Nov 4, 2024, 15:46 IST

ମୋ ଗୋଟେ ବୋଲି ସ୍ବାମୀ କୁ ତା ପ୍ରେମିକା... ଗୁଣି କରି କରି ମା-ରିଦେଲା ଆଜ୍ଞା..

Gg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଘଟଣା ବିଷୟରେ ଜାଣିପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ସ୍ଵାମୀ ଆଜି ସବୁଦିନ ପାଇଁ ତାର ସ୍ତ୍ରୀ ଠାରୁ ଅଲଗା ହୋଇଗଲା । ଆଉ ସବୁଦିନ ପାଇଁ ଏକା କରି ନିଜ ସ୍ତ୍ରୀ ଆଉ ଛୁଆକୁ ଛାଡି ଚାଲିଯାଇଛି । ଏବେ ଏହି ଘଟଣା ସଂପର୍କରେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ । 
ଏହି ସ୍ଵାମୀ ଜଣକ ନିଜ ଜୀବନ ହାରି ଦେଇଛନ୍ତି । 
Vv
ଆଉ ଏହା କରିଛନ୍ତି ବୋଲି ଯେତେବେଳେ ସ୍ତ୍ରୀ ଜଣକ ଜାଣିଲେ ସେତେବେଳେ ସେ ଧର୍ଯ୍ୟହରା ହୋଇପଡିଲେ । ଆଉ ଏହି ଘଟଣାକୁ ନେଇ ଏବେ ସେ କହିଛନ୍ତି ତାଙ୍କ ସ୍ଵାମୀ ତାଙ୍କ ଝିଅ ଆଉ ତାଙ୍କୁ ଛାଡି ଚାଲି ଯାଇଛନ୍ତି । ଏବେ ସେ କେମିତି ବଞ୍ଚିବେ । ତାଙ୍କ କୁନି ଝିଅ ଯାହାର ବୟସ ମାତ୍ର ୪ ବର୍ଷ । ଯେଉଁ ବୟସରେ ସେ ବାପା ବୋଲି ଠିକରେ ଜାଣିନି ସେହି ସମୟରେ ତାଙ୍କ ଉପରୁ ତାଙ୍କ ବାପାଙ୍କର ହାତ ଉଠିଗଲା । ଏବେ ଏହି କୁନି ଝିଅକୁ ନେଇ ସେ କିଭଳି ବଂଚିବେ ବୋଲି କହି କହି କାନ୍ଦୁଛନ୍ତି । ଏତେ ବଡ ଦୁନିଆରେ ଏକା କରି ଆଉ କାହା ପାଇଁ ନିଜ ସ୍ତ୍ରୀ ଆଉ ଝିଅକୁ ଛାଡି ସବୁଦିନ ପାଇଁ ଚାଲି ଯାଇଛନ୍ତି ସ୍ଵାମୀ ଜଣକ । 
Gg
ଏହି ଯୁବତୀ ଜଣକ ଅନେକ ଭରଷା କରି ଯୁବକ ଜଣଙ୍କୁ ବିବାହ କରିଥିଲେ । ଆଉ ତାଙ୍କର ଏକ ଝିଅ ମଧ୍ୟ ହୋଇଥିଲା । ହସଖୁସିରେ ସଂସାର ଚାଲୁଥିଲା । ଆଉ ଏବେ ଆଉ କାହା ପାଇଁ ସବୁଦିନ ପାଇଁ ଜୀବନ ହାରି ଦେଇଛନ୍ତି । କେବେ କିଛି କହି ନଥିଲେ ଏହି ସ୍ଵାମୀ ଜଣକ । ଆଉ ସ୍ତ୍ରୀ ଜଣକ ମଧ୍ୟ ଜାଣିପାରି ନଥିଲେ କି ତାଙ୍କ ସ୍ଵାମୀଙ୍କର କଣ ହୋଇଛି ଆଉ ସେ ମନରେ କଣ ସବୁ ଭାବୁଛନ୍ତି । ଏବେ ସେମାନେ କୁଆଡେ ଯିବେ ଏଭଳି ଅନେକ କଥା କହି ଘରେ କାନ୍ଦି କାନ୍ଦି ଗଡି ଯାଉଛନ୍ତି ସ୍ତ୍ରୀ ଜଣକ । 
ରାତିରେ ସ୍ଵାମୀ ଜଣକ ସହିତ ସ୍ତ୍ରୀ ଜଣକ କଥା କରାଇ ଦେଇଥିଲେ । ଆଉ ସ୍ତ୍ରୀ ଆଉ ଝିଅ ସହିତ ହସଖୁସିରେ କଥା ହୋଇଥିଲେ ସ୍ଵାମୀ । କିନ୍ତୁ ସକାଳ ବେଳକୁ ଏଭଳି ଘଟଣା ଘଟିଯାଇଛି । ସ୍ଵାମୀ ଜଣକର ମୃ-ତଦେହ ଜେଲ ୱାର୍ଡର ଭିତରୁ ବାହାରିଲା । ଜେଲ କ୍ୱାଟର ଭିତରୁ ୱାର୍ଡେନ ବିଜୟ ପରିଡାଙ୍କ ଝୁଲନ୍ତା ମୃ-ତଦେହ ମିଳିଛି । ଏକ ବର୍ଷ ହେବ ସେ ବାରିମୂଳ ଜେଲରେ ୱାର୍ଡେନ ଭାବରେ କାମ କରୁଥିଲେ । ଏବେ ତାଙ୍କ ସ୍ତ୍ରୀ ଅଭିଯୋଗ ଆଣିଛନ୍ତି କି ତାଙ୍କ ସ୍ଵାମୀ ଆ-ତ୍ମ-ହ-ତ୍ୟା ନୁହେଁ ବରଂ ହ-ତ୍ୟାରେ ମୃ-ତ୍ୟୁବରଣ କରିଛନ୍ତି । ସେ ଏଥିପାଇଁ ତାଙ୍କ ସ୍ବାମୀଙ୍କ ପୂର୍ବତନ ପ୍ରେମିକା ରଶ୍ମିତାଙ୍କୁ ଦାୟୀ ବୋଲି ଅଭିଯୋଗ କରିଛନ୍ତି ।

Advertisement