May 21, 2024, 18:28 IST

ମଝି ଆକାଶରେ ଫାଟିଲା ହେଲିକାପ୍ଟର ଦେଖନ୍ତୁ ଦୁର୍ଘଟଣାରେ ଚାଲିଗଲେ ଇରାନ ରାଷ୍ଟ୍ରପତି

Hh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି
ଖବର ପାଇପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ହେଲିକେପ୍ଟରରେ ଯାଉଥିଲେ ରାଷ୍ଟ୍ରପତି ଆଉ ବର୍ଷା ହେଲା ଏବଂ ତାପରେ ଘଟିଗଲା ଏଭଳି କିଛି । ରାଷ୍ଟ୍ରପତି ଜଣକ ହେଲିକେପ୍ଟରରେ ଯାଉଥିବା ବେଳେ ଘଟିଗଲା ଅଘଟଣ ।
Gh
ବର୍ଷା ରଚିଥିଲା ତାଣ୍ଡବ । ଭୟଙ୍କର ଦୁର୍ଘଟଣାରେ ମଝି ଆକାଶରେ ଧ୍ଵଂସ ହୋଇଗଲା ହେଲିକପ୍ଟର । ସେହି ହେଲିକପ୍ଟରରେ ଯାଉଥିଲେ ଇରାନର ରାଷ୍ଟ୍ରପତି । ଆଉ ତାଙ୍କର ମୃ-ତ୍ୟୁ ହୋଇଛି ବୋଲି ସୂଚନା ମିଳିଛି । ଏହି ଦୁର୍ଘଟଣାର ୨୦ ଘଣ୍ଟା ପରେ ଏକ ସ୍ଥାନରୁ ରାଷ୍ଟ୍ରପତିଙ୍କ ମୃ-ତଦେହ ମିଳିଲା ।
ଏବେ ସବୁଠାରୁ ବଡ଼ ଆଉ ଦୁଃଖଦାୟକ ଖବର ଆସିଲା । ଆକାଶରେ ଘନ କୁହୁଡି ଏବଂ ବର୍ଷା ତାଣ୍ଡବ ରଚିଥିଲା । ଆଉ ଯାହା ଦ୍ଵାରା ଏଭଳି କିଛି ଘଟଣା ଘଟି ଯାଇଥିଲା ଯାହାକୁ ନେଇ ଏବେ ସମସ୍ତେ ଦୁଃଖ ପ୍ରକାଶ କରିଛନ୍ତି ।
ଇରାନ ରାଷ୍ଟ୍ରପତିଙ୍କ ହେଲିକପ୍ଟର ମଝି ଆକାଶରେ ଧ୍ଵଂସ ହୋଇଥିଲା । ହେଲିକପ୍ଟରରେ ରାଷ୍ଟ୍ରପତିଙ୍କ ସହିତ ଅନେକ ସହଯୋଗୀ ଏବଂ ବୈଦେଶିକ ମନ୍ତ୍ରୀ ଥିଲେ । ଏହି ଦୁର୍ଘଟଣା ପରେ ରାଷ୍ଟ୍ରପତିଙ୍କ ମୃ-ତଦେହ ମିଳି ନଥିଲା ଆଉ ଦୀର୍ଘ ୨୦ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ତାଙ୍କର ମୃ-ତଦେହ ଉଦ୍ଧାର
Vh
ହୋଇଛି । ଏହି ଭୟଙ୍କର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇଜଙ୍କ ମୃ-ତ୍ୟୁ ହୋଇଛି ଯାହା ସମଗ୍ର ଇରାନବାସୀଙ୍କ ପାଇଁ ଏକ ଦୁଃଖଦ ଖବର ଅଟେ । ବୈଦେଶିକ ମନ୍ତ୍ରୀ ଅମର ଅବଦୁଲାହିଙ୍କର ମୃ-ତଦେହ ମଧ୍ୟ ସେହି ସ୍ଥାନରୁ ମିଳିଛି । 
ଏହି ଖବର ଇରାନ ଗଣମାଧ୍ୟମ ପକ୍ଷରୁ ଆସିଛି । ଏହି ଦୁର୍ଘଟଣାରେ ଅନେକ ଯାତ୍ରୀ ମଧ୍ୟ ମୃତ୍ୟୁବରଣ କରିଛନ୍ତି । ଗତକାଲି ଏହି ଘଟଣା ଘଟିଛି ବୋଲି ସୂଚନା ମିଳିଛି । ହେଲିକପ୍ଟର ପାର୍ବତ୍ୟ ଅଞ୍ଚଳ ଦେଇ ଯାଉଥିଲା ।
ଆଉ ଯାଉଥିବା ସମୟରେ ଘନ କୁହୁଡି ଏବଂ ବର୍ଷା ପାଇଁ ଏଭଳି ଘଟଣା ଘଟିଥିଲା । ସହର ଯୁଭରାନ ନିକଟରେ ଏହି ଘଟଣା ଘଟିଛି । ଦୁର୍ଘଟଣା ସ୍ଥଳରୁ ରାଷ୍ଟ୍ରପତି ଏବଂ ବୈଦେଶିକ ମନ୍ତ୍ରୀଙ୍କ ମୃତଦେହ ମିଳିଛି । ଏବେ ଏହି ଘଟଣାକୁ ନେଇ ଇରାନରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Advertisement