Aug 20, 2024, 19:14 IST

ଶ୍ରାବଣ ସୋମବାରରେ ଦର୍ଶନ ଦେଲେ ପ୍ରଭୁ ଭୋଳାନାଥ ଦେଖନ୍ତୁ ଆସିଲା ବହୁତ୍ ବଡ଼ ଖବର

Gg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଶ୍ରାବଣ ମାସରେ ଅନେକ ଅଲୌକିକ ଘଟଣା ଘଟିଥାଏ । ପ୍ରାୟତଃ ଶିବ ମନ୍ଦିରରେ ସାପ ବାହାରିଥାଏ । ଆଉ ଏବେ ଏଭଳି କିଛି ଘଟଣା ମଧ୍ୟ ଘଟିଛି ବୋଲି ଆସିଛି ଖବର । ଶ୍ରାବଣ ମାସର ଶେଷ ସୋମବାରରେ ଦେଖିବାକୁ ମିଳିଛି ଏଭଳି କିଛି । 
Hh
ଶ୍ରାବଣ ମାସର ଶେଷ ସୋମବାରରେ କପିଳାସ ଶୈବ ପୀଠରେ ଦେଖିବାକୁ ମିଳିଛି ସାପ । ବୁଢ଼ା ଲିଙ୍ଗ ପାଖରେ ଅଜଗର ସାପ ଶୋଇଥିଲା ବୋଲି ଏବେ ଖବର ଆସିଛି । ଆଉ ଏହି ସାପ ଶୋଇଥିଲା କିନ୍ତୁ କାହାର କୌଣସି କ୍ଷତି କରିନାହିଁ । ଏହି ସାପ ସେଠାରେ ଥିଲା ବେଳେ ସେହି ସ୍ଥାନକୁ କାଉଡ଼ିଆମାନେ ମଧ୍ୟ ଯାଇଥିଲେ । କିନ୍ତୁ ଏହି ଅଜଗର ସାପ କାହାର କିଛି କ୍ଷତି କରିନଥିଲା । ବର୍ତ୍ତମାନ ଏହାକୁ ନେଇ ଅନେକ କଥା ଆସୁଛି । ଏହା ଭଗବାନଙ୍କ ମହିମା ବୋଲି ଅନେକ ଲୋକ କହୁଛନ୍ତି । 
Bb
ଆଉ କେହି କେହି ଏହାକୁ ନେଇ ଆଉ କିଛି କହୁଛନ୍ତି । ଶ୍ରାବଣ ମାସ ଶେଷ ସୋମବାରରେ ଭଗବାନ ଭୋଳାନାଥ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ଅଜଗର ସାପ ରୂପରେ ଆସିଛନ୍ତି ବୋଲି କେହି କେହି କହୁଛନ୍ତି । ଶ୍ରାବଣ ମାସର ଶେଷ ସୋମବାରରେ ଭକ୍ତଙ୍କୁ ଦେଖା ଦେଇଛନ୍ତି ପ୍ରଭୁ ଭୋଳାନାଥ । ଢେଙ୍କାନାଳ ଜିଲ୍ଲା କପିଳାସ ଶିବ ମନ୍ଦିରରେ ଏହି ଘଟଣା ଦେଖିବାକୁ ମିଳିଥିଲା । ଏହା ଏକ ପ୍ରସିଦ୍ଧ ଶୈବ ପୀଠ । ଏହି ଅଜଗର ସାପର ଲମ୍ବ ପାଖାପାଖି ୮ ଫୁଟ ଅଟେ । 
ଏହି ବିଶାଳକାୟ ସାପ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ୮ ଫୁଟ ଲମ୍ବର ଏକ ବିରାଟକାୟ ଅଜଗର ସାପ କପିଳାସ ଶିବ ମନ୍ଦିରରେ ଭକ୍ତମାନେ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ବୁଢ଼ା ଲିଙ୍ଗ ମନ୍ଦିର ବେଢ଼ାରେ ଏହି ସାପ ଥିଲା । ଆଉ ଭକ୍ତମାନେ ଏହି ସାପ ଶୋଇଥିବାର ଦେଖିଥିଲେ । ଏହାପରେ ସାପ ଉଦ୍ଧାରକାରୀ ଦଳ ସେଠାକୁ ଆସିଥିଲେ । ଆଉ ସେମାନେ ଏହି ସାପକୁ ଉଦ୍ଧାର କରି ତାକୁ ଉଚିତ୍ ସ୍ଥାନରେ ଛାଡ଼ି ଦେଇଛନ୍ତି ବୋଲି ସୂଚନା ମିଳିଛି ।

Advertisement