରିଛି ଏଭଳି କାମ ।
Hh
ଏହି ବୋହୂ ଜଣକ ନିଜ ଶାଶୁ ଶଶୁରଙ୍କ ସହିତ କରିଛନ୍ତି ଏଭଳି କାମ ଯାହା ଏବେ ଚର୍ଚ୍ଚାକୁ ଆସିଛି ।ଏହି ବଡ ବୋହୂ ଜଣକ ତାର ଶାଶୁ ଶଶୁରଙ୍କୁ ଘରୁ ଧକ୍କା ଦେଇ ବାହାର କରି ଦେଇଛନ୍ତି । ତାଙ୍କ ଗାଁ ଲୋକମାନେ ଏହା ଜାଣିବେ ବୋଲି ସେ ମୋବାଇଲ ଚୋର କହି ତାଙ୍କ ଶାଶୁଶଶୁରଙ୍କୁ ଘରୁ ବାହାର କରି ଦେଉଛି । ଯାହାକୁ ନେଇ ଆଜି ଥାନାର ଦ୍ବାରସ୍ଥ ହୋଇଛନ୍ତି ବୃଦ୍ଧ ବାପା ମାଆ । ଏହି ବୋହୂ ଜଣଙ୍କୁ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ । ଏହି ବୋହୂ ଜଣକ ହେଉଛନ୍ତି କୁନି । ମୋବାଇଲ ପାଇଁ ସେ ତାଙ୍କ ବୃଦ୍ଧ ଶାଶୁ ଶଶୁରଙ୍କୁ ଘରୁ ବାହାର କରି ଦେଇଛନ୍ତି । 
Bh
ଏହି ବୋହୂ ଜଣକ ସବୁବେଳେ ଘରେ ଆଖଡ଼ା କରୁଛନ୍ତି । ଆଉ ସେ ଆଖଡ଼ା କରୁଥିବାରୁ ତାଙ୍କ ଶାଶୁ ଶଶୁର ଏହି କଥା ପାଇଁ ବାରଣ କରିଥିଲେ । ତାପରେ ଏହି ବୋହୂ ଜଣକ ସୁଧୁରିବା ବଦଳରେ ଏଭଳି କିଛି କରିଥିଲେ । ବୃଦ୍ଧା ଶାଶୁ ଶଶୁରଙ୍କ ସହିତ ସେ ଏଭଳି କାଣ୍ଡ କରିଛନ୍ତି । ସତରେ କଣ ଏହି ୭୦ ବର୍ଷର ଦମ୍ପତ୍ତି ଏଭଳି ବୋହୂର ମୋବାଇଲ ଚୋରି କରିଛନ୍ତି ? ନା ବୋହୂ ଜଣକ ଏଭଳି ମିଛ କହିଛନ୍ତି , ଏହାକୁ ନେଇ ଏବେ ଅନେକ କଥା ଆସୁଛି । ଏହି ଘଟଣା ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ସମ୍ମୁଖରେ ଘଟିଛି । ବଡ ବୋହୂ ଜଣକ ଅଭିଯୋଗ ଆଣିଛନ୍ତି ତାଙ୍କ ଶାଶୁ ଶଶୁର ତାଙ୍କର ମୋବାଇଲ ନେଇ ଯାଇଛନ୍ତି । 
କିନ୍ତୁ ଏବେ ଶଶୁର ଆଉ ଶାଶୁ କହିଛନ୍ତି ସେ ଏଭଳି କାମ କରି ନାହାନ୍ତି । ଏହି ବୋହୂ ଜଣକ ଶାଶୁ ଶଶୁରଙ୍କୁ ଖାଇବାକୁ ଦେଲେ ନାହିଁ ଆଉ ସବୁ ଜିନିଷ ଫିଙ୍ଗି ଦେଇଛନ୍ତି । ଏହାସହ ବଡ ବୋହୂ ଜଣକ ସାନ ବୋହୂର ମୋବାଇଲ ନେଇ ଯାଇଛନ୍ତି । ଆଉ ଏବେ ଏଭଳି କିଛି ଘଟଣା ସାମ୍ନାକୁ ଆସୁଛି । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହି ବଡ ବୋହୂ ଜଣକର ଫୋନ୍ କିଏ ନେଇଛନ୍ତି କାରଣ ତାଙ୍କ ଘରକୁ ସବୁବେଳେ ତାଙ୍କ ଘର ପାଖରେ ଯୁବକମାନେ ଆସି ଥାଆନ୍ତି । ଏବେ ଏହି ଘଟଣାକୁ ନେଇ ତଦନ୍ତ କରାଯାଉଛି ।

Advertisement