May 23, 2024, 17:30 IST

ଆସିଲା ଲଘୁଚାପ ମିଳିଲା ସତର୍କ ସୂଚନା ଦେଖନ୍ତୁ ଏହିସବୁ ଜିଲ୍ଲାରେ ପଡ଼ିବ ପ୍ରଭାବ ଜାଣନ୍ତୁ ରେଡ ଆଲର୍ଟ ମଧ୍ୟରେ ଅଛନ୍ତି କେଉଁ କେଉଁ ଜିଲ୍ଲା

Vv

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ପାଣିପାଗକୁ ନେଇ କିଛି ଖବର ଆସିଛି ଯାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ମାଡ଼ି ଆସୁଛି ଲଘୁଚାପ । ଓଡ଼ିଶାର ଏହି ଦୁଇ ଜିଲ୍ଲା ଉପରେ ପଡ଼ିବ ଏହାର ଗଭୀର ପ୍ରଭାବ ଯାହାକୁ ନେଇ ଏବେ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।  
ଏହି ଦୁଇ ଜିଲ୍ଲାରେ ଲଘୁଚାପ ତାଣ୍ଡବ ରଚିବ ବୋଲି ଏବେ ସୂଚନା ମିଳିଛି । ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବା ସହିତ ୪୯ ରୁ ୫୦ କିମି ବେଗରେ ପବନ ବହିବ ବୋଲି ସୂଚନା ମିଳିଛି । ମଝିରେ ମଝିରେ ୬୦ ରୁ ୭୦ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି ।
Fg
ଏହି ବର୍ଷା ଏଭଳି ପରିସ୍ଥିତି ସୃଷ୍ଟି କରିବ ଯେ ଏହା ଘରୁ ବାହାରିବାକୁ ଦେବ ନାହିଁ । ଏବେ ସୂଚନା ମିଳିଛି କି ଗର୍ଜନ କରୁଛି ସମୁଦ୍ର ଆଉ ଅଶାନ୍ତ ହୋଇ ମାଡ଼ି ଆସୁଛି ଜୁଆର ।ଧୀରେ ଧୀରେ ଏହି ଲଘୁଚାପ ସକ୍ରିୟ ହେଉଥିବା ବେଳେ ଆସନ୍ତା କାଲି ଅବପାତ ରୂପ ନେବାକୁ ଲାଗିଲାଣି । ଉତ୍ତର ପୂର୍ବ ଦିଗରେ ଏହା ତାର ଗତି ବଜାୟ ରଖିବ ।
ଯାହାର ପ୍ରଭାବରେ ଦକ୍ଷିଣ ପଶ୍ଚିମରେ ଏହା ଆହୁରି ଘନୀଭୂତ ହେବ ।ଆଉ ୨୪ ତାରିଖରେ ଏହା ଅବପାତର ରୂପ ନେବ । ଓଡ଼ିଶା ରାଜ୍ୟ ଉପରେ ଏହି ଘୂର୍ଣ୍ଣିଝଡର ପ୍ରଭାବ ରହିବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବା ବେଳେ ଏହାକୁ ନେଇ ଆସିଛି କିଛି ଖବର । ଏବେ ଏହା ଜାଣି ରଖନ୍ତୁ । 
Hh
ଆସନ୍ତା ୨୫ ତାରିଖ ବେଳକୁ ଲଘୁଚାପର ପ୍ରଭାବ ଏହି ଦୁଇଟି ଜିଲ୍ଲା ଉପରେ ପଡ଼ିବ ବୋଲି ସୂଚନା ମିଳିଛି । ଏଥିସହିତ ବର୍ଷା ହେବା ନେଇ ସମ୍ଭାବନା ରହିଛି । ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ସୂଚନା ମିଳିଛି । ଉତ୍ତର ଓଡ଼ିଶାରେ ଅନେକ ସ୍ଥାନରେ ୨୬ ତାରିଖରେ ମଧ୍ୟମ ଧରଣର ବର୍ଷା ହେବ ବୋଲି ଖବର ଆସିଛି ।
ବାଲେଶ୍ଵର ଆଉ ଭଦ୍ରକ ଜିଲ୍ଲାର କିଛି ସ୍ଥାନରେ ବର୍ଷା ହେବ ବୋଲି ଏବେ ଆସିଛି ଖବର । ଆସନ୍ତା ଦୁଇଦିନ ଭିତରେ ତାପମାତ୍ରା ୨ ଡିଗ୍ରୀ ବଢିପାରେ । ଉତ୍ତର ପୂର୍ବ ଦିଗରେ ଏହି ଲଘୁଚାପ ଗତି କରିବ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

Advertisement