ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆ ଦ୍ଵାରା ଅନେକ କିଛି କଥା ଜାଣି ପାରୁଛନ୍ତି । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ପାଇପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଜଣେ ସମାଜସେବୀ ଯୁବତୀ ଅଭିଯୋଗ ଆଣିଛନ୍ତି । ଏହି ଅଭିଯୋଗ ଆଧାରରେ ଏବେ ଅନେକ କଥା ଆସିଛି । ଏହି ମହିଳା ଜଣକ ୟୁଟ୍ୟୁବରେ ଭିଡିଓ ମଧ୍ୟ ଅନେକ ଭିଡିଓ କରିଛନ୍ତି । ଆଉ ଜଣେ ଯୁବତୀ ତାଙ୍କୁ ଏହି ଭିଡିଓ ଦେଖି ଅନେକ କମେଣ୍ଟ ଲେଖିଥିଲେ । ଏହି କମେଣ୍ଟ ଆଧାରରେ ଏବେ କିଛି ଖବର ଆସିଛି ।
ଏବେ ଏହି ମହିଳା ଜଣକ ଅଭିଯୋଗ ଆଣିଛନ୍ତି କି ଯୁବତୀ ଜଣକ ତାଙ୍କୁ ଅନେକ କଥା କହିଛନ୍ତି । ଆଉ ତାଙ୍କୁ ଅନେକ କିଛି କମେଣ୍ଟ ଦେଇଛନ୍ତି । ଆଉ ଏହି କମେଣ୍ଟରେ "ସେ ହଟ ପ୍ୟାଣ୍ଟ୍ ବାଲି ଆଣ୍ଟି " । ଏହି ମହିଳା ଜଣକ ଏବେ ଅନେକ ପ୍ରକାରର କଥା କହିବା ସହ ଅନେକ କିଛି କଥା ଏବେ ସାମ୍ନାକୁ ଆସିଛି । ମହିଳା ଜଣକ ୟୁଟ୍ୟୁବରେ ଭିଡିଓ କରନ୍ତି ଆଉ ତାଙ୍କ ଭିଡିଓରେ ଏଭଳି ସବୁ କମେଣ୍ଟ ଆସୁଛି ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଏବେ ଏହି ଭିଡିଓ ଆପଣଙ୍କୁ ଜଣାଇବ ଅନେକ କିଛି ।
ଭିଡିଓ କରୁଥିବା ମହିଳା ଜଣକ ଭିଡିଓରେ ଏଭଳି କିଛି କମେଣ୍ଟ କରିଛନ୍ତି ଯାହାକୁ ନେଇ ଏବେ ସେ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଆଉ ଥାନାରେ ସେ ଅଭିଯୋଗ କରିଛନ୍ତି । ଯେଉଁ ଯୁବତୀ ଜଣକ କମେଣ୍ଟ କରିଥିଲେ ସେ ଏବଂ ଯେଉଁ ମହିଳା ଭିଡିଓ କରିଥିଲେ । ସେ ଦୁହେଁ ଗଣମାଧ୍ୟମ ସାମ୍ନାରେ ଅନେକ କଥା କହିଛନ୍ତି । ଏତ ବିଷୟରେ ସେମାନେ ମଧ୍ୟ କହିଛନ୍ତି । ଏବେ ମହିଳା ଜଣକ କହିଛନ୍ତି ଫେସବୁକରେ ଯେଉଁ ଫଟୋ ଛାଡୁଛ ସେ ଫଟୋ କାହିଁକି ଛାଡ଼ୁଛ । ଏହି ଯୁବତୀ ଜଣକ ମହିଳା ଜଣଙ୍କର ଭିଡିଓ ସେୟାର କରିଛନ୍ତି ।
ଆଉ ଯୁବତୀ ଜଣକ କହିଛନ୍ତି ସେ କାହାର ପୋଷାକକୁ ନେଇ କିଛି କୁହନ୍ତି ନାହିଁ । ଯୁବତୀ ଜଣକ କହିଛନ୍ତି ସେ ଯିଏ ଯାହା କରିଲେ ବା ପିନ୍ଧିଲେ ତାଙ୍କର କିଛି କହିବାର ନାହିଁ । ଆଉ ଏବେ ପୋଲିସ ଥାନାରେ ଏହି ଅଭିଯୋଗ ଆସିବା ପରେ ତାଙ୍କ ବିଷୟରେ ଲେଖିବାକୁ ସେ ମନା କରିଛନ୍ତି । ଏବେ ମହିଳା ଜଣକ କହିଛନ୍ତି ତାଙ୍କ କଥା ଆଇନ ବାଟରେ ଆଇନ ଯିବ । ଯୁବତୀ ଏବଂ ଏହି ମହିଳାଙ୍କ ଭିତରେ ଅନେକ ପ୍ରକାରର କଥା ହୋଇଛି । ଏହି ଯୁବତୀ ଜଣକ ମହିଳାଙ୍କ ମାଙ୍କ ଫଟୋ ଟ୍ରୋଲ କରି ଲେଖିଛନ୍ତି । ଏବେ ଏହିସବୁ କଥାକୁ ନେଇ ଅନେକ କଥା ଆସୁଛି ଯାହା ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ ।