ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଦେଖିପାରିବେ କି ଜଣେ ଯୁବତୀ ଦୁଇ ଦୁଇଜଣ ପୁରୁଷଙ୍କ ସହିତ ସମ୍ପର୍କରେ ଥିଲେ । ଆଉ ଏବେ ଏହି ପ୍ରେମ ବିବାହ ପଡ଼ିଲା ମହଙ୍ଗା । ପ୍ରେମ ବିବାହ ନେତାଙ୍କୁ ପଡ଼ିଲା ମହଙ୍ଗା । ରାତି ଅଧରେ ନେତାଙ୍କୁ ଧୋକା ଦେଇ ତାଙ୍କ ସ୍ତ୍ରୀ ଆଉ ଜଣେ ପର ପୁରୁଷ ସହ ଫେରାର ହୋଇ ଯାଇଛନ୍ତି । ନେତାଙ୍କୁ ବିବାହ କରିଲେ ଆଉ ଏହାପରେ ତାଙ୍କୁ ଧୋକା ଦେଇ ଛାଡି ଚାଲିଗଲେ ସୁନ୍ଦରୀ ସ୍ତ୍ରୀ ।
ଏହି ଖବର ବିଷୟରେ ଆପଣ ଜାଣିଲେ ମୁଣ୍ଡରେ ହାତ ଦେବେ । ଏହି ଯୁବତୀ ଜଣକ ନାଁ ହେଉଛି ଇସିକା । ଏହି ଯୁବତୀ ଇଶିକା ଏକାଥରକେ ଦୁଇ ଦୁଇଜଣ ସ୍ଵାମୀ ପାଖରେ ରଖିଛି । ଆଉ ଦୁଇ ଜଣଙ୍କ ପାଖରୁ ଟଙ୍କା, ସୁନା ଲୁଟ କରୁଥିଲା । ଏହି ବିଷୟରେ କେହି ଜାଣିପାରି ନଥିଲେ । ଏହି ସ୍ତ୍ରୀ ଜଣକ ଦୁଇ ଦୁଇଜଣ ସ୍ବାମୀଙ୍କୁ ପାଖରେ ରଖିବା ସହ ବହୁତ ମଜାରେ ରହୁଥିଲେ । ଆଉ ସେମାନଙ୍କ ଠାରୁ ଧନ ଲୁଟି ନେଉଥିଲେ କିନ୍ତୁ ସେମାନେ ଜାଣିପାରି ନଥିଲେ । କିନ୍ତୁ ଏହି ମାୟାବିନୀ ପ୍ରେମ ଜାଲରେ ପଡି ଯାଇଥିଲେ ଯୁବ ନେତା ।
ଏହି ପ୍ରେମ ସମ୍ପର୍କ ନେତା ଜଣଙ୍କୁ ପଡ଼ିଥିଲା ମହଙ୍ଗା । ଏହି ନେତା ଜଣକ ନାଁ ହେଉଛି ରାଜେଶ୍ ଗୁପ୍ତା । ସେ ଏହି ଦଳର ନେତା ଭାବରେ କାର୍ଯ୍ୟରତ ଅଛନ୍ତି । ମହିଳାଙ୍କ ପ୍ରେମ ଜାଲରେ ପଡି ସେ ତାଙ୍କର ସବୁକିଛି ହରାଇ ଦେଇଛନ୍ତି । ଅଜଣା ଯୁବତୀଙ୍କ ପ୍ରେମରେ ପଡ଼ି ଯାଇଥିଲେ ଏହି ନେତା ଜଣକ ଆଉ ଏହି ନେତା ଜଣକ ପ୍ରେମରେ ପଡ଼ିବା ପରେ ତାଙ୍କର ସବୁକିଛି ଲୁଟି ଯାଇଥିଲା । କେବଳ ଜଣେ ନୁହେଁ ବରଂ ଅନେକ ଜଣଙ୍କୁ ପ୍ରେମ ଜାଲରେ ଫସାଇ ଲୁଟିଥିଲେ ଏହି ସୁନ୍ଦରୀ ଯୁବତୀ ।
ଏବେ ଏହାର ସତ ସାମ୍ନାକୁ ଆସିଛି । ଏହି ଘଟଣା ବିହାର ରାଜ୍ୟରେ ଘଟିଛି । ବିହାରରେ ଉଭୟଙ୍କର ଦେଖା ହୋଇଥିଲା ଆଉ ଏହାପରେ ସେମାନେ ପ୍ରେମ କରି ବିବାହ କରିଥିଲେ । ଏହାପରେ ସେମାନେ କୋର୍ଟରେ ବିବାହ କରି ଘରକୁ ଆସିଥିଲେ । ତାପରେ ସେ ତାଙ୍କର ଅସଲ ରୂପ ଦେଖାଇଥିଲେ । ଏହାପରେ ସେ ରାଜେଶ୍ ଠାରୁ ନିଜ ଘର ଅସୁବିଧା କହି ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ଏହାପରେ ସେ ଆଉ ଦିନେ ସବୁ ଟଙ୍କା, ସୁନା ନେଇ ଘରୁ ଫେରାର ହୋଇ ଯାଇଥିଲେ । ସେ ତାଙ୍କ ବାପଘରେ ବି ନଥିଲେ । ଆଉ ଏବେ ଏହି ଘଟଣାକୁ ନେଇ ସେ ପୋଲିସ ଥାନାକୁ ଯାଇଛନ୍ତି । ପୋଲିସ ଈଶିକାଙ୍କ ସନ୍ଧାନ ପାଇନାହିଁ ବୋଲି କହିଥିଲେ ।