ଖଣ୍ଡଗିରି ଥାନା ଭିତରେ ଥାନା ବାବୁଙ୍କ ମାଆ ଭଉଣୀ ନେଇ କହିଲେ ଯୁବତୀ ଜଣକ। ଯାହାର ଭିଡିଓ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡିଓ ରେ ଦେଖିବାକୁ ମିଳିଛି କି ଚୌକି ଉପରେ ବସିଛନ୍ତି ଥାନା ବାବୁ। ଆଉ ଅନ୍ୟପଟେ ମାଆ ଭଉଣୀ ନେଇ ଯୁବତୀ ଥାନା ବାବୁଙ୍କୁ କହି ଚାଲିଥିଲେ। ଯାହାର ଭିଡିଓ ଏବେ ସାରା ଭୁବନେଶ୍ବର ରେ ଯେମିତି ଉଠାଉଛି ପକାଉଛି। ଏହାକୁ ନେଇ ଖୁବ୍ ଚର୍ଚ୍ଚା ମଧ୍ୟ ହେଉଛି।
ଏହି ଭିଡିଓ ଏବେ ସାରା ଭୁବନେଶ୍ୱର ରେ ଚହଳ ସୃଷ୍ଟି କରିଛି। କିଏ ସେହି ଯୁବତୀ, କାହିଁକି ସେ ଥାନା ଭିତରକୁ ଆସିଥିଲେ , ଆଉ ପୋଲିସ କୁ ସେ ଏମିତି କେମିତି କହିଦେଲେ। ଆଉ ଏହି ଭିଡିଓ ଦେଖିଲେ ଆପଣ ଏବେ ସେ ସମ୍ପର୍କରେ ସବୁ କିଛି ବେଶ ଭଲ ଭାବରେ ଜାଣି ପାରିବେ। ଏହି ଦୃଶ୍ୟ ହେଉଛି ଭୁବନେଶ୍ବର ର ଖଣ୍ଡଗିରୀ ଥାନା ଭିତରର ଦୃଶ୍ୟ। ଜଣେ ପୋଲିସ ବାବୁ ନିଜ ମୋବାଇଲ ରେ ଏହି ଭିଡିଓ ରେକର୍ଡ କରିଛନ୍ତି।
ମୋବାଇଲ କ୍ୟାମେରା ସାମ୍ନା ରେ ହିଁ ଏହି ଯୁବତୀ ଜଣକ ପୋଲିସ ଉପରେ ଚଢ଼ିକି କଥାବାର୍ତ୍ତା କରୁଛନ୍ତି। ସୁଚନା ମୁତାବକ ଏହି ଯୁବତୀ ଜଣକ କୁଆଡେ ମଦ ପିଇଛନ୍ତି। ଆଉ ସେ ଏଭଳି ଭାବରେ ମଦ ପିଇ ଯୁବତୀ ଜନକ ଥାନା ଭିତରେ ପୋଲିସ କୁ ଏଭଳି ବ୍ଯବହାର କରି ଚାଲିଛନ୍ତି। ଏହି ଦୃଶ୍ୟ ଏବେ ଯେ କେହି ମଧ୍ୟ ଦେଖୁଛି ସେ ଏହାକୁ ଆଦୌ ହେଲେ ମଧ୍ୟ ବିଶ୍ଵାସ କରି ପାରୁ ନାହିଁ। କାରଣ ସାଧାରଣ ଲୋକଙ୍କ ଏତେ ସାହସ ନଥାଏ।
ମାତ୍ର ଏହି ଯୁବତୀ ଜଣକ ପୋଲିସ ଙ୍କୁ ଏଭଳି ଭାବରେ ଧମକ ଦେଇ ଚାଲୁଛନ୍ତି ସତେ ଯେମିତି ତାଙ୍କର ହିଁ କିଛି ଭୁଲ ଅଛି।ଯୁବତୀ ଜଣକ ମଦ ପିଇବା ପରେ ନିଜର ହିତାହିତ ଜ୍ଞାନ ଭୁଲି ଯାଇଛନ୍ତି ଆଉ ଏଭଳି ବ୍ଯବହାର କରୁଛନ୍ତି। ଯାହାର ଭିଡିଓ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ୍ ହେବାରେ ଲାଗିଛି। ଏହା ଦେଖିବା ପରେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।