ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆ ଦ୍ଵାରା ସବୁ ପ୍ରକାରର ଖବର ପାଇ ପାରୁଛନ୍ତି । ଏବେ ଓଲିଉଡ, ବଲିଉଡ୍ ଏବଂ ସିନେମା ଜଗତକୁ ନେଇ ଆସିଛି କିଛି ଖବର । ଏହି ଖବର ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ମାଓବାଦୀଙ୍କ ଟାର୍ଗେଟରେ ଓଡ଼ିଆ ସିନେ କଳାକାର । ସୁଟିଂ କରିଲେ ସୁଟ କରି ଉଡାଇ ଦେବେ ବୋଲି ଧମକ ଦେଉଛନ୍ତି । ଓଲିଉଡର ଏହି ହିରୋଙ୍କୁ ଅପହରଣ କରିପାରନ୍ତି ମାଓବାଦୀ । ଏବେ ଚାଞ୍ଚଲ୍ୟକର ତଥ୍ୟ ଦେଲା ଗୁଇନ୍ଦା ବିଭାଗ ।
ଏବେ ଓଲିଉଡ ଜଗତର ଅନେକ ଫିଲ୍ମ ଆସୁଛି । ଆଉ ଓଲିଉଡ ହିରୋ ଏବଂ ହିରୋଇନ୍ ମାନଙ୍କ ଅଭିନୟ ଦେଖିବାକୁ ମିଳିଥାଏ । ଆଉ ଏବେ ଫିଲ୍ମ ସୁଟିଂ ସମୟରେ ଏଭଳି କିଛି ଘଟଣା ଘଟିଥିଲା । ଫିଲ୍ମ ସୁଟିଂ ଟିମକୁ ସତର୍କ ରହିବାକୁ ପରାମର୍ଶ ଦିଆଗଲା । ଏବେ ଓଡ଼ିଆ ଫିଲ୍ମକୁ ନେଇ ଆତଙ୍କ ଭୟ ଦେଖାଯାଇଛି । ଓଡ଼ିଆ ଫିଲ୍ମ ଜଗତର କଳାକାରମାନେ ସୁଟିଂ କରୁଥିବା ବେଳେ ଏବେ ତାଙ୍କୁ ନେଇ ଆସିଛି ଖବର । ଓଡ଼ିଆ ଫିଲ୍ମ ସୁଟିଂ ସମୟରେ ଆତଙ୍କ ଦେଖା ଯାଇଛି ।
ଆଉ ଏବେ ଓଡ଼ିଆ ହିରୋଙ୍କୁ ଧମକ ମିଳିଛି । ପାଦେ ପାଦେ ରହିଛି ବିପଦ । ଏବେ ଆତଙ୍କ ଭୟ ଦେଖିବାକୁ ମିଳିଛି । ଜଣେ ଓଲିଉଡ ଜଗତର ଷ୍ଟାରଙ୍କୁ ମାଓବାଦୀ ଅପହରଣ କରିବେ ବୋଲି ଚର୍ଚ୍ଚା ହେଉଛି । ଏବେ ଏହି ଷ୍ଟାର ଜଣଙ୍କୁ ମାଓବାଦୀର ଭୟ ରହିଛି । ଏବେ ସୁଟିଂ ଟିମ୍ ମଧ୍ୟ ଭୟ କରୁଛନ୍ତି । କେତେବେଳେ କଣ ଯେ ଘଟିପାରେ । ଏବେ ଏହି ଘଟଣାକୁ ନେଇ ପୋଲିସ ବିଭାଗକୁ ମଧ୍ୟ ଖବର ଦିଆଯାଇଛି । ଆଉ ପୋଲିସ ବିଭାଗ ଏବେ ଏଥିରେ ଅଛନ୍ତି । ଆଉ ସେମାନେ ସୁରକ୍ଷା ଦେବେ ବୋଲି ଚର୍ଚ୍ଚା ହେଉଛି ।
ବଲାଙ୍ଗୀର ଜିଲ୍ଲା ଖପରାଖୋଲ ବ୍ଲକ ଅନ୍ତର୍ଗତ ହରିଶଙ୍କର ଅଞ୍ଚଳରେ ଏକ ଓଡ଼ିଆ ଫିଲ୍ମର ସୁଟିଂ ହେଉଛି । ଦୁର୍ଗମ ଗାଁରେ ଏହି ଫିଲ୍ମର ସୁଟିଂ ଚାଲିଛି । ଆଉ ଏହି ଫିଲ୍ମ ସୁଟିଂ ପାଇଁ ସେଠାରେ ଅଭିନେତା ମଧ୍ୟ ରହୁଛନ୍ତି । ଆଉ ଏବେ ମାଓବାଦୀ ଏହି ଅଭିନେତାମାନଙ୍କୁ ଅପହରଣ କରିବେ ବୋଲି ଯୋଜନା କରୁଛନ୍ତି । ସେମାନେ ଆତଙ୍କ ସୃଷ୍ଟି କରିବେ ବୋଲି ଏଭଳି କରିବାକୁ ଭାବୁଛନ୍ତି । ଅନେକ ଦିନ ହେବ ସେଠାରେ ଏଭଳି ମାଓବାଦୀମାନେ ରହିଛନ୍ତି ବୋଲି ସୂଚନା ମିଳୁଛି ।