May 21, 2024, 17:22 IST

ଆପଣଙ୍କ ହାତ ଦେଖି ଜାଣନ୍ତୁ ଆପଣଙ୍କ ଆଗାମୀ ଭବିଷ୍ୟତ ରହିବ କିପରି ଆଉ ଜାଣନ୍ତୁ କେବେ ମିଳିବ ଚାକିରୀ

Vv

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ହିନ୍ଦୁ ଧର୍ମରେ ଜ୍ୟୋତିଷ ଶାସ୍ତ୍ର ,ବାସ୍ତୁ ଶାସ୍ତ୍ର ପରି ହସ୍ତରେଖା ଶାସ୍ତ୍ର ମଧ୍ୟ ରହିଛି। ଯାହା ମାଧ୍ୟମରେ ହସ୍ତରେଖା ବିଶାରଦମାନେ ହାତ ପାପୁଲି ଦେଖି ବ୍ୟକ୍ତିର ଭାଗ୍ୟ ଏବଂ ଭବିଷ୍ୟତ ବିଷୟରେ ଅନେକ କଥା କହି ପାରନ୍ତି।
ତେବେ କିଛି ବ୍ୟକ୍ତିଙ୍କ ହାତରେ ଏପରି ରେଖା ଥାଏ , ଯାହା ତାଙ୍କ ଭାଗ୍ୟ ଉପରେ ବହୁତ ଶୁଭ ଫଳ ପକାଇଥାଏ। ତେବେ ବର୍ତ୍ତମାନ ଆସନ୍ତୁ ଜାଣିବା ହାତରେ ଥିବା ଏକ ରେଖା ବିଷୟରେ ଯାହା ବ୍ୟକ୍ତିର ଭାଗ୍ୟ ଉପରେ ସୁ ପ୍ରଭାବ ପକାଇଥାଏ। 
Vb
ହସ୍ତରେଖା ଶାସ୍ତ୍ର ଅନୁଯାୟୀ, ପ୍ରତ୍ୟେକ ବ୍ୟକ୍ତିଙ୍କ ପାପୁଲିର ଆଙ୍ଗୁଠିରେ ଅନେକ ପ୍ରକାର ରେଖା ଥାଏ। ତେବେ ହାତରେ ଏପରି କିଛି ରେଖା ଅଛି ଯାହା ବ୍ୟକ୍ତିଙ୍କୁ ଭାଗ୍ୟଶାଳୀ କରାଇଥାଏ। ତେବେ ସେହି ରେଖା ମଧ୍ୟରୁ ଗୋଟିଏ ହେଉଛି ଆଖି ଆକୃତିର ଚିହ୍ନ ଥିବା ରେଖା।
ତେବେ ଏହି ରେଖା ଭାଗ୍ୟବାନ ହେବାର ସୂଚକ ବୋଲି ବିବେଚନା କରାଯାଏ। ଯଦି କୌଣସି ବ୍ୟକ୍ତିଙ୍କ ଆଙ୍ଗୁଠିରେ ଏହି ଚିହ୍ନ ଥାଏ, ତେବେ ଏହାର ଅର୍ଥ ହେଉଛି ସେ ଭବିଷ୍ୟତରେ ବହୁତ ଧନବାନ ହେବାକୁ ଯାଉଛନ୍ତି। 
ଏଥିସହିତ ଭବିଷ୍ୟତରେ ତାଙ୍କ ଭାଗ୍ୟ ବଦଳିବାର ମଧ୍ୟ ଅନେକ ସମ୍ଭାବନା ରହିଥାଏ। ପ୍ରତ୍ୟେକ କ୍ଷେତ୍ରରେ ସୁନାମ ଅର୍ଜନ କରନ୍ତି। ହସ୍ତଶାସ୍ତ୍ର ବିଶାରଦଙ୍କ ମତରେ ଯେଉଁ ବ୍ୟକ୍ତିମାନଙ୍କର ଆଙ୍ଗୁଠିରେ ଆଖି ଆକୃତିର ଚିହ୍ନ ଥାଏ ସେମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି।
Gg
ଏଥିସହିତ ସେମାନେ ପାଠପଢା ଓ ଚାକିରୀ କ୍ଷେତ୍ରରେ ବହୁତ ସୁନାମ ଅର୍ଜନ କରିଥାନ୍ତି। ଏହି ଲୋକମାନଙ୍କର ଜୀବନରେ କୌଣସି ଅଭାବ ରହେ ନାହିଁ ଏବଂ ସେମାନେ ଖୁସିରେ ସେମାନଙ୍କ ଜୀବନ ଅତିବାହିତ କରିଥାନ୍ତି। 
ଆଖି ଆକୃତିର ଚିହ୍ନ ଥିବା ବ୍ୟକ୍ତିମାନେ ଚିହ୍ନ ଥିବା ବ୍ୟକ୍ତିମାନେ ଦକ୍ଷ ଏବଂ ନମ୍ର ସ୍ୱଭାବର ହୋଇଥାନ୍ତି। ସେମାନେ ଭବିଷ୍ୟତରେ ନିଜ ନାମ ସହିତ ପରିବାର ନାମ ମଧ୍ୟ ଉଜ୍ଜଳ କରିଥାନ୍ତି। ଚିହ୍ନ ଥିବା ବ୍ୟକ୍ତିଙ୍କୁ ସମାଜରେ ବହୁତ ମାନ ସମ୍ମାନ ମିଳିଥାଏ।
ସେହି ଚିହ୍ନ ଥିବା ବ୍ୟକ୍ତିମାନେ ଏକ ଧନୀ ପରିବାରରେ ଜନ୍ମ ହୋଇଥାନ୍ତି। କିନ୍ତୁ ଯଦି ସେମାନେ ଏକ ଧନୀ ଘରେ ଜନ୍ମ ନ ନିଅନ୍ତି, ତେବେ ସେମାନେ କଠିନ ପରିଶ୍ରମ କରି ବହୁ ଅର୍ଥ ଉପାର୍ଜନ କରନ୍ତି।

Advertisement