Sep 28, 2024, 14:48 IST

ମାଡ଼ି ଆସୁଛି କଳା ହାଣ୍ଡିଆ ମେଘ ଦେଖନ୍ତୁ ଏହିସବୁ ଜିଲ୍ଲାରେ ହେବ ପ୍ରବଳରୁ ଅତି ପ୍ରବଳ ବର୍ଷା ସାବଧାନ ରୁହନ୍ତୁ ଏହିସବୁ ଜିଲ୍ଲା

Gg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ପାଇବା ସହ ପାଣିପାଗ ବିଷୟରେ ଆସିଥିବା ଖବର ଜାଣିପାରିବେ । ଏବେ ପାଣିପାଗକୁ ନେଇ ଆସିଛି କିଛି ଖବର । ବ୍ୟାକ ଟୁ ବ୍ୟାକ୍ ଦାଉ ସାଜୁଛି ବର୍ଷା ।ପୁଣି ସୃଷ୍ଟି ହେଲା ଲଘୁଚାପ ଆଉ ହେବନି ଖରା ଖାଲି କାଚିବ ବର୍ଷା । ବର୍ଷା ତାହାର ତାଣ୍ଡବ ରଚିବ ଆଉ ଅନେକ ଜିଲ୍ଲାରେ ପ୍ରଳୟ ସୃଷ୍ଟି କରିବ ।
Bb
ରାଜ୍ୟରେ ଏବେ ଜାରି ରହିଛି ବର୍ଷା । ଆସନ୍ତା ୬ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ ।କିନ୍ତୁ ଏହା ଘନୀଭୂତ ହୋଇ ଅବପାତର ରୂପ ନେବାର ସମ୍ଭାବନା ନାହିଁ । ଓଡ଼ିଶା ସମେତ ପୂର୍ବ ଭାରତରେ ଅବପାତ ସୃଷ୍ଟିର ସମ୍ଭାବନା ରହିଛି । ଏହି ସମ୍ଭାବନା ମାତ୍ର ୧୦ ରୁ ୨୦ ପ୍ରତିଶତ ଅଟେ ବୋଲି ଜଣାପଡିଛି । ଭାରତୀୟ ପାଣିପାଗ ବିଭାଗ ଏବେ ଏହା ଆକଳନ କରି କହିଛି । ପାଣିପାଗ ବିଭାଗ ଏନେଇ ଅନେକ ସୂଚନା ଦେଉଛି । 
Hg
ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତତ୍ ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଅକ୍ଟୋବର ମାସର ପ୍ରଥମ ସପ୍ତାହରେ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ଆକଳନ କରାଯାଇଥିବା ବେଳେ ଏନେଇ ଅନେକ ସୂଚନା ଦିଆ ଯାଉଛି । ଆସନ୍ତା ୫ ତାରିଖ ବେଳକୁ ଦେଶର ପଶ୍ଚିମ ଭାଗରେ ଲଘୁଚାପ ଘନୀଭୂତ ହୋଇ ଅବପାତର ରୂପ ନେବ ବୋଲି ସୂଚନା ମିଳିଛି । ଗତ ୨୪ ଘଣ୍ଟା ଭିତରେ ବର୍ଷା ହୋଇପାରେ ବୋଲି ଆଶଙ୍କା କରାଯାଉଛି । 
ଆସନ୍ତା ୨୪ ଘଣ୍ଟା ଭିତରେ ଆଭ୍ୟନ୍ତରୀଣ, ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରେ ଲଗାଣ ବର୍ଷା ଜାରି ରହିଛି । ଆଜି ଠାରୁ ରାଜ୍ୟରେ ବର୍ଷାର ପରିମାଣ କମିବ କିନ୍ତୁ ବର୍ଷା ଲାଗି ରହିବ । ବର୍ଷାରେ କିଛି ସ୍ଥାନରେ ବର୍ଷା ସହ ଘଡଘଡି ମାରିବ । ଆଉ କିଛି ଜିଲ୍ଲାରେ ଅଧିକ ବର୍ଷା ହେବ । ଘଡଘଡି ସହ ବର୍ଷା ହେବାକୁ ଥିବା ଜିଲ୍ଲା ଗୁଡ଼ିକ ହେଉଛନ୍ତି ଭଦ୍ରକ, ବାଲେଶ୍ଵର, ମୟୂରଭଞ୍ଜ, ସୁନ୍ଦରଗଡ, ଏବଂ କେନ୍ଦୁଝର । ଏହି ୫ ଜିଲ୍ଲାକୁ ଆର୍ଲଟ ଜାରି ହୋଇଛି । ଆଉ ଏହି ଜିଲ୍ଲାରେ ସତର୍କ ରହିବାକୁ ମଧ୍ଯ କୁହାଯାଇଛି ।

Advertisement