Jul 28, 2024, 19:12 IST

ପରକୀୟା ପ୍ରୀତିରେ ଆସିଲା ସାଙ୍ଘାତିକ ରୂପ ଦେଖନ୍ତୁ ମୁଁହ ଖୋଲିଲେ ପତ୍ନୀ ଦେଖନ୍ତୁ exclusive

Gg

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ତେବେ ବନ୍ଧୁଗଣ ଆଜିକାଲି ସବୁସ୍ଥାନରେ ପରକୀୟାପ୍ରୀତି ଘଟଣା ଦେଖିବାକୁ ମିଳୁଛି। ଘରେ ସ୍ତ୍ରୀକୁ ଛାଡ଼ି ବାହାରେ ପ୍ରେମ ସମ୍ପର୍କ ବଢ଼ାଉଛନ୍ତି ସ୍ୱାମୀ।
Bb
ବନ୍ଧୁଗଣ ସ୍ୱାମୀର ପ-ର-କୀ-ୟା-ପ୍ର-ତି ପାଇଁ ଘର ଛାଡ଼ି ଚାଲଯାଇଛି ସ୍ତ୍ରୀ। ପ୍ରଥମେ ସ୍ବାମୀ ଜଣଙ୍କୁ ବିବାହ କରିଥିଲେ। ଏହା ପରେ ପ୍ରଥମ ସ୍ତ୍ରୀକୁ ଛା-ଡ଼-ପ-ତ୍ର ଦେଇ ଦ୍ୱିତୀୟଥର ବିବାହ କରିଥିଲେ। ଜଣେ ମହିଳାଙ୍କ ନାଁ ପ୍ରତିମା ଜେନା ତାଙ୍କୁ ମିଛ କହି ବିଭୂତି ଭୂଷଣ ଜେନା ବିବାହ କରିଥିବା ନେଇ ଅଭିଯୋଗ ହୋଇଛି। ଉଭୟଙ୍କର ଦୁଇଟି ପୁଅ ଅଛନ୍ତି ହେଲେ ସ୍ବାମୀ ପ-ର-କୀ-ୟା-ପ୍ର-ତିରେ ଲିପ୍ତ ରହୁଥିବା କହିଛନ୍ତି ସ୍ତ୍ରୀ ପ୍ରତିମା ଜେନା। 
Vg
ସ୍ବାମୀ ବିଭୂତି ପୁଣି ନିଜ ଭାଉଜଙ୍କ ସହିତ ସ୍ବାମୀ ସମ୍ପର୍କ ରଖିଥିବା କଥା ଅଭିଯୋଗ କରିଛନ୍ତି ସ୍ତ୍ରୀ ପ୍ରତିମା ଜେନା। ଏନେଇ ଥାନାରେ ମଧ୍ୟ ଏତଲା ଦିଆଯାଇଥିଲା। ସ୍ବାମୀ ବିଭୂତିଙ୍କୁ ପୋଲିସ ବୁଝାସୁଝା କରି ଛାଡ଼ି ଦେଇଥିଲା। ହେଲେ ପୁଣି ସ୍ବାମୀ ବିଭୂତି ପ-ର-କୀ-ୟା-ପ୍ର-ତିରେ ଲିପ୍ତ ରହୁଥିଲେ ବୋଲି ଅଭିଯୋଗ ହେଇଛି। ନିଜ ଭାଉଜଙ୍କ ସହିତ ସ୍ବାମୀ ସମ୍ପର୍କ ରଖି ସ୍ତ୍ରୀକୁ ସବୁବେଳେ ମାରଧର କରୁଥିବା ଅଭିଯୋଗ ହେଇଛି। 
ଏଭଳି ଘଟଣା ଦେଖିବାକୁ ମିଳିଛି ବାଲିକୁଦା ଥାନା ଅଧୀନରେ ଥିବା ମାଛ ଗାଁ ପଞ୍ଚାୟତର ଆସିଳ ଗ୍ରାମରେ। ତେବେ ସ୍ୱାମୀର ନିର୍ଯାତନାକୁ ସହି ନପାରି ବଡ ପୁଅକୁ ଧରି ବାହାରେ ରହୁଥିଲେ ସ୍ତ୍ରୀ ପ୍ରତିମା। ପୋଲିସ ମଧ୍ୟ ସ୍ବାମୀ ବିଭୂତିଙ୍କୁ ବୁଝାସୁଝା କରିବା ପରେ ବି ସେ ପରକ୍ରିୟାପ୍ରୀତିରେ ସ୍ବାମୀ ବୁଡି ରହୁଥିବା ନେଇ ଅଭିଯୋଗ ହେଇଛି। ତେବେ ଦେଖିବାକୁ ବାକି ରହିଲା ଏହି ଘଟଣା ପୋଲିସ କେମିତି ସମାଧାନ କରୁଛି।

Advertisement