Updated: Mar 19, 2025, 12:42 IST

ମଝି ରାସ୍ତାରେ ପଡ଼ିଛି ମଣିଷ ମୁଣ୍ଡ ଛିଟିକି ପଡ଼ିଛି ଚେକାଚେକା ର-କ୍ତ

Vv

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ରାସ୍ତାରେ ଯିବା ସମୟରେ କାହା ସହିତ କଣ ଘଟଣା ଘଟିବ ତାହା କେହି କେବେ ଜାଣି ନଥାନ୍ତି । ଏବେ ତ ଆପଣମାନେ ଅନେକ ଖବର ପାଉଥିବେ ଯାହା ଦୁର୍ଘଟଣାକୁ ନେଇ ଆସିଥାଏ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଦୁର୍ଘଟଣାକୁ ନେଇ ଏକ ଖବର ଜାଣିପାରିବେ । ଏବେ ଏହି ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଛି । ଅନ୍ଧାର ରାତିରେ ଏହି ଦୁର୍ଘଟଣା ଘଟିଛି । 
Hg
ଏହି ସ୍ଥାନରେ ଲୋକମାନେ ରୁଣ୍ଡ ହୋଇ ଛିଡା ହୋଇଥିଲେ । ଆଉ ଏହି ଲୋକଙ୍କ ଭିତରେ ମୁଣ୍ଡ ଗଡୁଛି । କେଉଁଠି ଖପୁରୀ ପଡ଼ିଛି ତ ଆଉ କେଉଁଠି ମୁଣ୍ଡର ଦହି ପଡ଼ିଛି ଆଉ ରାସ୍ତାରେ ଚେକା ଚେକା ରକ୍ତ ପଡ଼ିଛି । ଏହି ଭିତରେ ଜଣେ ବ୍ୟକ୍ତିଙ୍କୁ ଖୁଣ୍ଟରେ ବାନ୍ଧି ମାଡ କ
ମରାଯାଉଛି । ଅଧ ରାତିରେ ଗାଁ ଲୋକମାନେ ଗୋଟିଏ ସ୍ଥାନରେ ଜମା ହୋଇଛନ୍ତି । ଆଉ ଗାଁ ଲୋକମାନେ ସେଠାରେ ଜମା ହୋଇ ଏଭଳି କାମ କରୁଛନ୍ତି । ଏହି ସ୍ଥାନରେ ପୋଲିସ ମଧ୍ୟ ଅଛି । ଗାଁ ଲୋକମାନେ ଏକାଠି ହେବାର କାରଣ କଣ ?
Gg
ଲୋକମାନେ ଏହି ବ୍ୟକ୍ତି ଜଣଙ୍କୁ ଧର, ଧର ଆଉ ବାନ୍ଧ ବାନ୍ଧ ବୋଲି କହୁଛନ୍ତି । ଏହି ବ୍ୟକ୍ତି ଜଣକ ହେଉଛନ୍ତି ଟ୍ରକ ଡ୍ରାଇଭର । ଆଉ ଟ୍ରକ ଡ଼୍ରାଇଭରଙ୍କୁ ଲୋକମାନେ ପିଟି ପିଟି ତାଙ୍କ ନାକରୁ ରକ୍ତ ବାହାର କରି ଦେଇଛନ୍ତି । ଏହି ଡ୍ରାଇଭର ଜଣକ ମଦ ପିଇ ଟ୍ରକ ଚଲାଉଥିଲା ଆଉ ଏକାବେଳକେ ତିନିଜଣ ବାଇକରେ ଯାଉଥିବା ବେଳେ ତାଙ୍କ ଉପରେ ଟ୍ରକ ଚଢାଇ ଦେଇଥିଲା । ଏହି ଟ୍ରକ ଡ୍ରାଇଭର ଜଣକ ତିନିଜଣ ଲୋକଙ୍କ ଉପରେ ଗାଡ଼ି ଚଢାଇ ଦେଇଛି । 
ଆଉ ଏହି ଗାଡ଼ି ଚଢ଼ାଇବାରୁ ଦୁଇଜଣ ମୃ-ତ୍ୟୁବରଣ କରିଥିବା ବେଳେ ଜଣେ ବ୍ୟକ୍ତି ବଞ୍ଚି ଯାଇଛନ୍ତି । ଏହି ଦୁର୍ଘଟଣା ପରେ ସେଠାରେ ଲୋକମାନେ ପହଞ୍ଚି ଏଭଳି ଦୁର୍ଘଟଣା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହି ଦୁର୍ଘଟଣା ଦେଖିବା ପରେ ଲୋକମାନେ ଡ୍ରାଇଭର ଜଣଙ୍କୁ ଧରି ବାନ୍ଧି ଦେଇଥିଲେ । ଆଉ ଏବେ ପୋଲିସ ଏହି ଘଟଣାକୁ ନେଇ ତଦନ୍ତ କରୁଛି । ପୋଲିସ ଘଟଣା ସ୍ଥାନରେ ପହଞ୍ଚି ଏହି ଘଟଣାର ତଦନ୍ତ କରି ଦୋଷୀକୁ ଦଣ୍ଡ ଦେବ ବୋଲି ସୂଚନା ମିଳିଛି । ଏବେ ଏହି ଘଟଣାକୁ ନେଇ ଲୋକମାନେ ଦୁଃଖ ପ୍ରକାଶ କରିଛନ୍ତି ।

Advertisement