May 13, 2024, 18:08 IST

ଦେଖନ୍ତୁ ଆଉ ନାହାନ୍ତି ଆପଣଙ୍କ ଲୋକପ୍ରିୟ ଅଭିନେତ୍ରୀ ସଡ଼କ ଦୁ-ର୍ଘ-ଟ-ଣାରେ ଚାଲିଗଲା ଜୀବନ ଭୋ ଭୋ ହେଇ କାନ୍ଦୁଛନ୍ତି ସ୍ଵାମୀ

Hh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Nn
ବନ୍ଧୁଗଣ ମନୋରଞ୍ଜନ ଜଗତରୁ ଆସିଛି ଏକ ବଡ଼ ଦୁଃଖ ଖବର। ଟିଭି ଅଭିନେତ୍ରୀ ପବିତ୍ରା ଜୟରାମଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃ-ତ୍ୟୁ ଘଟିଛି। ଆନ୍ଧ୍ରପ୍ରଦେଶର ମହେବୁବା ନଗର ନିକଟରେ ଏକ କାର ଦୁ-ର୍ଘ-ଟ-ଣାରେ ତାଙ୍କର ମୃ-ତ୍ୟୁ ଘଟିଥିବା ଜଣାପଡ଼ିଛି।
ପବିତ୍ରାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସମଗ୍ର ମନୋରଞ୍ଜନ ଜଗତ ସ୍ତବ୍ଧ ହୋଇଯାଇଛି। ପ୍ରଶଂସକଙ୍କ ମନରେ ଗଭୀର ଦୁଃଖ ପହଞ୍ଚିଛି। ସୂଚନା ମୁତାବକ, ଆନ୍ଧ୍ରପ୍ରଦେଶର ମହେବୁବା ନଗର ରାସ୍ତାରେ ଘଟିଥିଲା ମର୍ମନ୍ତୁଦ ସଡ଼କ ଦୁ-ର୍ଘ-ଟ-ଣା। 
ଏକ ବସ୍ ସହିତ କାର୍ ନିୟନ୍ତ୍ରଣ ହରାଇ ଧକ୍କା ହେବା ସହ ଡିଭାଇଡରରେ ପିଟି ହୋଇଥିଲା। ପରେ ହାଇଦ୍ରାବାଦରୁ ଆସୁଥିବା ଏକ ବସ୍ ପବିତ୍ରାଙ୍କ କାରର ଡାହାଣ ପାର୍ଶ୍ୱକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ପବିତ୍ରାଙ୍କ ମୃ-ତ୍ୟୁ ହୋଇଥିବା କୁହାଯାଉଛି।
Nh
ପବିତ୍ରା କର୍ଣ୍ଣାଟକ ମାଣ୍ଡ୍ୟା ହାନାକେରେ ଅଞ୍ଚଳକୁ ଯାଉଥିବା ସମୟରେ ଏହି ଦୁ-ର୍ଘ-ଟ-ଣାର ସମ୍ମୁଖୀନ ହୋଇଥିଲେ। ଏହି ଦୁ-ର୍ଘ-ଟ-ଣାରେ ଅନ୍ୟ ୩ଜଣ ଆହତ ହୋଇଛନ୍ତି। ଏହି ଦୁର୍ଘଟଣାରେ ଅଭିନେତ୍ରୀଙ୍କ ସମ୍ପର୍କୀୟ ଭଉଣୀ ଉପେକ୍ଷା, ଡ୍ରାଇଭର ଓ ଅଭିନେତା ଚନ୍ଦ୍ରକାନ୍ତ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। 
ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ମୃ-ତ-ଦେ-ହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେଲଗୁ ଟେଲିଭିଜନ ଜଗତର ଚର୍ଚ୍ଚିତ ଚେହେରା ଥିଲେ ପବିତ୍ରା।
ନିଜର ସୌନ୍ଦର୍ଯ୍ୟ ଏବଂ ଅଭିନୟର ଜଲୱାରେ ଦର୍ଶକଙ୍କ ହୃଦୟକୁ ସହଜରେ ଛୁଇଁବାରେ ସକ୍ଷମ ହୋଇଥିଲେ। ଖାସ୍ କରି ‘ଟ୍ରିନୟାନୀ’ ସିରିଜରେ ତିଳୋତ୍ତମା ଭୂମିକାରେ ଦର୍ଶକେ ତାଙ୍କୁ ଖୁବ ପସନ୍ଦ କରିଥିଲେ। ସେହି ଚରିତ୍ର ତାଙ୍କୁ ଅଧିକ ଲୋକପ୍ରିୟତା ଦେଇଥିଲା।

Advertisement