ଆଜିକାଲି ଦୁନିଆରେ ସୋସିଆଲ ମିଡିଆରେ ଆପଣମାନେ ଅନେକ ଏଭଳି କିଛି ଖବର ବିଷୟରେ ଜାଣି ପାରୁଛନ୍ତି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ ମନରେ ଅନେକ କଥା ଭାବୁଛନ୍ତି । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଜଣେ ମହିଳାଙ୍କ ସହିତ କଣ ସବୁ ଘଟିଛି ତାହା ଜାଣିପାରିବେ । ଏହି ମହିଳାଙ୍କ ସହିତ ଘଟିଛି କିଛି ଏଭଳି । ମହିଳା ଜଣକ ସହ ଚାଲାକି କରି ଜଣେ ଯୁବକ ଇନଷ୍ଟାଗ୍ରାମରେ ସାଙ୍ଗ ହେଲେ । ଏହାପରେ ଏହି ଯୁବକ ଜଣକ ଏଭଳି କିଛି କରିଲେ ।

ଯୁବକ ଜଣକ ମହିଳା ଜଣକ ସହ ସମ୍ପର୍କ ରଖିବାକୁ ବାଧ୍ୟ କରିଲେ । ଆଉ ତାଙ୍କୁ ଟଙ୍କା ମାଗିଲେ । ମହିଳା ଜଣକ ମନା କରିବାରୁ ତାଙ୍କ ମୁହଁ ଫଟୋ ନେଇ ଇଂରାଜୀ ଝିଅଙ୍କ ଭିଡିଓରେ ଲଗାଇ ଏଡିଟ୍ କରିଲେ । ମହିଳାଙ୍କ ଫଟୋକୁ ଏଭଳି ଏଡିଟ କରିଲେ ଯେ ମହିଳା ଜଣକ ସହିପାରିଲେ ନାହିଁ ଆଉ ଏହି ଘଟଣାକୁ ନେଇ ସେ ଥାନାର ଦ୍ୱାରସ୍ଥ ହୋଇଥିଲେ । ଏବେ ପୋଲିସ ଏହି ଅଭିଯୁକ୍ତଙ୍କୁ ଗିରଫ କରିଛି । ପୋଲିସ ଏବେ ଏହି ଘଟଣାର ତଦନ୍ତ କରୁଛି । ଏହି ଅଭିଯୁକ୍ତ ଜଣକ ସାଙ୍ଗସାଥୀ ହୋଇ ଏଭଳି କରିଥିଲେ ।

ଏହି ମହିଳା ଜଣକ ଅଭିଯୋଗ ଦେବା ପରେ ପୋଲିସ ତାଙ୍କୁ ଗିରଫ କରିଛି । ଏବେ ପାଟକୁରା ଗରଦପୁର ଅଞ୍ଚଳରେ ମ୍ୟୁଜିକ ଭିଡିଓ ଅଭିନେତା କମଲ ବେହେରା ଆଉ ତାଙ୍କ ତିନି ସାଙ୍ଗ ବିପ୍ଳବ, ସତ୍ୟଜିତ ଆଉ ଶୁଭେନ୍ଦୁ ଏଭଳି କାମ କରିଛନ୍ତି । ଏହି ମହିଳା ଜଣକ ସହ କମଲ ବେହେରା ଇନଷ୍ଟାଗ୍ରାମରେ ସାଙ୍ଗ ହୋଇ ଏଭଳି କାମ କରିଛି । ଏବେ ଏହି ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ସେମାନେ ତାଙ୍କ ମୁହଁ ଲୁଚାଇ ଦେଇଛନ୍ତି ଯାହା ଏହି ଭିଡିଓ ମାଧ୍ୟମରେ ଆପଣମାନେ ଦେଖିପାରିବେ ।
ଏହି ମହିଳାଙ୍କ ଫଟୋ ଏଭଳି ଏଡିଟ୍ କରାଯାଇଥିଲା ଯାହାକୁ ଦେଖିଲେ ଯେ କେହିବି ଏହା ସତ୍ୟ ବୋଲି ଭାବୁଥିଲେ । ଆଉ ଏହି ଅଭିଯୋଗ ନେଇ ମହିଳା ଜଣକ ଏସପିଙ୍କ ପାଖକୁ ଯାଇ ଏହି ବିଷୟରେ ଜଣାଇଥିଲେ । ଆଉ ଏବେ ପୋଲିସ ଆକ୍ସନ ମୁଡରେ ରହିଥିବା ପୋଲିସ ଏହି ଅଭିଯୁକ୍ତ ମାନଙ୍କୁ ଗିରଫ କରିଛି । ଏହି ବିବାହିତା ମହିଳା ଜଣକ ୟୁଟ୍ୟୁବର ଅଟନ୍ତି । ଆଉ ଏହି ଯୁବକ ଜଣକ ଡି ଫେକ ମାଧ୍ୟମରେ ଏଭଳି ଏଡିଟ କରିଥିଲା । ଆଉ ଏବେ ସେମାନେ ଗିରଫ ହୋଇଛନ୍ତି ତାଙ୍କ ଉପରେ କଣ ଆକ୍ସନ ନିଆ ଯାଉଛି ତାକୁ ଦେଖିବାକୁ ଅପେକ୍ଷା ରହିଛି ପୁ