Jun 2, 2024, 19:09 IST

ଅଚାନକ ବଦଳିବ ପାଗ ଦେଖନ୍ତୁ ପାଣିପାଗ ବିଭାଗ ତରଫରୁ ଆସିଲା ବହୁତ୍ ବଡ଼ ଖବର

Vg

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। 
Gh
ବନ୍ଧୁଗଣ ଗତ କିଛିଦିନ ଧରି କାଳବୈଶାଖୀ ତାଣ୍ଡବ ରଚିଥିବା ବେଳେ ଏବେ ପାଗରେ ହେବ ପରିବର୍ତ୍ତନ। ସୂଚନା ଅନୁସାରେ ରାଜ୍ୟରେ ଗତକିଛିଦିନ ଧରି ଗ୍ରୀଷ୍ମ ପ୍ରଭାବ ଜାରି ରହିଥିବା ବେଳେ ଅସହ୍ୟ ଗରମ ଏବଂ ଗୁଳୁଗୁଳି ଦେଖିବାକୁ ମିଳିଛି। ପାଣିପାଗ ବିଭାଗରୁ ପୂର୍ବାନୁମାନ କରି କୁହାଯାଇଛି ଯେ ଏଭଳି ଗରମ ଏବଂ ଗୁଳୁଗୁଳି କିଛିଦିନ ଧରି ଆହୁରି ଲାଗି ରହିବ। ଏଭଳି ଅପରିସ୍ଥିତି ସତର୍କ ଅବଲମ୍ବନ କରିବାକୁ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ଆଜି ସଧାରଣ ଜନତାଙ୍କୁ ଅନୁରୋଧ କରିଛନ୍ତି। 
Gg
ସାଧାରଣତଃ ଏହି ସମୟରେ ରାଜ୍ୟରେ ଉତ୍ତାପ ଅଧିକ ରୁହେ। ଏଥିପାଇଁ ସମସ୍ତେ ଦିନ ୧୦ ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ କୌଣସି କାମରେ ଯଥା ବ୍ୟକ୍ତିଗତ କାମ ହଉ ବା କୌଣସି ଠିକାଦାର କାମ ହେଉ ବି କୌଣସି ବାହାର କାମକୁ ଯାଆନ୍ତୁ ନାହିଁ। ଯଦି କୌଣସି କାରଣ ବଶତଃ କାମରେ ବାହାରକୁ ଯିବାକୁ ପଡୁଛି ତାହାଲେ ସାଙ୍ଗରେ ଛତା, ଜୋତା, ଚପଲ ବ୍ୟବହାର କରି ହାତରେ ପାଣି ବୋତଲ ଧରି ଯାଆନ୍ତୁ। 
ଏଭଳି ଗ୍ରୀଷ୍ମ ପ୍ରଭାବରେ ଆଜି ପଶ୍ଚିମ ଓଡ଼ିଶାର ୫ ଜିଲ୍ଲା ବରଗଡ଼, ସମ୍ବଲପୁର , ସୋନପୁର, ବଲାଙ୍ଗୀର ଓ ନୂଆପଡାକୁ ୟୋଲୋ ୱାରିଂ ଜାରି କରାଯାଇଛି। ସେହିଭଳି ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ଆଦ୍ରତା ନିମ୍ନ ସ୍ତରରେ ରହିବା ସହିତ ଗ୍ରୀଷ୍ମ ପ୍ରଭାବ ଜାରୀ ରହିବ। ଉପକୂଳ ଜିଲ୍ଲାର କେତେକ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଘଡଘଡି ସହିତ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ସ୍ଥାନେ ସ୍ଥାନେ ଘଣ୍ଟା ପ୍ରତି ୪୦ ରୁ ୫୦ କିମି ବେଗର ପବନ ବହି ପାରେ।

Advertisement