Updated: Jun 14, 2024, 17:31 IST

ଦେଖନ୍ତୁ ଘଟିଗଲା କେତେବଡ କାଣ୍ଡ ସ୍ତ୍ରୀକୁ ଶୋଇବା ଘରେ ପିଟି ପିଟି ମା-ରି-ଦେଲା ସ୍ୱାମୀ ଏବେ କରୁଛି ଏମିତି ବାହାନା

Vv

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ଆଜିକା ସହଜରେ ଏଭଳି ସବୁ ଘଟଣା ଘଟୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜିକାଲି ଦୁନିଆରେ ଲୋକମାନେ ଏଭଳି ସବୁ କାମ କରୁଛନ୍ତି ଯାହା ଆପଣ ଶୁଣିଲେ ମନରେ ଅନେକ କଥା ଭାବିବେ । ଜଣେ ସ୍ଵାମୀ ତାର ସ୍ତ୍ରୀକୁ ମାରିଦେଇଛି । ସ୍ବାମୀ ଜଣକ ପାଇଁ ସ୍ତ୍ରୀ ଜଣକ କିଛିଦିନ ପୂର୍ବରୁ ପୂଜା କରିଥିଲେ । 
Bh
କିଛିଦିନ ପୂର୍ବରୁ ସାବିତ୍ରୀ ବ୍ରତ କରିଥିଲେ ସ୍ତ୍ରୀ ଜଣକ । ସ୍ତ୍ରୀ ଜଣକ ସ୍ୱାମୀର ଦୀର୍ଘାୟୁ ପାଇଁ ପୂଜା କରୁଥିବା ବେଳେ ସ୍ବାମୀ ଜଣକ ତାକୁ ଆଜି ମାରିଦେଇ ଅଭିନୟ କରୁଛି । ସ୍ତ୍ରୀ ଜଣକର ମୃତଦେହ ଏବେ ଘରୁ ମିଳିଛି । ଘର ସାରା ସ୍ତ୍ରୀର ରକ୍ତ ଭାସୁଥିଲା । ଆଉ ଏବେ ଏହି ସ୍ବାମୀ ଜଣକ ସ୍ତ୍ରୀକୁ ମାରିଦେଇ ଅଭିନୟ କରିବାରେ ଲାଗିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଖରିଆ ଥାନା ଅନ୍ତର୍ଗତ ନନ୍ଦୁର ପଞ୍ଚାୟତ ଅନ୍ତର୍ଗତ ଅସୁରିଆ ଗାଁରେ । ଏହି ମହିଳା ଜଣଙ୍କର ସମ୍ପର୍କୀୟ କହିଛନ୍ତି ସେନାର ମାଡ ପିଟ କରନ୍ତି । 
Bb
ଏହି ସ୍ବାମୀ ଜଣକ ନିଶା ପିଇ ସବୁବେଳେ ଝଗଡ଼ା କରିଥାନ୍ତି । ଗତକାଲି ରାତିରେ ସ୍ବାମୀ ଜଣକ ମଦ ପିଇ ଘରକୁ ଆସିଥିଲେ । ଆଉ ଏହାପରେ ସ୍ତ୍ରୀ ଜଣକ ସହିତ ସେ ଝଗଡ଼ା କରିଥିଲେ । ଏହି ଝଗଡ଼ା ପରେ ନୃଶଂସ ସ୍ବାମୀ ଜଣକ ସ୍ତ୍ରୀକୁ ବାଡ଼ିରେ ମାରିଥିଲେ । ଆଉ ଶେଷରେ ସେ ତାଙ୍କୁ ମାରି ମାରି ଜୀବନରୁ ମାରି ଦେଇଥିଲେ । ଏହି ସ୍ତ୍ରୀ ଜଣଙ୍କୁ ବାଡ଼ିରେ ବାଡେଇ କରି ସ୍ବାମୀ ଜଣକ ମାରି ଦେଇଥିଲେ । ଘଟଣା ସ୍ଥଳରେ ଏବେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି । ଏହି ଘଟଣାର ତଦନ୍ତ ପରେ ଅନେକ କଥା ସାମ୍ନାକୁ ଆସୁଛି ।
ରମାକାନ୍ତ ନାମକ ବ୍ୟକ୍ତି ସବୁବେଳେ ନିଶାରେ ରହୁଥିଲେ । ସେ ଘରେ ଚୋରାରେ ମଦ ବିକ୍ରି କରୁଥିଲେ ଆଉ ସେଥିପାଇଁ ସେ ସବୁବେଳେ ମଦ ପିଉଥିଲେ । ମଦ ପିଇ ଘରେ ଝଗଡ଼ା କରୁଥିଲେ । ଆଉ ଝଗଡ଼ା କରିବା ପରେ ସବୁଦିନ କାଞ୍ଚନକୁ ମାଡ ମାରୁଥିଲେ । ଆଉ ସେ ପୂର୍ବରୁ ଜଣେ ବ୍ୟକ୍ତିଙ୍କୁ ଜୀବନରୁ ମାରି ଦେଇ ତାଙ୍କର ଜୀବନ ନେଇଯାଇ ଜେଲକୁ ଯାଇଥିଲେ । ଆଉ ଏବେ ସେ ଜେଲରୁ ଆସିଥିଲେ । ଆଉ ଏଭଳି ଘଟଣା ଘଟିଗଲା । ପୋଲିସ ଏବେ ଏହି ଘଟଣାର ତଦନ୍ତ କରି ସ୍ବାମୀ ଜଣଙ୍କୁ ଗିରଫ କରିଛି ।

Advertisement