Jul 6, 2024, 19:52 IST

ଦେଖନ୍ତୁ ଏମିତି କଣ କାମ କଲେଯେ ଶୌଚାଳୟରେ ଲୁଚିଲେ ତହସିଲଦାର

Yh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଓଡ଼ିଶାରେ ବିଜେପି ଦଳ ଶାସନ କରୁଛି । ବିଜେପି ଦଳ ଏବେ ଶାସନ ଭାର ସମ୍ଭାଳିବା ପରେ ସବୁକିଛି ଠିକ୍ ଭାବରେ କିଭଳି କାମ ହେବ ବା ସବୁ କିଛି ତଥ୍ୟର ଯାଞ୍ଚ କରୁଛି । ଏବେ ପୁଣି ଜଣେ ତହସିଲଦାର ଏଭଳି କାମ କରୁଥିବାର ଧରା ପଡିଛନ୍ତି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । 
Hh
ତହସିଲଦାର ବାବୁଙ୍କ ପଛରେ ଭିଜିଲାନ୍ସ ଟିମ୍ ପଡ଼ିଥିଲେ । ଆଉ ସେ ତାଙ୍କୁ ଦୌଡ଼ାଇଲେ । ତହସିଲଦାର ବାବୁ ଜଣକ ଟଙ୍କା ବ୍ୟାଗ୍ ଧରିଥିଲେ ଆଉ ସେ ଟଙ୍କା ବ୍ୟାଗ୍ ଧରି ଅଧିକାରୀଙ୍କ ଉପରେ ଚଢ଼ାଇ ଦେଉଥିଲେ । ଆଉ ସେଠାରେ ଭିଜିଲାନ୍ସ ଟିମ୍ ପହଞ୍ଚି ଗଲେ ଆଉ ଭିଜିଲାନ୍ସ ଟିମ୍ ପହଞ୍ଚିବାର ସେ ଦେଖିବା ପରେ ଜିଲ୍ଲାପାଳଙ୍କ ଶୌଚାଳୟ ଭିତରେ ପଶିଗଲେ । ଆଉ ତାଙ୍କୁ ଦେଖି ଭିଜିଲାନ୍ସ ଟିମ୍ ଘୋଷାଡି ଆଣିଥିଲେ । ସେ ଟଙ୍କା ଖାଇ ମୁହଁ ଲୁଚାଇ ଦେଉଥିଲେ । ୮୦ କିଲୋମିଟର ଦୌଡ଼ାଇଲେ ଏହି ତହସିଲଦାର ବାବୁ ।
Hh
ଆଉ ସେ ଅଧା ରାସ୍ତାରେ ଫିଲ୍ମ୍ ଷ୍ଟାଇଲରେ ଟଙ୍କା ଫୋପାଡି ଗାଡ଼ି ଚଢ଼ିବାକୁ ଚାହୁଁଥିଲେ କିନ୍ତୁ ଭିଜିଲାନ୍ସ ଟିମ୍ ହାତରେ ସେ ଧରାପଡିଲେ । ଏହି ତହସିଲଦାର ଜଣକ ହେଉଛନ୍ତି ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁ ରର ବିଚିତ୍ରାନନ୍ଦ ନାୟକ । ଏହି ତହସିଲଦାର ଜଣକ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ସେ କୌଣସି ଏକ ମାମଲାରେ ୧ ଲକ୍ଷ ୧୫ ହଜାର ଟଙ୍କା ଲାଞ୍ଚ ନେଇ ଏକ ପ୍ରାଇଭେଟ୍ ଗାଡ଼ିରେ ରାୟଗଡ଼ାରେ ହେବାକୁ ଥିବା ଏକ ବୈଠକରେ ନିଜ ଦେବାକୁ ଆସୁଥିଲେ । ଏହି କଥା ଭିଜିଲାନ୍ସ ଜାଣି ପାରିଥିଲେ ।
ଆଉ ଏହି ଭିଜିଲାନ୍ସ ଟିମ୍ ରାସ୍ତାରେ ତାଙ୍କୁ ଅପେକ୍ଷା କରିଥିଲେ । ଏହାକୁ ଦେଖି ତହସିଲଦାର ବାବୁ ଜଣକ ତାଙ୍କ ଗାଡ଼ି ଚଲାଇଥିଲେ । ଆଉ ଗାଡ଼ିରୁ ସେ ନ ଓହ୍ଲାଇ ଟଙ୍କା ରାସ୍ତାରେ ଫିଙ୍ଗି ଦେଇ ଭିଜିଲାନ୍ସ କର୍ମଚାରୀଙ୍କ ଉପରେ ଗାଡ଼ି ଚଢ଼ାଇବାକୁ ଉଦ୍ୟମ କରିଥିଲେ । ଅଳ୍ପକେ ଭିଜିଲାନ୍ସ କର୍ମଚାରୀ ବଞ୍ଚି ଯାଇଥିଲେ । ଏହାପରେ ସେଠାରୁ ତହସିଲଦାର ବାବୁ ଜଣକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଥିବା ରାଜସ୍ବ ମିଟିଂରେ ଯୋଗ ଦେଇଥିଲେ । ଆଉ ମିଟିଂ ପରେ ଭିଜିଲାନ୍ସ ଟିମ୍ ତାଙ୍କ ପାଖରେ ପହଞ୍ଚି ଶୌଚାଳୟରୁ ତାଙ୍କୁ ଗିରଫ କରିଥିଲେ । ସେ ପୂର୍ବରୁ ଅନ୍ୟ ଏକ ସ୍ଥାନରେ ଥିଲେ ଆଉ ସେଠାରେ ମଧ୍ୟ ସେ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଟିମ୍ ଦ୍ଵାରା ଧରା ପଡ଼ି ନିଲମ୍ବନ ହୋଇଥିଲେ ଆଉ ଏବେ ପୁଣି ଏହି କାମ କରିଛନ୍ତି ।

Advertisement