May 25, 2024, 17:06 IST

କେଦାରନାଥରେ ହେଲା ଚମତ୍କାର ଦେଖନ୍ତୁ ବାବା ବଞ୍ଚାଇଦେଲେ ୬ ଭକ୍ତଙ୍କ ଜୀବନ

Yy

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି କଥା ଜାଣିପାରିବେ ।
Hh
କଥାରେ ଅଛି ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ । ଭଗବାନ ଶିବ ଶଙ୍କରଙ୍କ କୃପାରୁ ବଞ୍ଚିଗଲେ ଯାତ୍ରୀ । ଏକାସାଙ୍ଗରେ ୬ ଯାତ୍ରୀଙ୍କ ଜୀବନ ବଞ୍ଚାଇଦେଲେ ପ୍ରଭୁ କେଦାରନାଥ ।ହେଲିକପ୍ଟର ଆକାଶରେ ଉଡୁଥିଲା ଆଉ କୌଣସି କାରଣରୁ ଏହା ଖସି ପଡୁଥିଲା ଆଉ ଘଟିଲା ଏମିତି ଚମତ୍କାର ।
ହଠାତ୍ ଏକ ଅଦୃଶ୍ୟ ଶକ୍ତି ଆସି ହେଲିକପ୍ଟରକୁ ଆୟତ୍ତ କରିଲା । ସୁରକ୍ଷିତ ଭାବରେ ଅବତରଣ କରିଲେ ପାଇଲଟଙ୍କ ସହ ସମସ୍ତ ଯାତ୍ରୀ । କଥାରେ ଅଛି ରଖେ ହରି ତ ମାରେ କିଏ । ଏବେ ଏହାର ଉଦାହରଣ ଦେଖିବାକୁ ମିଳିଛି । ମନିଶ୍ର ଆୟୁଷ ଥିଲେ ସେ ବଞ୍ଚିଯିବ । ଯେତେବେଳେ ଏହି ହେଲିକପ୍ଟର ଖସିବାକୁ ଯାଉଥିଲା ସେତେବେଳେ କେତେ ଯେ କଥା ଭାବି ନଥିବେ ସେଥିରେ ବସିଥିବା ଲୋକମାନେ ।
Hh
ଲୋକମାନେ ଅନେକ କଥା ଭାବିଥିଲେ । ଆଉ ସେମାନେ ବଞ୍ଚିବେ ବୋଲି ଆଶା ରଖି ନଥିଲେ । ଆଉ ଯେତେବେଳେ ହେଲିକପ୍ଟର ଖସୁଥିଲା ସେତେବେଳେ ସେ କେତେ ଯେ ଚିତ୍କାର କରୁଥିବେ ଏହା ଆପଣମାନେ ଭାବିପାରିବେ ନାହିଁ ।
କେଦାରନାଥ ପ୍ରଭୁ ଏହି ଯାତ୍ରୀମାନଙ୍କୁ ବଞ୍ଚାଇ ଦେଇଥିଲେ । ପାଇଲଟ ଜଣଙ୍କର ବୁଦ୍ଧି ଯାତ୍ରୀମାନଙ୍କୁ ବଞ୍ଚାଇ ଦେଇଛି । ଏହି ହେଲିକେପ୍ଟରରେ କିଛି ଯାନ୍ତ୍ରିକ ତ୍ରୁଟି ଦେଖା ଯାଇଥିଲା । ଏହି ଯାନ୍ତ୍ରିକ ତ୍ରୁଟି ପାଇଁ ଏଭଳି ଘଟଣା ଘଟି ଯାଇଥାନ୍ତା । କେତେ ବଡ ଘଟଣା ଘଟି ଯାଇଥାନ୍ତା ।
ଏହି ଘଟଣାରୁ ଭଗବାନ ବଞ୍ଚାଇ ଦେଇଛନ୍ତି । ଯାନ୍ତ୍ରିକ ତ୍ରୁଟି ଯୋଗୁଁ। ହେଲିକପ୍ଟର ଭାରସାମ୍ୟ ହରାଉଥିଲା । ଏହି କାରଣରୁ କେତେ ଯାତ୍ରୀଙ୍କ ଜୀବନ ଚାଲି ଯାଇଥାନ୍ତା । କିନ୍ତୁ ପାଇଲଟ ଜଣଙ୍କର ଉପସ୍ଥିତ ବୁଦ୍ଧି ଯୋଗୁଁ ଆଜି ସମସ୍ତେ ବଞ୍ଚି ଯାଇଛନ୍ତି ।
ଏଭଳି ଘଟଣା ଆଜି ସକାଳୁ ସକାଳୁ ଦେଖିବାକୁ ମିଳିଥିଲା । ସତରେ ଯେମିତି ଏକ ଅଦୃଶ୍ୟ ଶକ୍ତି ଏହି ଯାତ୍ରୀମାନଙ୍କୁ ବଞ୍ଚାଇ ଦେଇଛି । ଜରୁରୀକାଳୀନ ଅବତରଣ କରାଇ ନଥିଲେ ଆଜି କଣ ଯେ ହୋଇଥାନ୍ତା ତାହା ଭାବିଲେ ଭୟ ଲାଗୁଛି । ଏବେ ସମସ୍ତ ଯାତ୍ରୀ ସୁସ୍ଥ ଅଛନ୍ତି ।

Advertisement