Jun 21, 2024, 18:19 IST

ମଦୁଆ ଆସି ଦେଲା ସାଲାଇନ ଦେଖନ୍ତୁ ଦେଖି ଡରିଗଲେ ବୁଢ଼ୀ ମାଉସୀ

Hh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ବନ୍ଧୁଗଣ ମଦୁଆ ପେଟ ମ-ଦ ପିଇ ଡାକ୍ତରଖାନାରେ ରୋଗୀଙ୍କୁ ଦେଉଛନ୍ତି ସାଲାଇନ। 
Vb
ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମ-ଦୁ-ଆ ହାତରେ ସାଲାଇନ ବୋତ ଥିବା ଦେଖିବାକୁ ମିଳିଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ। ସୂଚନା ଅନୁସାରେ ଏହି ଘଟଣାଟି ହେଉଛି ଗତକାଲି ସନ୍ଧ୍ୟା ସମୟର। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପ୍ରତ୍ୟେକ ଦିନ ଶହ ଶହ ରୋଗୀ ଚିକିତ୍ସା କରିବାକୁ ଆସୁଥିବା ବେଳେ ଏପରି ଘଟଣା ଲୋକଙ୍କୁ ଭୟଭୀତ କରିଦେଇଛି। ଜଣେ ବୁଢୀ'ମାଙ୍କ ବୟସ ହେଉଛି ୭୯ ବର୍ଷ।
Bb
ଖଲାରି ଗ୍ରାମର ଶିବାଶିଷ ଓଦାଙ୍କ ବୁଢ଼ୀ'ମା ନଳିନୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଗତ ୧୭ ତାରିଖରୁ ଆଣି କେବିନ୍ ରୁମରେ ଆଡ଼ମିଶନ କରି ଚିକିତ୍ସା କରୁଥିଲେ। କିନ୍ତୁ ଗତକାଲି ସନ୍ଧ୍ୟା ୯ ଘଟିକା ସମୟରେ ଡାକ୍ତର ରାଉଣ୍ଡ ସାରି ଗଲା ପରେ ନର୍ସଙ୍କୁ ଅନୁପସ୍ଥିତିରେ ଏକ ମ-ଦୁ-ଆ ବ୍ୟକ୍ତି ଆସି ନଳିନୀଙ୍କୁ ସାଲାଇନ ଦେବାକୁ ଉଦ୍ୟମ କରିଥିଲେ। ମ-ଦୁ-ଆ ଜଣଙ୍କ ଠିକ୍ ସେ କଥା କହି ପାରୁନଥିଲା ଏବଂ ଠିକ୍ ସେ ଠିଆ ମଧ୍ୟ ହେଇପାରୁନଥିଲେ ସେହି ଅବସ୍ଥାରେ ଡ଼ାକ୍ତରଖାନାରେ ପଶି ବୁଢ଼ୀ'ମା ନଳିନୀଙ୍କୁ ସାଲାଇନ ଦେବାକୁ ଚେଷ୍ଟା କରୁଥିଲେ। 
ତା'ପରେ ତାଙ୍କର ଏପରି ଅବସ୍ଥାକୁ ଦେଖି ତାଙ୍କୁ ଗଣମାଧ୍ୟମ ପ୍ରତିନିଧି ସାଲାଇନ ଦେବାକୁ ମନା କରିବା ସହ କିଏ ତମକୁ ପଠାଇଛି ପଚାରିବାକୁ ଗଣମାଧ୍ୟମ ପ୍ରତିନିଧିକୁ ଓଲଟ ପାଲଟ କଥା ମଧ୍ୟ କହିଥିଲେ। କିଛି ସମୟ ପରେ ନର୍ସ ଦିଦି ନିଜେ ଆସି ସାଲାଇନ ଦେବା ସହିତ ବୁଝାସୁଝା କରିଥିଲେ। କିନ୍ତୁ ଏଭଳି ଘଟଣା ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ଏବଂ ରୋଗୀଙ୍କର ପରିବାର ଲୋକଙ୍କୁ ଭୟଭୀତ କରିଦେଇଥିବା ଦେଖିବାକୁ ମିଳିଛି।

Advertisement