ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଆପଣମାନେ ଜାଣିପାରିବେ କିଛି ଏଭଳି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ମରି ଯାଇଥିବା ସ୍ୱାମୀକୁ ବଞ୍ଚାଇ ଦେଲା ସ୍ଵାମୀ । ସ୍ଵାମୀ ଦେହରେ ପୁଣି ପ୍ରାଣ ଭରି ଦେଲା ସ୍ତ୍ରୀ ଜଣକ । ଏବେ ଏହି ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଛି । ଦୁଇବର୍ଷ ତଳେ ସ୍ତ୍ରୀ ଜଣକ ବିଧବା ହୋଇ ଯାଇଥିଲେ ଆଉ ଏବେ ସିନ୍ଦୂର ପିନ୍ଧିଛନ୍ତି ।

ଦୁଇବର୍ଷ ତଳେ ସ୍ବାମୀଙ୍କ ମୃ-ତ୍ୟୁ ହୋଇ ଯାଇଥିଲା । ଆଉ ସ୍ଵାମୀ ମରିବା ପରେ ସ୍ତ୍ରୀର ମଥାରୁ ସିନ୍ଦୂର ପୋଛା ଯାଇଥିଲା । ଆଉ ଏବେ ଏହି ସ୍ତ୍ରୀ ଜଣକ ମଥାରେ ସିନ୍ଦୂର ପିନ୍ଧିଛି । ବିଧବା ହୋଇଥିବା ସ୍ତ୍ରୀ ଜଣକ ସ୍ଵାମୀ ନାଁରେ ଶଙ୍ଖା ଆଉ ସିନ୍ଦୂର ପିନ୍ଧିଛନ୍ତି । ଏହି ସ୍ଵାମୀ ଜଣକ ଚୌକି ଉପରେ ବସିଛନ୍ତି । ଏହି ଡାକ୍ତର ଜଣକ ନାଁ ହେଉଛି ସମୀର ରାୟ । ସେ ରୋଗୀମାନଙ୍କ ଚିକିତ୍ସା କରନ୍ତି । ଗାଁ ଗାଁ ବୁଲି ସେ ଚିକିତ୍ସା କରନ୍ତି । ଆଉ ତାଙ୍କୁ ସମସ୍ତେ ବହୁତ ଭଲ ପାଆନ୍ତି। ଏହି ଡାକ୍ତର ଜଣକ ସମସ୍ତଙ୍କର ପ୍ରିୟ ଥିଲେ ।

ଏହି ଡାକ୍ତର ଜଣକ ଦୁଇ ଦୁଇଜଣ ବଢିଲା ପୁଅ ଝିଅଙ୍କୁ ନେଇ ପରିବାର ଚଲାଇ ଆସୁଥିଲେ । ଗତ ୨୦୨୩ ମସିହାରେ ତାଙ୍କର ସ୍ବାସ୍ଥ୍ୟ ଖରାପ ହୋଇ ଯାଇଥିଲା । ଆଉ ତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଆଉ ତାଙ୍କର ଚିକିତ୍ସିତ ଅବସ୍ଥାରେ ଦେହାନ୍ତ ହୋଇଛି । ଏହି ଡାକ୍ତର ବାବୁ ଜଣଙ୍କର ଦେହାନ୍ତ ଖବରରେ ସମସ୍ତେ ଭାଙ୍ଗି ପଡ଼ିଥିଲେ । ଏହି ଡାକ୍ତର ବାବୁ ଜଣକ ଏବେ ପୁଣି ଜୀବିତ ହୋଇ ଫେରିଛନ୍ତି । ଏହି କଥା ଯିଏ ଶୁଣୁଛି ସେ ଆଶ୍ଚର୍ଯ୍ୟ ହୋଇ ଯାଉଛି ।
ଏବେ ଏହି ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଛି । ବିଧବା ହୋଇଥିବା ସ୍ତ୍ରୀ ପୁଣି ସଧବା ହୋଇ ଯାଉଛନ୍ତି । ଏହି ସ୍ଵାମୀ ଜଣକର ପ୍ରତିମୂର୍ତ୍ତି ତିଆରି କରି ସ୍ତ୍ରୀ ସାଗରିକା ଘରକୁ ଆଣିଛନ୍ତି । ସ୍ଵାମୀ ଜଣଙ୍କର ପ୍ରତିମୂର୍ତ୍ତି ଚୌକି ଉପରେ ବସାଇ ଦେଇଛନ୍ତି ଯାହା ଅବିକଳ ତାଙ୍କ ପରି ଦେଖା ଯାଉଛି । ଯିଏ ଦେଖିବ ସେ ବିଶ୍ୱାସ କରିବ । ଏହି ସିଲିକନ୍ ତିଆରି ପ୍ରତିମୂର୍ତ୍ତିରେ ପ୍ରାଣ ଦାନ କରାଯାଉଛି । ଆଜି ସ୍ତ୍ରୀ ଜଣକ ସ୍ବାମୀଙ୍କୁ ପାଖରେ ପାଇଛନ୍ତି ବୋଲି ସୂଚନା ମିଳିଛି । ଏହି ଘଟଣା ରାୟଗଡ଼ା ଅଞ୍ଚଳର ମୁନିଗୁଡ଼ା ଅଞ୍ଚଳରେ ଦେଖିବାକୁ ମିଳିଛି । ଏବେ ଏହି ମହିଳାଙ୍କ କାର୍ଯ୍ୟକୁ ନେଇ ସବୁଠି ଚର୍ଚ୍ଚା ହେଉଛି ।