May 31, 2024, 20:08 IST

ଭୟଙ୍କର ଖରାରେ ସିଝୁଛି ସାରା ଭାରତ ଦେଖନ୍ତୁ ଆଗକୁ ଏହିସବୁ ରାଜ୍ୟରେ ରହିବ ଏମିତି ତାପମାତ୍ରା ସହ ଉପୂଜିପାରେ ଭୟଙ୍କର ପରିସ୍ଥିତି

Ggg

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ପୁରା ଦେଶରେ ଜାରି ହେଇଛି ହିଟ ୱେବ୍।ଦିଲ୍ଲୀରେ ତାପମାତ୍ରା ୫୦ ଡିଗ୍ରୀ ରେକର୍ଡ ହେଇଛି। ୨୦୨୨ ରୁ ଆରମ୍ଭ ହେଇଥିବା ଖରା ୨୦୨୪ ପର୍ଯ୍ୟନ୍ତ ଜାରୀ ହେଇଛି। ୨୦୨୪ରେ ପ୍ରତିଟି ମାସରେ ଜାରି ହେଇଛି ହିଟ ୱେବ୍।
ଧିରେ ଧିରେ ଖରା ବଢିବାକୁ ଲାଗିଲାଣି। ଦିଲ୍ଲୀରେ ତାପମାତ୍ର ୫୦° ଅତିକ୍ରମ କରିଛି। ଓଡିଶାରେ ଖରା ୪୬° ହେଇଛି ଯେଉଁଥିପାଇଁ ଜଙ୍ଗଲରେ ନିଆଁ ଲାଗୁଛି ବାରମ୍ଵାର। ଗତମାସରେ ଦକ୍ଷିଣ ପୂର୍ବ ଭାରତ ଏବଂ ଦକ୍ଷିଣପୂର୍ବ ଏସିଆରେ ଏମିତି ଗରମ ଦେଖିବାକୁ ମିଳିଥିଲା। 
Bb
ବନ୍ଧୁଗଣ କେରଳରେ ଜାରୀ ହେଇଛି ହିଟ ୱେବ୍। ଯେଉଁ ଠାରେ କେବେ ହେଲେ ହିଟ ୱେବ୍ ଜାରି ହୁଏ ନାହିଁ। ଏହା ପଛର କାରଣ ହେଉଛି କ୍ଲ୍ୟାମାକ୍ସ ଚେଞ୍ଜ ବା ଗ୍ଲୋବାୱାର୍ମିଂ। ତେବେ ଏହିଭଳି ଉତ୍ତପ୍ତ ବାତାବରଣ କେବଳ ଦକ୍ଷିଣ ଭାରତ ବା ଦକ୍ଷିଣପୂର୍ବ ଏସିଆରେ ଦେଖିବାକୁ ମିଳୁନାହିଁ।
ଏମିତି ବାତାବରଣ ପୁରା ବିଶ୍ୱରେ ଦେଖିବାକୁ ମିଳିଛି। ଚଳିତମାସରେ ସାଉଥ ଆମେରିକାରେ ଦେଖିବାକୁ ମିଳିଛି ପ୍ରବଳ ବନ୍ୟା ଯେଉଁଥିରେ ବ୍ରାଜିଲରେ ଦେଢ଼ ଲକ୍ଷରୁ ଅଧିକ ଲୋକ ପାଣିରେ ଭାସି ଯାଇଛନ୍ତି। 
Gh
ସେହିଭଳି ସାଉଥ୍ ଆଫ୍ରିକାରେ ଦେଖିବାକୁ ମିଳିଛି ପ୍ରବଳ ମରୁଡି ପାଣି ପାଇଁ ଡହଳ ବିକଳ ହେଉଛି ଲୋକ ମାନେ। ଏଥିପାଇଁ ଦାୟୀ କେବଳ ଏଲ୍ଲିନିଓ ଏହା ପୃଥିବୀର ଏକ ପ୍ରାକୃତିକ ସାଇକ୍ଲୋନ ଯାହା ୫ ରୁ ୭ ବର୍ଷରେ ଦେଖିବାକୁ ମିଳିଥାଏ। କିନ୍ତୁ କ୍ଲ୍ୟାମାକ୍ସ ଚେଞ୍ଜ ପାଇଁ ଏହା ପ୍ରତିବର୍ଷ ଭୟଙ୍କର ରୁପେ ବଢ଼ିବାକୁ ଲାଗିଛି। ଏହି ସାଇକ୍ଲୋନର ନାଁ ହେଉଛି ଏଲ୍ଲିନିଓ ସାଉଥନ ଅସଲେସନ୍। ଏଲ୍ଲିନିଓ ପେସିଫିକ୍ ସମୁଦ୍ରରେ ଦେଖିବାକୁ ମିଳିଥାଏ। ପେସିଫିକ୍ ସମୁଦ୍ର ହେଉଛି ଦୁନିଆର ସବୁଠାରୁ ବଡ଼ ଏବଂ ଗଭୀର ସମୁଦ୍ର। 
ଏହି ସମୁଦ୍ର ଏସିଆ ଏବଂ ଆମେରିକା ମଧ୍ୟରେ ରହିଛି। ପେସିଫିକ୍ ସମୁଦ୍ରରେ ପବନ ପୂର୍ବରୁ ପଶ୍ଚିମ ଆଡ଼କୁ ଗତି କରିଥାଏ। ଏହି ପବନକୁ ଟ୍ରେଡ ୱିଣ୍ଡ ବୋଲି କୁହାଯାଏ। ଏହି ପବନ ହେବା କାରଣରୁ ସମୁଦ୍ର ତଳ ଭାଗରେ ଥିବା ଥଣ୍ଡା ପାଣି ଉପରକୁ ଆସିଯାଇଥାଏ। ଆଉ ଗରମ ପାଣି ସାଉଥ୍ ଆମେରିକା ଆଡୁ ଅଷ୍ଟ୍ରେଲିଆ ଆଡ଼କୁ ଚାଲିଯାଏ।
ଯେଉଁଥିପାଇଁ ପାଣି ବାଷ୍ପରେ ପରିଣତ ହୋଇ ଉପରକୁ ଯାଇ ବର୍ଷା କରାଇଥାଏ। ସେଥିପାଇଁ ଅଷ୍ଟ୍ରେଲିଆରେ ଅଧିକ ବର୍ଷା ହେଇଥାଏ। ସେପଟ ଦିଲ୍ଲୀରେ ତାପମାତ୍ରା ୫୨° ଅତିକ୍ରମ କରିଥିବା ବେଳେ ଓଡ଼ିଶାରେ ୪୫° ଅତିକ୍ରମ କରିଛି। ଆଗକୁ ଏହି ତାପମାତ୍ର ବଢିବା ସହିତ ନଦୀ ପୋଖରୀରେ ପାଣି ସୁଖିପାରେ।

Advertisement