ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଭୟଙ୍କର ରୂପେ ମାଡ଼ି ଆସୁଛି ବାତ୍ୟା "ହେଲେନ"। ବାତ୍ୟା "ହେଲେନ" ୧୨ ଜିଲ୍ଲା ଉପରେ ପଡ଼ିଲାଣି ପ୍ରଭାବ। ୧୦୦ ବର୍ଷର ଏହେଉଛି ସବୁଠାରୁ ବଡ ବାତ୍ୟା। ଧିରେ ଧିରେ ତାଣ୍ଡବ ରଚିଲାଣି। ପୁଣି ଓଡିଶା ପ୍ରତି ଆସିପାରେ ବିପଦ। ତେବେ ଆଗୁଆ ସତର୍କ ଓ ସାବଧାନ ହେଇ ରୁହନ୍ତୁ ବଢୁଛି ବାତ୍ୟାର ଗତିପଥ। ଘଣ୍ଟା ପ୍ରତି ପବନର ବେଗ ୧୨୫ କିମି ବହୁଛି। ଭୟଙ୍କର ରୂପ ଦେଖାଉଛି ବାତ୍ୟା। ୧୨ ଜିଲ୍ଲାକୁ ବାତ୍ୟା କଲାଣି ଛିନ୍ନଛତ୍ର। ୧୨୫ କିମି ପବନ ସାଙ୍ଗକୁ ମାଡି ଆସୁଛି ବର୍ଷା।
ବିଜୁଳି ଘଡଘଡି ସାଙ୍ଗକୁ ବାତ୍ୟା ଦେଖାଉଛି ତା'ର କରାଳ ରୂପ। ବାତ୍ୟାରେ ଫସି ରହିଛନ୍ତି ଅନେକ ଲୋକ। ତେବେ ବାତ୍ୟାରେ ନାଁ ହେଉଛି ହେଲେନ। ଏହାର ପ୍ରଭାବରେ ଶହ ଶହ ଲୋକ ଫସି ରହିଛନ୍ତି। ଘରଦ୍ୱାର ଭାଙ୍ଗିରୁଜି ଗଲାଣି। ବନ୍ୟା ପାଣି ମଧ୍ୟ ମାଡି ଆସିଲାଣି। ଅନେକ ଲୋକ ଭୟଭୀତ ହେଇଗଲେଣି। ଆଉ ଏହାରି ଭିତରେ ୧୨ଟି ଜିଲ୍ଲାର କୋଟିଏ ଲୋକ ପ୍ରଭାବିତ ହେଇଛନ୍ତି। ୬ଟି ଜିଲ୍ଲାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି।
ସେହିପରି "ହେଲେନ"ରେ କ୍ଷତିଗ୍ରସ୍ତ ହେଇଥିବା ଘର ଗୁଡିକରେ ଏବେ ମଧ୍ୟ ଶତାଧିକ ଲୋକେ ଫସି ରହିଛନ୍ତି। ତାଣ୍ଡବ ରଚୁଛି ବାତ୍ୟା "ହେଲେନ"। ଏପର୍ଯ୍ୟନ୍ତ ବାତ୍ୟା "ହେଲେନ" ଯୋଗୁଁ ୪୯ ଜଣଙ୍କର ମୃ-ତ୍ୟୁ ହେଇଥିବା ସୂଚନା ମିଳିଛି। ଆଗକୁ ଆହୁରି ବଢି ପାରେ ମୃ-ତ୍ୟୁ ସଂଖ୍ୟା। ତେବେ ବାତ୍ୟା ପ୍ରଭାବରେ ମାଟିରେ ମିଶି ଗଲାଣି ହଜାର ହଜାର ଘର। ପବନର ବେଗ ବହୁ ମାତ୍ରାରେ ରହିଛି। ଏହା ସହିତ ବର୍ଷା ପ୍ରଭାବରେ କ୍ଷତିଗ୍ରସ୍ତ ଦକ୍ଷିଣ ପୂର୍ବ ଆମେରିକା।
ବାତ୍ୟା "ହେଲେନ"ର ସର୍ବାଧିକ ପ୍ରଭାବ ଦକ୍ଷିଣ ଓ ଉତ୍ତର କାର୍ଲିନା ରାଜ୍ୟରେ ପଡ଼ିଥିବା ଜଣାପଡିଛି। ବାତ୍ୟା ପ୍ରଭାବରେ କେବଳ ଯଜିଆରୁ ଅତିକମରେ ୧୧ ଜଣଙ୍କର ମୃ-ତ୍ୟୁ ହେଇଛି। ସେହିପରି "ହେଲେନ"ରେ ଅନେକ ଘର ଗୁଡ଼ିକ ମଧ୍ୟ କ୍ଷତିଗ୍ରସ୍ତ ହେଇଛି। ଆମେରିକାରେ ବାତ୍ୟା "ହେଲେନ" ଦେଖାଉଛି କରାଳ ରୂପ। ବନ୍ୟା ପରିସ୍ଥିତି ମଧ୍ଯ ସୃଷ୍ଟି ହେଇଛି। ଘରଦ୍ୱାର ରାସ୍ତାଘାଟ ସବୁଆଡେ ପସିଛି ପାଣି। ଅନେକ ଲୋକ ଆହତ ମଧ୍ୟ ହେଇଛନ୍ତି। ବାତ୍ୟା ପ୍ରଭାବରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଲାଣି।