Aug 19, 2024, 19:00 IST

ଓଡ଼ିଶା କରୁଛି ବଡ଼ ପ୍ଲାନ୍ ଦେଖନ୍ତୁ ଶିକ୍ଷା ପାଇବେ ମମତା ବାନାର୍ଜୀ

Gg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ସମ୍ବାଦ ପାଇପାରିବେ ଯାହା ଆପଣମାନେ ଜାଣିବା ଉଚିତ୍ । ପଶ୍ଚିମବଙ୍ଗ ରାଜ୍ୟରୁ ଆଳୁ ଆସୁଛି । ଆଉ ଏହି ଆଳୁ ପଶ୍ଚିମବଙ୍ଗ ସରକାର ଦେବାକୁ ମନା କରିଲେ । ଆଉ ଏବେ ଏହାକୁ ନେଇ କିଛି ଖବର ଆସୁଛି । ମମତା ଦିଦି ଆଳୁ ଦେଉନଥିଲେ ଓଡ଼ିଶାକୁ ଆଉ ଏବେ ଓଡ଼ିଶା ସରକାର କରିଲେ ଏଭଳି କିଛି ।
Bb
ଆଳୁ ପାଇଁ ଓଡ଼ିଶାକୁ କରୁଥିଲେ ହଇରାଣ ଆଉ ଏବେ ରାଜ୍ୟ ସରକାର କରିଲେ ବଡ ପ୍ଲାନ୍ । ଏବେ ଦିଦିଙ୍କ ଟାଣ ଆଉ ରହିବ ନାହିଁ । ଆଉ ଏବେ ତାଙ୍କର ଟାଣ ପଣ ଭଙ୍ଗାଯିବ ବୋଲି ସୂଚନା ମିଳିଛି । ପାଖାପାଖି ଏକ ମାସ ହେବ ଆଳୁ ଯୋଗାଣରେ ସମସ୍ୟା ଦେଖାଯାଉଛି । ଜାଣିଶୁଣି ମମତା ଓଡ଼ିଶାକୁ ଆଳୁ ଦେବା ପାଇଁ ସମସ୍ୟା ଉପୁଜାଇଥିଲେ । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଜାଣିଶୁଣି ଓଡ଼ିଶାକୁ ଆଳୁ ଦେବାରେ ବାଧା ସୃଷ୍ଟି କରିଥିଲେ । 
Gg
ଆମ ରାଜ୍ୟ ଆଳୁ ପାଇଁ ପଶ୍ଚିମବଙ୍ଗ ଉପରେ ନିର୍ଭରଶୀଳ ରହିଥିବା ବେଳେ ଏକ ମାସ ହେବ ଓଡ଼ିଶାକୁ ଆଳୁ ଦେଉନାହିଁ ପଶ୍ଚିମବଙ୍ଗ । ଗତ ଜୁଲାଇ ୨୬ ତାରିଖରେ ଓଡ଼ିଶାକୁ ଆସୁଥିବା ଆଳୁ ଟ୍ରକ୍ ଗୁଡ଼ିକୁ ଓଡ଼ିଶା ସୀମା ଭିତରେ ପଶିବା ପୂର୍ବରୁ ଫେରାଇ ନିଆଯାଇଥିଲା ସେବେଠାରୁ ଏହି ସମସ୍ୟା ଆରମ୍ଭ ହୋଇଛି । ଆମ ରାଜ୍ୟର ଗୋଦାମରେ ଗଚ୍ଛିତ ଥିବା ଆଳୁ ଧୀରେଧୀରେ ଶେଷ ହେବାକୁ ଲାଗିଥିଲା । ଯାହାଫଳରେ ବଜାରରେ ଆଳୁ ଦରରେ ନିଆଁ ଲାଗିଥିଲା । 
ପଶ୍ଚିମବଙ୍ଗ କହିଲା କି ବ୍ୟବସାୟୀମାନଙ୍କ ଆନ୍ଦୋଳନ ପାଇଁ ଆଳୁ ଯାଇପାରୁ ନାହିଁ । ଏହାପରେ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଥା ହେବା ପରେ ଏହି ସମସ୍ୟାର ସମାଧାନ ହେବ ବୋଲି ଭାବୁଥିଲେ କିନ୍ତୁ ଏହା ହୋଇନଥିଲା । ଏହାପରେ ଓଡ଼ିଶା ସରକାର ଉତ୍ତରପ୍ରଦେଶ ଆଉ ପଞ୍ଜାବରୁ ଆଳୁ ମଗାଇଲେ । ଏବେ ଆଳୁ ଦର ସ୍ୱଭାବିକ ହୋଇନଥିବା ବେଳେ ଆଳୁ ଦରକୁ ନେଇ ଅନେକ କଥା ଆସୁଛି । ଏବେ ପୁଣି ଓଡ଼ିଶା ସରକାର ଆଉ ଏକ ଉପାୟ ବାହାର କରୁଛନ୍ତି । ଏବେ ଉତ୍ତରପ୍ରଦେଶ ରୁ ଆଳୁ ଟ୍ରେନରେ ଆସିବ ବୋଲି ସୂଚନା ମିଳିଛି । ଏବେ ଏହାକୁ ନେଇ ଆସିଛି ଅନେକ ଖବର । ପଶ୍ଚିମବଙ୍ଗର କିଛି ବ୍ୟବସାୟୀ ଓଡ଼ିଶାକୁ ଆଳୁ ନ ଯୋଗାଇଲେ ଅନ୍ୟ ରାଜ୍ୟ କିମ୍ବା ତାଙ୍କ ନିଜ ରାଜ୍ୟକୁ ଆଳୁ ଦେବେ ନାହିଁ ବୋଲି କହିଛନ୍ତି । ଏବେ ଏହାକୁ ନେଇ ଅନେକ ଖବର ଆସୁଛି ।

Advertisement