Mar 6, 2025, 11:54 IST

ମୋ ପୁଅକୁ ୮ ଲକ୍ଷ ଦେଇ ଇଞ୍ଜିନିୟର କଲି ମୋତେ ନାତ ମାରି ଚାଲିଗଲା ଆଉ ତାପରେ

Gg

ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଘଟଣା ବିଷୟରେ ଜାଣିପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜିକାଲି ଦୁନିଆରେ ଏଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ ଏଭଳି ସବୁ ନିର୍ଲଜ୍ଜ କାମ କରନ୍ତି । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଦେଖିପାରିବେ କି ଜଣେ ବୃଦ୍ଧ ବ୍ୟକ୍ତି ଏଭଳି କିଛି କଥା କହିଛନ୍ତି ଯାହା ଶୁଣିଲେ ଆପଣ କାନ୍ଦି ପକାଇବେ । ଏହି ବୃଦ୍ଧ ବ୍ୟକ୍ତି ଜଣକ କହିଛନ୍ତି ଆଜିକାଲି ଦୁନିଆରେ ଝିଅମାନେ ଭଲ । 
Hh
ଆଉ ସେମାନେ ହେଉଛନ୍ତି ଦୁହିତା । ସେ ତାର ବାପାମାଆଙ୍କୁ ଦେଖିଥାଏ ଆଉ ଶାଶୁ ଶଶୁରଙ୍କୁ ଦେଖିଥାଏ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜଣେ ବୃଦ୍ଧା ବ୍ୟକ୍ତିଙ୍କୁ ଦେଖିପାରିବେଯିଏ ତାଙ୍କ ଜୀବନରେ ଘଟିଥିବା ଘଟଣା ବିଷୟରେ କହିଛନ୍ତି । ଏହି ବୃଦ୍ଧା ଜଣକ ତାଙ୍କ ପୁଅକୁ ପାଠ ପଢ଼ାଇଲେ , ବଡ ମଣିଷ କରିଲେ । ଆଉ ଏବେ ଏହି ପୁଅ ଗୋଟିଏ ବଡ ଘରର ଝିଅକୁ ବିବାହ କରିଛନ୍ତି ଆଉ ତାଙ୍କ ବାପା ମା ଯିଏ ତାଙ୍କୁ ଜନ୍ମ ଦେଇଥିଲେ ତାଙ୍କୁ ପଚାରୁ ନାହାଁନ୍ତି ।
Gg
ଏହି ବୃଦ୍ଧ ବ୍ୟକ୍ତି ଜଣକ ତାଙ୍କ ଚାକିରୀରୁ ଅବସର ନେବା ପରେ ତାଙ୍କ ଝିଅର ବିବାହ କରିଥିଲେ । ଆଉ ଏବେ ଝିଅ ଭଲରେ ଅଛି । ଏହାପରେ ପୁଅ ପଢିବାକୁ କହିଥିଲା ଆଉ ପୁଅର ପାଠପଢ଼ା ପାଇଁ ତାଙ୍କ ସ୍ତ୍ରୀ କହିଥିଲେ । ଗୋଟିଏ ପୁଅ ସେହି ବୃଦ୍ଧା ମାଆ ବାପାଙ୍କର । ତାକୁ ପାଠ ପଢ଼ାଇ ମଣିଷ କରିଲେ । ପୁଅକୁ କିଟ କଲେଜରେ ପଢାଇଲେ ଆଉ ପୁଅ ଏବେ ଭଲ ଚାକିରୀ କରିଛି ଆଉ ବାପା ମାଆଙ୍କୁ ପଚାରୁ ନାହିଁ । ଏହି ପୁଅ ଯାହାକୁ ପାଠ ପଢ଼ାଇବା ପାଇଁ ସବୁ ଅର୍ଥ ଖର୍ଚ୍ଚ କରିଦେଇଥିଲେ ବାପା ମାଆ।
ସେ ଆଜି ସେହି ବାପା ମାଆଙ୍କୁ ଛାଡି ଦେଇଛି । ସେ ଗୋଟିଏ ଝିଅକୁ ବିବାହ କରି ତା ସହ ରହୁଛି ବୋଲି ବୃଦ୍ଧା ବାପା ଜଣକ କହିଛନ୍ତି । ଏବେ ଏହି ବୃଦ୍ଧା ଜଣକ ମନ୍ଦିରରେ ବସିଛନ୍ତି । ଆଉ ସେ ବହୁତ ଦୁଃଖରେ ରହିଛନ୍ତି । ଏହି ବୃଦ୍ଧ ବ୍ୟକ୍ତି ଜଣକ ତାଙ୍କ ଜୀବନର ଦୁଃଖ ସବୁ ସୋସିଆଲ ମିଡିଆରେ କହି ଦେଇଥିଲେ । ଏବେ ତାଙ୍କୁ ସାହାଯ୍ୟ କରିବାକୁ ଏହି ରିପୋର୍ଟର ଭାଇ ଜଣକ କହିଥିଲେ କିନ୍ତୁ ଏହାକୁ ମନା କରିଥିଲେ ବୃଦ୍ଧ ଜଣକ । ଏହିସବୁ ଘଟଣା ଆଜିକାଲି ସମାଜରେ ବହୁତ ଘଟୁଛି । ଏହି ବ୍ୟକ୍ତି ଜଣକ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳର ଅଟନ୍ତି ।

Advertisement