Mar 17, 2025, 12:54 IST

ମଙ୍ଗଳା ମନ୍ଦିରରୁ ଖସିଲା ପଥର ଫାଟିଗଲା ସେବାୟତଙ୍କ ମୁଣ୍ଡ ଆଉ ତାପରେ

Gg

ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ଅନେକ କିଛି । ମାଡ଼ି ଆସୁଛି କି ବଡ ବିପଦ । କାହିଁକି ପୁରୀ ମଙ୍ଗଳା ମନ୍ଦିରରୁ ଖସି ପଡିଲା ପଥର ? ପଥର ପଡ଼ି ଜଣେ ସେବାୟତ ଜଣଙ୍କର ମୁଣ୍ଡ ଫାଟି ଯାଇଛି । ଏହି ସେବାୟତ ଜଣକ ବସିଥିଲେ ଆଉ ହଠାତ୍ ପଥର ଖସି ଆସି ତାଙ୍କ ମୁଣ୍ଡରେ ପଡ଼ିଗଲା । ଆଉ ତାଙ୍କ ମୁଣ୍ଡ ଫାଟିଗଲା । ଏହି ଦୃଶ୍ୟ ଦେଖିବା ପରେ ସମସ୍ତେ ଭୟଭୀତ ହୋଇଗଲେ । ଭୟରେ ମନ୍ଦିର ଛାଡି ସେବାୟତ ଆଉ ଭକ୍ତମାନେ ମନ୍ଦିର ଛାଡି ପଳାଇଲେ । 
Gf
କଳିଯୁଗ ଆସିବାର ଆଭାସ ଧୀରେ ଧୀରେ ଦେଖିବାକୁ ମିଳିଲାନି । କେତେବେଳେ ଅଜଣା ରୋଗରେ ହଜାର ହଜାର ଲୋକଙ୍କ ଜୀବନ ଚାଲି ଯାଉଛି ତ ଆଉ କେତେବେଳେ କଣ ଘଟଣା ଘଟୁଛି । ଏବେ ସେମିତି ଏକ ବଡ ବିପଦ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ମାଆ କାକଟପୁର ମାଆ ମଙ୍ଗଳା ମନ୍ଦିରରେ । ଏହି ମନ୍ଦିର ଭିତରକୁ ସେବାୟତମାନେ ଗଲେ ତାଙ୍କ ଉପରେ ପଥର ପଡୁଛି । ଆଉ ପଥର ପଡ଼ିବା ବେଳେ ଏଭଳି କିଛି ହେଉଛି । ଏହି ମନ୍ଦିର ଭିତରେ ସେବାୟତମାନଙ୍କର ରକ୍ତ ପଡୁଛି ।
Vg
ଏବେ ଏଭଳି କିଛି ଦୃଶ୍ୟକୁ ଦେଖି ସେବାୟତମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଆଉ ଆଗକୁ ବଡ ବିପଦ ଆସିବ ବୋଲି କହିଛନ୍ତି । ଏବେ ଏହି ସେବାୟତଙ୍କ ଅବସ୍ଥା ଏଭଳି କେମିତି ହୋଇଛି ବୋଲି ଆଉ କିଛି ସେବାୟତ କହିଛନ୍ତି । କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ମଙ୍ଗଳାଙ୍କ ମନ୍ଦିର ବିକାଶ ପାଇଁ କାର୍ଯ୍ୟ ହେଉଛି । ମାଆଙ୍କ ଉତ୍ତର ଦ୍ଵାରରୁ ପଥର ଖସି ଏଭଳି ଘଟଣା ଘଟିଛି । ଉତ୍ତର ଦ୍ଵାରର ଛାତରୁ ସିଲିଂ ଖସି ଏଭଳି ଘଟଣା ଘଟିଛି ।
ଏହି ଘଟଣା ଘଟିବା ପରେ ସେବାୟତମାନେ ଦୁଃଖ ପ୍ରକାଶ କରିଛନ୍ତି । ଏହି ଘଟଣା ଏବେ ସାମ୍ନାକୁ ଆସିବା ପରେ ଲୋକମାନେ ମଧ୍ୟ ଭୟଭୀତ ହୋଇ ଯାଇଛନ୍ତି । କାକଟପୁର ମନ୍ଦିରକୁ ଲକ୍ଷ ଲକ୍ଷ ଭକ୍ତ ଯାଇଥାନ୍ତି । ଆଉ ଏହି ମନ୍ଦିରରେ ଏହି ଘଟଣା ଘଟିବା ଏକ ଅସନ୍ତୋଷ ଜନକ ଘଟଣା । ଆଗକୁ ରହିଛି ପବିତ୍ର ଝାମୁ ଯାତ୍ରା । ଆଉ ଝାମୁ ଯାତ୍ରାରେ ଲକ୍ଷ ଲକ୍ଷ ଭକ୍ତ ଏଠାକୁ ଆସିବେ । ଏଭଳି ହେଲେ ଏବେ କଣ ହେବ ଏହାକୁ ନେଇ ଖବର ଆସୁଛି । ଏବେ ଏହି ମନ୍ଦିରର କାର୍ଯ୍ୟ ନହେଲେ ସେବାୟତମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି କହିଛନ୍ତି ।

Advertisement