Jul 1, 2024, 21:28 IST

ଖୋଲିଲା ବଲେ ବଲେ ରହସ୍ୟ ଦେଖନ୍ତୁ ଏମିତି ହେଉଥିଲା ରାତି ରଙ୍ଗୀନ ଆସୁଥିଲେ ଏହି ବଡ଼ ବଡିଆ !!

Gh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। 
Vv
ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି। ବନ୍ଧୁଗଣ ରଙ୍ଗୀନ ରଙ୍ଗଶାଳା ଉପରେ ଏବେ ପଡିଛି ପୋଲିସର ନଜର। ଚାରିକାନ୍ଥ ଭିତରେ ବାବୁ ମାନଙ୍କୁ ଦେହସୁଖ ଦେଉଥିଲେ ସୁନ୍ଦରୀ ଯୁବତୀ ମାନେ। ହଠାତ ରୁମ ଭିତରକୁ ପସିଆସିଲା ପୋଲିସ। ଏଥର ପୋଲିସ ଟାର୍ଗେଟରେ ଅଛି ରଙ୍ଗୀନ ରଙ୍ଗଶାଳା।
Gh
ଅନ୍ଧାର ରାତିରେ ବଡ ବଡିଆ ବାବୁ ମାନେ ଦେହସୁଖ ନେଉଥିବା ବେଳେ ଅଚାନକ ଦୁଇ ମହଲା କୋଠାକୁ ରେଡ କଲା ପୋଲିସ। ଆଉ ଗୋଟି ଗୋଟି କରି ସମସ୍ତ ରୁମକୁ ପସିଥିଲା। ପୋଲିସକୁ ଦେଖି ସମସ୍ତେ ଦୌଡି ପଳେଇବାକୁ ଚେଷ୍ଟା କରୁଥିବା ବେଳେ ସମସ୍ତଙ୍କୁ ଅସଂଜତ ଅବସ୍ଥାରେ ଧରିଛି ପୋଲିସ। ଆଉ ଏବେ ଦେହଜିବୀ ଠାରୁ ଆରମ୍ଭ କରି ସମସ୍ତେ ପୋଲିସ କବଜାରେ। ଅନୁଗୁଳ ମଦନ ମୋହନପଡ଼ାରେ ସେ-କ୍ସ୍ ରାକେଟ ଠାବ କରିଛି ଅନୁଗୁଳ ପୋଲିସ। ଦୀର୍ଘଦିନ ଧରି ପୋଲିସ ଏହାର ସନ୍ଧାନରେ ରହିଥିବା ବେଳେ ଶେଷରେ ପୋଲିସ ହାତରେ ଧରା ପଡ଼ିଛି ସେ-କ୍ସ୍ ରାକେଟ। 
ଖବର ମୁତାବକ ଗତ ୨୯ ତାରିଖ ଶନିବାର ସନ୍ଧ୍ୟାରେ ଅନୁଗୁଳ ପୋଲିସ ଏକ ବିଶେଷସୂତ୍ରରୁ ଖବର ପାଇ ମଦନ ମୋହନପଡ଼ାସ୍ଥିତ ଏକ ଲଜ ପଛପଟେ ଥିବା ଗୋଟେ ଦୁଇ ମହଲା ଘର ଉପରେ ଚଢାଉ କରିଥିଲା ପୋଲିସ। ଆଉ ଚଢାଉ ବେଳେ ସେଠାରେ ଚାଲିଥିବା ସେ-କ୍ସ୍ ରାକେଟକୁ ଠାବ କରିଥିଲା ପୋଲିସ। ଏହି ସମୟରେ ଅସଂଜତ ଅବସ୍ଥାରେ ଦୁଇ ରୂପଜୀବିଙ୍କୁ ଉଦ୍ଧାର କରିବା ସହିତ ଚାରିଜଣ ଗ୍ରାହକଙ୍କୁ ଗିରଫ କରିଛି। ଗିରଫ ହେଇଥିବା ଗ୍ରାହକ ମାନଙ୍କର ଗାଡ଼ି, ଟଙ୍କା, ମୋବାଇଲ ଜବତ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି।

Advertisement