Jul 29, 2024, 19:43 IST

ଜ୍ବାଇଁଙ୍କ ସବୁ ପୋଲ ଖୋଲି କହିଦେଲେ ମାଧୁଙ୍କ ମା ଦେଖନ୍ତୁ କଣ କହିଲେ

Gg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି କଥା ଯାହା ସାମ୍ବାଦିକା ମଧୁମିତାଙ୍କୁ ନେଇ ଆସିଛି ତାହା ଜାଣିପାରିବେ । ଆପଣମାନେ ସମସ୍ତେ ତ ଏହି ବିଷୟରେ ଆସିଥିବା ଖବର ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଆପଣମାନେ ଜାଣିଛନ୍ତି କି ଏହି ସାମ୍ବାଦିକା ଜଣକ ପ୍ରେମ ବିବାହ କରିଛନ୍ତି । 
Gh
ସେ ପ୍ରେମ ବିବାହ କରିବାର ପାଞ୍ଚ ମାସ ପରେ ଏଭଳି କାମ କରିଥିଲେ । ସେ ନିଜ ଜୀବନ ହାରି ଦେଇଛନ୍ତି । ଏହି ସାମ୍ବାଦିକା ଜଣଙ୍କୁ ଅନେକ କିଛି କଥା କହି ତାଙ୍କ ସ୍ଵାମୀ ଶ୍ରୀଧର ଅର୍ଥାତ୍ ମଣ୍ଟୁ ଜେନା ଭଲ ପାଇଥିଲେ । ଭଲପାଇବା ସମୟରେ ସେ ଅନେକ କିଛି କଥା କହିଥିଲେ । ସେ ପାଞ୍ଚ ବର୍ଷ ଭଲପାଇବା ପରେ ତାଙ୍କୁ ବିବାହ କରିଥିଲେ । ଆଉ ବିବାହ କରିବା ପରେ ସବୁକିଛି ଠିକ୍ ଥିଲା କିନ୍ତୁ ଏହି ଯୁବକ ଜଣକ ଅନ୍ୟ ଯୁବତୀଙ୍କ ସହିତ କଥା ହେଉଥିଲେ । ସେ ମଧୁଙ୍କ ସାଙ୍ଗ ସହିତ ରାତିରେ ଚାଟିଂ କରୁଥିଲେ । 
Gg
ଏଭଳି ଅନେକ କାରଣ ପାଇଁ ମଧୁ ଥରେ ଫିନାଇଲ ପିଇ ନିଜ ଜୀବନ ହାରିବାକୁ ଚାହିଁଥିଲେ । ସେ ଫିନାଇଲ୍ ପିଇବା ପରେ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ । ଆଉ ସେଠାରେ ତାଙ୍କ ମମି ତାଙ୍କ ପାଖରେ ଥିଲେ ଆଉ ସେତେବେଳେ ମଣ୍ଟୁ ତାଙ୍କ ଘରକୁ ଯାଇଥିଲା । ଏବେ ଏହି ସବୁ ଅନେକ କଥା ମଧୁଙ୍କ ମମି କହିଛନ୍ତି । ମଧୁଙ୍କ ମମି ଉପରେ ରାଗୁଥିଲେ ମଣ୍ଟୁ । କାରଣ ମଧୁ ତାଙ୍କ ଘରୁ ନେଇଥିବା ସବୁ ସୁନା ଗହଣା ତାଙ୍କ ମମିଙ୍କୁ ରଖିବା ପାଇଁ ଦେଇ ଦେଇଥିଲେ । ଆଉ ମଣ୍ଟୁ ଏହି ସବୁ ସୁନା ମାଗୁଥିଲା । ଆଉ ସୁନା ନ ଦେଲେ ସେ କାମ କରିବ ନାହିଁ ବୋଲି କହୁଥିଲା । 
ଏହାପରେ ମଧୁଙ୍କ ମମି ସବୁ ସୁନା ଦେଇଥିଲେ । ଆଉ ଏହାପରେ ମଣ୍ଟୁ ତାର ଭାଇକୁ ଘରକୁ ଡାକିଥିଲା ଆଉ ସବୁ ସୁନା ଦେଇ ଦେଇଥିଲା । ଆଉ ଯେଉଁଦିନ ତାର ଭାଇ ଘରକୁ ଆସିଥିଲେ ସେହିଦିନ ମଧୁ ଆ-ତ୍ମ-ହ-ତ୍ୟା କରିଥିଲେ । ଏଭଳି କଣ ହୋଇଥିବ ଯେଉଁଥିପାଇଁ ମଧୁ ଅଧିକ କଷ୍ଟ ପାଇଥିବେ ଆଉ ଏଭଳି କାମ କରିଥିବେ । ଏବେ ମଧୁ ଏଭଳି କାମ କରିଛନ୍ତି ଯାହାକୁ ନେଇ ଏବେ ତାଙ୍କୁ ନ୍ୟାୟ ମିଳୁ ବୋଲି ତାଙ୍କ ପରିବାର କହିଛନ୍ତି । ମଣ୍ଟୁ, ତାଙ୍କ ଭାଇ ଏବଂ ଆଉ ଦୁଇ ଝିଅଙ୍କ ପାଇଁ ଆଜି ମଧୁ ଏହି ଦୁନିଆରେ ନାହାଁନ୍ତି ବୋଲି ମଧୁଙ୍କ ପରିବାର ଲୋକେ କହିଛନ୍ତି । ଏବେ ସେମାନେ ନ୍ୟାୟ ଦାବି କରିଛନ୍ତି ।

Advertisement