ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସରକାର ପିଲାମାନଙ୍କର ଭବିଷ୍ୟତ ପାଇଁ ସବୁବେଳେ ଚିନ୍ତା କରିଥାନ୍ତି । ନୂଆ ନୂଆ ନିୟମ ବାହାର କରୁଛନ୍ତି । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଗୋଟିଏ ସ୍କୁଲକୁ ନେଇ ଆସିଥିବା ଖବର ଜାଣିପାରିବେ ।
ସ୍କୁଲ ଗେଟରେ ତାଲା ପଡିଛି । ଆଉ ଅଭିଭାବକମାନେ ସ୍କୁଲ ଗେଟରେ ତାଲା ପକାଇଥିବା ବେଳେ ପିଲାମାନେ ମଧ୍ୟ ଅଛନ୍ତି । ଆଉ ସ୍କୁଲରେ ଶିକ୍ଷକ ନଥିବା କାରଣରୁ ଏଭଳି ହୋଇଛି ବୋଲି ସୂଚନା ମିଳିଛି । ସ୍କୁଲ ଗେଟରେ ତାଲା ପକାଇଲେ ଅସନ୍ତୋଷ ଅଭିଭାବକ । ସ୍କୁଲରେ ଶିକ୍ଷକ ନାହାନ୍ତି ଆଉ ପିଲାଙ୍କ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହେଉଛି । ଜୟପୁର ଅଞ୍ଚଳର ଉପର କୋଲାବ ଯୋଜନା ଉଚ୍ଚ ବିଦ୍ୟାଳୟରେ ଏଭଳି ଅବସ୍ଥା ଦେଖିବାକୁ ମିଳୁଛି । ଷଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଏଠାରେ ପାଠପଢା ହେଉଛି ।
ଆଉ ଷଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମାତ୍ର ୨ ଜଣ ଶିକ୍ଷକ ଏହି ସ୍କୁଲରେ ଅଛନ୍ତି । ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଶିକ୍ଷା ପାଇଁ ଦୁଇଜଣ ଶିକ୍ଷକ ସତରେ ବହୁତ କଷ୍ଟ ଅଟେ । ସେଥିପାଇଁ ଶିକ୍ଷକ ଆବଶ୍ୟକ । ଆଉ ଏବେ ଏନେଇ ଅସନ୍ତୋଷ ପ୍ରକାଶ କରୁଛନ୍ତି ଅଭିଭାବକମାନେ । ଅଭିଭାବକମାନେ ଏବେ ଚିନ୍ତାରେ ଥାଇ ଏଭଳି କରିଛନ୍ତି ବୋଲି କଥା ଆସୁଛି । ଏହି ପରିସ୍ଥିତି ସମ୍ପର୍କରେ ଉପର ବିଭାଗ ଅଫିସର ଜାଣିଥିଲେ ମଧ୍ୟ କିଛି କରିପାରିଲେ ନାହିଁ । ଏବେ ଏହି ସମ୍ପର୍କରେ ଅନେକ ଖବର ଆସୁଛି ।
ଏହି ସମସ୍ୟାର ଶୀଘ୍ର ସମାଧାନ ହେବ ବୋଲି ଜଣାପଡିଛି । ଆଉ ଏହି ସମସ୍ୟା ବିଷୟରେ ଉପରକୁ ଖବର ଗଲା ପରେ ଏହି ସମସ୍ୟାର ସମାଧାନ ହେବ । ଆଉ ଏହି ସମସ୍ୟାର ସମାଧାନ ହେବା ପରେ ପିଲାଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହେବ ବୋଲି ଜଣାପଡିଛି । ସ୍କୁଲରେ ଶିକ୍ଷକ ଥିଲେ କିନ୍ତୁ ସେମାନଙ୍କ ଭିତରୁ ଅନେକ ଜଣ ଅବସର ନେଇ ଯାଇଛନ୍ତି । ଆଉ ଏବେ ଏହି ଖବର ସାମ୍ନାକୁ ଆସିଲା ପରେ ଅନେକ କିଛି ବିଷୟରେ ଜଣାପଡିଛି । ଏହି ସମସ୍ୟାର ଶୀଘ୍ର ସମାଧାନ ହେବ ବୋଲି ସୂଚନା ମିଳିଛି ।