Jun 27, 2024, 17:05 IST

ବାପାଙ୍କ ସମ୍ପତ୍ତିରେ ନାହିଁ ଝିଅ Sonakshi Sinha ଙ୍କ ଅଧିକାର ଦେଖନ୍ତୁ ଏବେ ଏବେ ଆସିଲା ବଡ଼ ଖବର

Gg

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। 
Bb
୨୦୧୦ରେ ଅଭିନୟ ଦୁନିଆରେ ପାଦ ଥାପିଥିଲେ ସୋନାକ୍ଷୀ। ଫିଲ୍ମ "ଦବଙ୍ଗ"ରେ ସଲମ୍ମନଖାନଙ୍କ ହିରୋଇନ୍ ଭୂମିକାରେ ଆସିଥିଲେ ନଜର। ଫିଲ୍ମର ବଜେଟ ଥିଲା ୪୧ କୋଟି। ସାରା ଦୁନିଆରେ ୨୧୯ କୋଟିର କରିଥିଲା ବ୍ୟବସାୟ। ରାତାରାତି ଷ୍ଟାର ହେଇଯାଇଥିଲେ ସୋନାକ୍ଷୀ। ଏବେ ଏକ ଘଟଣା ସାମ୍ନାକୁ ଆସିଛି। ବନ୍ଧୁଗଣ ବାପାଙ୍କର ସମ୍ପତ୍ତିରେ ସୋନାକ୍ଷିଙ୍କର ଅଧିକାର ନାହିଁ ବୋଲି ଜାଣିବାକୁ ମିଳିଛି। ସୋନାକ୍ଷୀ ଟଙ୍କା କରଜ କରି ନିଜେ ନେଲେ ନୂଆ ଫ୍ଲାଟ।
Gh
ଅଲିଉଡ ଆକ୍ଟ୍ରେସ ସୋନାକ୍ଷି ସିନ୍ହା ବିବାହ କରିବା ପରେ ନିଜ ସ୍ବାମୀ ଜାହେର ଇକବାଲଙ୍କ ସହିତ ନୂଆ ପ୍ରୋପଟିକୁ ସିପ୍ଟ ହେଇଯାଇଛନ୍ତି। ବାନ୍ଦ୍ରାରେ ଆକ୍ଟ୍ରେସ ଜଣଙ୍କ ନୂଆ ଫ୍ଲାଟ ନେଇ ନିଜର ଏକ ନୂଆ ଦୁନିଆ ବସାଇଛନ୍ତି। ସୋନାକ୍ଷି ନୂଆ ଘର ଟଙ୍କା ଧାର କରି କିଣିଛନ୍ତି। ଆକ୍ଟ୍ରେସ ଜଣଙ୍କ ନିଜ ବାପାଙ୍କର ୨୧୦ କୋଟି ପ୍ରୋପଟିକୁ ଛାଡ଼ି ଧାର କରି ନୂଆ ଘର ନେଇଛନ୍ତି। ସୋନାକ୍ଷି ୧୧ କୋଟି ୫୧ ଲକ୍ଷ ନିଜ ବାପା ଆଉ ୪ କୋଟି ୭୭ ଲକ୍ଷ ଟଙ୍କା ନିଜ ମାଙ୍କ ଠାରୁ ନେଇଥିଲେ। 
ଆଉ ସେହି ଟଙ୍କାରେ ସୋନାକ୍ଷି ନିଜର ଏକ ଘର କିଣିଛନ୍ତି। ଶତ୍ରୁଘ୍ନଙ୍କ ପାଖରେ ୫ଟି ଘର ଅଛି ଆଉ ସେ ନିଜେ ହିଁ ଦାବି କରିଥିଲେ ତାଙ୍କ ଝିଅ ସୋନାକ୍ଷିଙ୍କର ଏହି ସମ୍ପତ୍ତିରେ କୌଣସି ଅଧିକାର ନାହିଁ। ଏକ ଇଣ୍ଟ୍ରଭିୟୁରେ ଶତ୍ରୁଘ୍ନଙ୍କ କହିଥିଲେ ଯେ, ସୋନାକ୍ଷି ହେଉଛି ଜଣେ ଇଣ୍ଡିପେଣ୍ଡଏଣ୍ଟ ଝିଅ, ସେ ନିଜେ ବହୁତ୍ କିଛି କରିଛନ୍ତି। ଆଉ ଝିଅର ଦକ୍ଷତା ଦେଖି ଶତ୍ରୁଘ୍ନ ପ୍ରୋପଟି ଉପରେ କିଛି ବି ଅଧିକାର ଦେଇନଥିବା ସାମ୍ନାକୁ ଆସିଥିଲା।

Advertisement