Feb 21, 2025, 09:35 IST

ମୀରା ପରିଡ଼ାଙ୍କ ନଣନ୍ଦ, ଖୁଡ଼ି, ଦେଢ଼ଶାଶୁଙ୍କୁ ଦେଖନ୍ତୁ ଶାଶୁଘର କେତେ ଖୁସି ମୀରାଙ୍କ ପାଇଁ

Vg

ବନ୍ଧୁଗଣ ଏବେ ମୀରା ପରିଡ଼ା ଙ୍କୁ ନେଇ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଯାହାକୁ ନେଇ ସୋସିଆଲ ମିଡ଼ିଆ ରେ ମଧ୍ୟ ଅନେକ ଭିଡିଓ ମଧ୍ୟ ଭାଇରାଲ୍ ହେଉଛି। ଏବେ ଦେଖିବାକୁ ମିଳିଛି କି ମୀରା ପରିଡ଼ା ଏବେ ତାଙ୍କର ଶାଶୁ ଘରକୁ ଯାଇଛନ୍ତି। ଏତେ ବାଦ ବିବାଦ ପରେ ମଧ୍ୟ ମୀରା ପରିଡ଼ା ତାଙ୍କର ଶାଶୁ ଘରକୁ ଯାଇଛନ୍ତି। ଆଉ ସେ ତାଙ୍କର ଶାଶୁଘରେ ମଧ୍ୟ ଖୁବ ଖୁସୀ ଥିବା ନଜର ଆସିଥିଲେ।
Gg
ସେ ତାଙ୍କର ଶାଶୁ ଓ ଦେଢ଼ ଶାଶୁ ଙ୍କ ସହ ବେଶ ଖୁସୀ ନଜର ଆସିଥିଲେ।ଏଥିସହ ତାଙ୍କର ସାଙ୍ଗ ସାଥୀ ମାନେ ମଧ୍ୟ ସାମିଲ ଥିଲେ।ଗତ କିଛିଦିନ ତଳେ ତାଙ୍କୁ ନେଇ ଅନେକ ଖବର ମଧ୍ୟ ପ୍ରକାଶ ପାଇଥିଲା।ଜଣେ ମହିଳା ମଧ୍ୟ ଏହା ଅଭିଯୋଗ ମଧ୍ୟ ଆଣିଥିଲେ କି ତାଙ୍କର ସ୍ବାମୀ ଙ୍କୁ ମୀରା ପରିଡ଼ା ଛଡ଼ାଇ ନେଇ ଯାଇଛନ୍ତି ବୋଲି। ଯାହାକୁ ନେଇ ମୀରା ପରିଡ଼ା ମଧ୍ୟ ନିଜ ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ କି ,
Vg
ସେ କାହାର ସ୍ୱାମୀ ଛଡ଼ାଇ ନେଇ ନାହାଁନ୍ତି ବରଂ ନିଜେ ସେ କହିଥିଲେ କି ସେ ତାଙ୍କୁ ବାରମ୍ବାର ତାଙ୍କ ଘରକୁ ଯିବାକୁ କହୁଥିବା ବେଳେ ତାଙ୍କର ସ୍ୱାମୀ ଆଦୌ ଯାଉ ନାହାଁନ୍ତି। ଆଉ ଏବେ ଏହି ବିବାଦ ପରେ ପରେ ମୀରା ପରିଡ଼ା ନିଜ ଶାଶୁ ଘର ଯାଇଥିବା ନଜର ଆସିଛନ୍ତି। ଆଉ ସେଠାରେ ମୀରା ପରିଡ଼ା ବେଶ ଖୁସୀ ମଧ୍ୟ ନଜର ଆସିଛନ୍ତି। ସେ ତାଙ୍କର ପରିବାର ଲୋକଙ୍କ ସହ ଖୁବ୍ ଖୁସୀ ମଜା କରୁଥିବା ବେଳେ ତାଙ୍କର ଶାଶୁ ମଧ୍ୟ ତାଙ୍କୁ ଗେହ୍ଲା କରୁଛନ୍ତି।
ଏବେ ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ୍ ହେବା ପରେ ଲୋକମାନେ ମଧ୍ୟ ଏହାକୁ ଦେଖି କହିଛନ୍ତି କି ମୀରା ପରିଡ଼ା ବାସ୍ତବରେ ତାଙ୍କ ଶାଶୁ ଘରେ ବେଶ ଖୁସୀରେ ରହିଛନ୍ତି ଯାହାର ଭିଡିଓ ଏବେ ସୋସିଆଲ ମିଡ଼ିଆ ରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଆଉ ଏହି ଭିଡିଓ ଦେଖିବା ପରେ ଏହି ଭିଡିଓ ସମ୍ପର୍କରେ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।

Advertisement