Updated: Jul 9, 2024, 17:50 IST

ମୋଦୀଙ୍କ ପାଖକୁ ଆସିଲା ଋଷରୁ ନିମନ୍ତ୍ରଣ ପତ୍ର ଦେଖନ୍ତୁ ଏହି କାରଣରୁ ଋଷିଆ ଯିବେ ଭାରତର ପ୍ରଧାନମନ୍ତ୍ରୀ

Bh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏବେ ରାଜନୀତିକୁ ନେଇ କିଛି ଖବର ଆସିଛି । ଆପଣମାନେ ସମସ୍ତେ ରାଜନୀତି ବିଷୟରେ ଯାହା ସବୁ ଖବର ଆସୁଥିବ ତାହା ତ ଜାଣିବାକୁ ପାଉଥିବେ । କିଛି ଖବର ଏବେ ଆସିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ । ଆପଣମାନେ ସମସ୍ତେ ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ଯାହା ଖବର ଆସୁଥିବ ତାହା ଜାଣିଥିବେ । ଏବେ ଋଷ ଗସ୍ତ କରିବେ ପ୍ରଧାନମନ୍ତ୍ରୀ।
Bb
ଏବେ ମୋଦୀଙ୍କ ନିକଟକୁ ଋଷରୁ ଆସିଲା ନିମନ୍ତ୍ରଣ ପତ୍ର । ଏବେ ନିମନ୍ତ୍ରଣ ପତ୍ର ପାଇବା ପରେ ଋଷ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପାଖାପାଖି ୫ ବର୍ଷ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏହା ହେଉଛି ଋଷ ଗସ୍ତ । ଆପଣମାନେ ସମସ୍ତେ ତ ଜାଣିଥିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନେକ ସ୍ଥାନ ପରିଭ୍ରମଣରେ ଯାଇଥାନ୍ତି । ଏବେ ମଧ୍ୟ ତାଙ୍କୁ ନିମନ୍ତ୍ରଣ ଆସିଛି ଋଷରୁ ଆଉ ସେ ଋଷ ଯିବେ ବୋଲି ଖବର ଆସିବା ସହ ଅନେକ କିଛି ଖବର ଆସୁଛି ଯାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।
Vv
ଋଷ ଆଉ ୟୁକ୍ରେନ ମଧ୍ୟରେ ହୋଇଥିବା ଯୁଦ୍ଧ ବିଷୟରେ କିଏ ବା ନ ଜାଣିଛି । ଏବେ ଋଷ ଆଉ ୟୁକ୍ରେନର ଯୁଦ୍ଧ ଭିତରେ ଏହା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଥମ ଋଷ ଗସ୍ତ । ଋଷ ରାଷ୍ଟ୍ରପତି ଭଲାବୁଦିନ ପୁଟିନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିମନ୍ତ୍ରଣ କରିଛନ୍ତି । ଭାରତ ଋଷିଆ ୨୨ ତମ ସୁଖର ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଋଷ ଗସ୍ତକୁ ନେଇ ସମସ୍ତେ ନଜର ଦେଇଛନ୍ତି । ଋଷ ରାଷ୍ଟ୍ରପତି ପାଶ୍ଚାତ୍ୟ ଉପରେ ଗୁରୁତ୍ବ ଦେବେ ବୋଲି ସୂଚନା ମିଳିଛି ।
ଏହି ଦୁଇଜଣ ରାଷ୍ଟ୍ରୀୟ ନେତାଙ୍କ ଏକାଠି ମିଳନ ଅନେକ କିଛି ପ୍ରଭାବ ପକାଇପାରେ ବୋଲି ସୂଚନା ମିଳିଛି । ୨୦୨୨ ମସିହା ଫେବୃଆରୀ ମାସରେ ଋଷ ଆଉ ୟୁକ୍ରେନ ମଧ୍ୟରେ ଯୁଦ୍ଧ ହୋଇଥିଲା । ଋଷ ଶାନ୍ତି ସପକ୍ଷର ବୋଲି ଭାରତ ସ୍ପଷ୍ଟ କରିଛି । ଋଷ ଆଉ ୟୁକ୍ରେନ ଯୁଦ୍ଧର ଏକମାତ୍ର ସମାଧାନ ଶାନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରମ୍ବାର ଋଷ ଆଉ ୟୁକ୍ରେନ ମଧ୍ୟରେ ହୋଇଥିବା ଯୁଦ୍ଧର ସମାଧାନ ଶାନ୍ତି ବୋଲି କହି ଆସୁଛନ୍ତି । ଏବେ ପ୍ରଧାନମନ୍ତ୍ରୀଙ୍କ ଋଷ ଗସ୍ତକୁ ନେଇ ଆସୁଛି ଅନେକ ଖବର ।

Advertisement