May 24, 2024, 19:11 IST

ମା ନୁହେଁ ରାକ୍ଷସୀ ଦେଖନ୍ତୁ ସାମାନ୍ୟ ପକୁଡ଼ି ପାଇଁ ଝିଅକୁ ମାରିଦେଲା ମା ଜଣା ପଡ଼ିଲା ସମ୍ପୂର୍ଣ ସତ

Vv

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି ଏକ ଘଟଣା ଜାଣିପାରିବେ ଯାହେ ଆପଣଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରିବ ।
Gg
ଆପଣମାନେ ସମସ୍ତେ ଆଜିକାଲି ଦୁନିଆରେ ଘଟୁଥିବା ଘଟଣା ସବୁ ଏହି ସୋସିଆଲ ମିଡିଆ ଦ୍ଵାରା ଜାଣି ପାରୁଛନ୍ତି । ଆପଣମାନେ ସମସ୍ତେ ଏହି ଖବର ଶୁଣିଲେ ମୁଣ୍ଡରେ ହାତ ଦେବେ ।ନିଜ ଛୁଆକୁ ମାରିଦେଲା ମାଆ । ଜନ୍ମ କରିଥିବା ମାଆ ଜଣକ ନିଜ ଛୁଆକୁ ଜୀବନରୁ ମାରିଦେଲା ।
ଏହି ଘଟଣା ଯେତେବେଳେ ପୋଲିସ ତଦନ୍ତ କରିଛି ଏହି ବିଷୟରେ ଜାଣି ପାରିଛି ।ପୋଲିସ ଜଣକ ତଦନ୍ତ କରିବା ପରେ ଘଟଣାର ସତ ସାମ୍ନାକୁ ଆସିଛି । ପୋଲିସ ଏହି ଘଟଣାର ତଦନ୍ତ କରି ଯେତେବେଳେ ମାଆକୁ ପଚାରିଥିଲା ତାଙ୍କ ଝିଅ କିଭଳି ମରିଲା । ସେହି ମହିଳା ଜଣକ କହିଲା ତାଙ୍କ ଝିଅ ଆ-ତ୍ମ-ହ-ତ୍ୟା କରିଛି । ଏହି ଝିଅଟି ଚତୁର୍ଥ ଶ୍ରେଣୀରେ ପାଠ ପଢୁଛି ଆଉ ସେ ଏଭଳି କାମ କରିବା ଏକ ପ୍ରଶ୍ନବାଚୀ ।
Gh
ପୋଲିସ ଯେତେବେଳେ ମହିଳା ଜଣଙ୍କୁ ଏହି ବିଷୟରେ ପଚାରିଥିଲେ ସେତେବେଳେ ସେ ଏହି ବିଷୟରେ ଅଭିନୟ କରି ସବୁକଥା କହିଥିଲେ । ଆଉ ଏବେ ଏହି ବିଷୟରେ ଆପଣମାନେ ଯାହା ଶୁଣିବେ ତାହା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ମହିଳା ଜଣକ ସାମାନ୍ୟ ପକୁଡ଼ି ପାଇଁ ଏଭଳି କାମ କରିବେ ସେକଥା କିଏ ଜାଣିଥିଲା । ସାମାନ୍ୟ ପକୁଡ଼ି ପାଇଁ ଏହି ମହିଳା ଜଣକ ନିଜ ଜନ୍ମ କରିଥିବା ଝିଅକୁ ମାରି ଦେଇଛନ୍ତି ।
ପୋଲିସ ମାକୁ ପଚାରିବାରୁ ସେ ଏହି ବିଷୟରେ ଅଭିନୟ କରି କହିଥିଲା ।ମାର ଅସଲ ଚେହେରା ଏବେ ସାମ୍ନାକୁ ଆସିଛି । ମାକୁ ଆଉ ଟିକେ ପକୁଡ଼ି ଖାଇବ ବୋଲି ମାଗିଥିଲା ଝିଅ । ଆଉ ସେ ପକୁଡ଼ି ନଦେଇ ଏଭଳି କାମ କରିଥିଲା ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ।
ଏହି ଝିଅ ଜଣକ ପକୁଡ଼ି ମାଗିବାରୁ ରାଗି ଯାଇଥିଲା ମାଆ ଆଉ ରାଗରେ ଠେଙ୍ଗାରେ ପିଟି ଦେଇଥିଲା ଝିଅକୁ । ଆଉ ଏହାପରେ ଝିଅ ସବୁଦିନ ପାଇଁ ଆଖି ବୁଜି ଦେଇଥିଲା । ଆଉ ପ୍ରମାଣ ନଷ୍ଟ କରିବାକୁ ତାକୁ ଜାଳି ଦେଇଥିଲା ନୃଶଂସ ମାଆ ।ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇରଙ୍ଗ ଥାନା ହଳଦୀ ଗ୍ରାମରେ । ଏବେ ଏହି ଘଟଣାରେ ମାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

Advertisement