Sep 13, 2023, 13:51 IST

ମନ୍ଦିର ଯିବାକୁ କହି ପ୍ରେମିକ ସହ ଫେରାର ହୋଇଗଲା ୭ ବର୍ଷ ଛୁଆର ମା ଦେଖନ୍ତୁ ଏବେ ଏବେ ଆସିଲା ବଡ ଖବର

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ଆପଣମାନେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇବେ ଯାହା ଆପଣଙ୍କ ମନରେ ଅନେକ କଥା ଆଣିବ । ଏହି ଭିଡିଓ ଏବେ ଚର୍ଚ୍ଚା ହେଉଛି । ଆଜିକାଲି ଦୁନିଆରେ ଏଭଳି କିଛି ଘଟଣା ଘଟୁଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ ଆଉ ଏହିସବୁ ଘଟଣା ଏହି ସମାଜ ପାଇଁ ଖରାପ ଅଟେ ।
ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ କି ଜଣେ ମହିଳା ସ୍ବାମୀ ଥାଉ ଥାଉ ମନ୍ଦିର ଯିବାର ବାହାନା କରି ଅନ୍ୟ ଜଣେ ପର ପୁରୁଷ ସହିତ ଫେରାର ହୋଇ ଯାଇଛନ୍ତି । ଏବେ ଏହି ମହିଳାଙ୍କ ଶାଶୁ ଶଶୁର ଥାନାରେ ବୋହୂ ନିଖୋଜ ବୋଲି ଅଭିଯୋଗ କରିଛନ୍ତି ।
Special report
କିନ୍ତୁ ଏହି ବୋହୂ ଜଣକ ନିର୍ଲଜ୍ଜ କାମ କରିଛନ୍ତି । ସତରେ ଏହିଭଳି ବୋହୂ ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ଏହିଭଳି ନିନ୍ଦନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଝାରପୋଖାରୀଆ ଥାନା ଅଂଚଳରେ ।
୮ ବର୍ଷ ତଳେ ବଙ୍ଗୁରିପଶି ଥାନା ଅଞ୍ଚଳର ଯୁବତୀ ରଶ୍ମିତା ନାୟକଙ୍କୁ ଏହି ଝାରପୋଖରୀଆ ଥାନା ଅଞ୍ଚଳର ଯୁବକ ଚିତ୍ତରଞ୍ଜନ ନାୟକ ବୈଦିକ ରୀତିନୀତିରେ ବିବାହ କରିଥିଲେ । ସ୍ବାମୀ ଚିତ୍ତରଞ୍ଜନ ତାମିଲନାଡ଼ୁରେ ରହି କାମ କରୁଥିଲେ ।
Special report
ତାଙ୍କର ୭ ବର୍ଷର ଗୋଟିଏ ପୁଅଟିଏ ବି ଅଛି । ପରିବାର ଭଲରେ ଚାଲିଥିଲା । ଚିତ୍ତରଞ୍ଜନ ତାମିଲନାଡୁରେ କାମ କରି ମାସକୁ ମାସ ପଇସା ପଠାଇଛନ୍ତି ।କିନ୍ତୁ ଏହି ମହିଳା ଜଣକ ସ୍ବାମୀ ନଥିବା ପର ପୁରୁଷ ପ୍ରେମରେ ପଡ଼ିଲେ । ଗାଁର ବିକାଶ ବେହେରାଙ୍କୁ ସେ ଭଲ ପାଇଲେ ।
ଆଉ ତାଙ୍କ ସ୍ବାମୀ ଏହି ବିଷୟରେ ଜାଣିବା ପରେ ସ୍ତ୍ରୀକୁ ବିକାଶ ସହିତ କଥା ହେବାକୁ ବାରଣ କରିଥିଲେ । କିନ୍ତୁ ସ୍ତ୍ରୀ ତାଙ୍କ କଥା ଶୁଣିନଥିଲେ । ଆଉ ଗତକାଲି ରଶ୍ମିତା ତାଙ୍କ ଶାଶୁ ଶଶୁରଙ୍କୁ ମନ୍ଦିର ଯାଉଛି ବୋଲି କହି ୭ ବର୍ଷର ସନ୍ତାନକୁ ଧରି ବିକାଶ ସହିତ ଫେରାର ହୋଇ ଯାଇଛନ୍ତି ।
ଏବେ ଏହି ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଛି । ଏହି ବିଷୟରେ ତାଙ୍କ ସ୍ଵାମୀ, ଶାଶୁ ଆଉ ଶଶୁର ପ୍ରତିକ୍ରିୟା ଦେଇଛନ୍ତି । ଏହି ମହିଳା ଜଣକ ଏଭଳି ନିର୍ଲଜ୍ଜ କାମ କରିବା ପୂର୍ବରୁ ତାଙ୍କ ବିବେକ ତାଙ୍କୁ ବାଧା ଦେବା ଉଚିତ୍ । ଏହିଭଳି କିଛି ମହିଳାଙ୍କ ପାଇଁ ଆଜି ନାରୀ ଜାତି ବଦନାମ୍ ହେଉଛି ।

Advertisement