ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ଏହି ଭିଡିଓରେ ଅନେକ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ସାମ୍ବାଦିକା ମଧୁମିତାଙ୍କ ମୃତ୍ୟୁକୁ ନେଇ ଆସୁଥିବା ଖବର ସବୁ ପାଇ ପାରୁଛନ୍ତି । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ସାମ୍ବାଦିକା ମଧୁମିତାଙ୍କ ବିଷୟରେ କିଛି ଖବର ଜାଣିପାରିବେ । ମଧୁଙ୍କ ସ୍ବାମୀ ଶ୍ରୀଧର ଜେନା ତାଙ୍କୁ ପ୍ଲାନ୍ କରି ଫସାଇଥିଲା । ସେ ପୂର୍ବରୁ ଅନେକ ଝିଅଙ୍କ ସହିତ ସମ୍ପର୍କ ରଖିଥିଲା ଆଉ ସେ ସବୁ ଝିଅଙ୍କୁ ଖେଳନା ଭଳି ଭାବୁଥିଲା । ଆଉ ଠିକ୍ ସେମିତି ସେ ମଧୁଙ୍କୁ ମଧ୍ୟ ଖେଳନା ଭଳି ଭାବିଥିଲେ ।
ଶ୍ରୀଧର ଜେନା ସମସ୍ତଙ୍କ ଜୀବନ ବରବାଦ୍ କରିବାକୁ ଚାହୁଁଥିଲା । ଜୀବନ ବରବାଦ୍ କରିବା ସୈତାନ୍ ଶ୍ରୀଧରର ଥିଲା ମୂଳ ଲକ୍ଷ୍ୟ । ସାମ୍ବାଦିକା ମଧୁମିତାଙ୍କ ମୃ-ତ୍ୟୁକୁ ତିନି ଦିନ ହୋଇଗଲାଣି । ଆଉ ଏବେ ଧୀରେ ଧୀରେ ଅନେକ ତଥ୍ୟ ସାମ୍ନାକୁ ଆସୁଛି । ଏବେ ମଧୁ ଆଉ ତାଙ୍କ ଭଉଣୀଙ୍କର ହ୍ୱାଟସ ଅପ୍ ଚାଟକୁ ନେଇ ଆସିଛି କିଛି ଖବର । ସାମ୍ବାଦିକା ମଧୁମିତାଙ୍କ ତାଙ୍କ ଭଉଣୀ ଆଗରେ ତାଙ୍କ ସ୍ବାମୀଙ୍କୁ ନେଇ ଯାହା ସବୁ ଜାଣିଥିଲେ ତାହା କହିଲେ । ସାମ୍ବାଦିକା ମଧୁମିତା ମୃ-ତ୍ୟୁ ପୂର୍ବରୁ ତାଙ୍କ ଭଉଣୀକୁ ସବୁ କଥା କହିଥିଲେ ।
ସ୍ବାମୀ ଶ୍ରୀଧର ତାଙ୍କର ଆଉ ନଥିଲେ ବୋଲି ସେ ତାଙ୍କ ଭଉଣୀକୁ କହିଥିଲେ । ମଧୁଙ୍କୁ ସେ ଧୋକା ଦେଉଛି ବୋଲି କହିଥିଲା । ମଧୁଙ୍କ ସାଙ୍ଗ ସହିତ ତାଙ୍କ ସ୍ଵାମୀ ଗପୁଥିଲେ । ମଧୁ ତାଙ୍କ ସ୍ଵାମୀଙ୍କର ଏଭଳି କାମ ଦେଖି ଥାନାରେ ଅଭିଯୋଗ କରିଥିଲେ ଆଉ ଏହାପରେ ସେମାନେ ଥାନାରେ ଲେଖାପଢ଼ା ମଧ୍ୟ କରିଥିଲେ । ଆଉ ଏହାପରେ ପୁଣି ରାତିରେ ଏହି କାମ କରୁଥିଲା ସ୍ଵାମୀ । ଏମିତି କାଣ୍ଡ କରିଥିଲା ସ୍ବାମୀ ସୈତାନ୍ ଶ୍ରୀଧର । ମଧୁ ବହୁତ ବୁଝାଇବା ପରେ ମଧ୍ୟ ସ୍ବାମୀ କିଛି ବୁଝି ନଥିଲେ । ଆଉ ସେ ଶେଷରେ ଏଭଳି ନିଷ୍ପତ୍ତି ନେଇଥିଲେ ।
ସ୍ବାମୀ ସୈତାନ୍ ଶ୍ରୀଧର ଜେନା ଅନ୍ୟ ଝିଅଙ୍କ ସହିତ ମିଶି ଫରେନ୍ ଯିବ ବୋଲି ଭାବୁଥିବା ବେଳେ ମଧୁ ନିଜ ଜୀବନ ହରିଦେବେ ବୋଲି ଭାବୁଥିଲେ । ଆଉ ମଧୁ ନିଜ ଜୀବନକୁ ଶେଷ କରିଦେବେ ବୋଲି ନେଇଥିଲେ ଚରମ ନିଷ୍ପତ୍ତି । ମଧୁ ତାଙ୍କ ଭଉଣୀକୁ ସ୍ବାମୀ ଶ୍ରୀଧର ବିଷୟରେ ସବୁ କଥା କହିଥିଲେ । ସ୍ପଷ୍ଟ ଭାବରେ ସେ ତାଙ୍କ ଭଉଣୀକୁ ଜଣାଇଥିଲେ କି ଶ୍ରୀଧର ତାଙ୍କୁ ଯେମିତି ଫସାଇଥିଲେ ଠିକ୍ ସେହି ଝିଅକୁ ଫସାଉଛନ୍ତି ତାକୁ ବେବି ଡାକୁଛି । ପୋଲିସ ଏବେ ଶ୍ରୀଧରକୁ ଜେରା କରୁଛି । ଆଉ ଯେଉଁ ରହସ୍ୟମୟୀ ମହିଳାଙ୍କ ପାଇଁ ମଧୁଙ୍କ ଜୀବନ ଗଲା ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ କି ନାହିଁ ତାହା ଜଣାପଡ଼ିବ ।