Jul 10, 2024, 18:07 IST

ଆସିଲା ପ୍ରବଳ ବର୍ଷା ଦେଖନ୍ତୁ ପାଣିରେ ଭିଜିବ ଏହିସବୁ ଜିଲ୍ଲା ଦେଖନ୍ତୁ କେଉଁ କେଉଁ ଜିଲ୍ଲା ରହିବେ ସାବଧାନ

Vg

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଉତ୍ତରାଖଣ୍ଡର ଅନେକ ସ୍ଥାନରେ ବର୍ଷା ଜାରି ରହିଛି। ନଦୀଗୁଡ଼ିକର ଜଳ ସ୍ଥର ବଢ଼ୁଥିବା ଦେଖିବାକୁ ମିଳିଛି। ଭୂସ୍ଖଳନ ଯୋଗୁଁ ରାସ୍ତାରେ ପଡ଼ିଥିବା ଆବର୍ଜନା ରାଜ୍ୟର ଅନେକ ପ୍ରମୁଖ ରାଜପଥରେ ଯାତାୟତରେ ବ୍ୟାହାତ ସୃଷ୍ଟି ହୋଇଛି। ଏଭଳି ପରିସ୍ଥିତିରେ ଭାରତ ପାଣିପାଗ ବିଭାଗ ରାଜ୍ୟ ପାଇଁ ରେଡ୍ ଆଲର୍ଟ ଜାରି କରିଛି। ତେବେ ବନ୍ଧୁଗଣ ଆଗାମୀ ୨ ଦିନ ରାଜ୍ୟରେ ବର୍ଷା ଲାଗି ରହିବ। ତେବେ ୧୧ ତାରିଖ ପରେ ବର୍ଷା ବଢ଼ିବାର ସମ୍ଭାବନା ରହିଛି। 
Vv
ଏଥିସହ ଉପକୂଳ ଓଡ଼ିଶାରେ ଅଧିକାଂଶ ଜିଲ୍ଲାରେ ବଜ୍ରପାତ ଓ ଘଡ଼ଘଡ଼ି ହୋଇପାରେ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏ ନେଇ ପୂର୍ବାନୁମାନ କରିଛି। ତେବେ ବନ୍ଧୁଗଣ ସୋମବାର କୋରାପୁଟ, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଅନ୍ୟ ଜିଲ୍ଲାଗୁଡିକରେ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହେବ। ସେହିପରି ଆସନ୍ତା ୯ରୁ ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରୁ ବର୍ଷା ଉଭାନ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। 
Gg
ତେବେ ୧୪ରେ ଉତ୍ତର ବଙ୍ଗୋପସାଗର ରେ ଲଘୁଚାପ ହୋଇପାରେ ବୋଲି କୃଷି ପାଣିପାଗବିତ୍ ଡ.ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି। ସୋମବାର ଭୁବନେଶ୍ୱରରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ପୁରୀରେ ପାଗ ମେଘମୁକ୍ତ ରହିବ। ଉପରବେଳା ହାଲୁକାରରୁ ସ୍ୱଳ୍ପ ବର୍ଷା ହୋଇପାରେ। ୯ ତାରିଖରେ ଗଜପତି, ରାୟଗଡ଼ା, ଆଭ୍ୟନ୍ତରୀଣ ଗଞ୍ଜାମ, କନ୍ଧମାଳ, ବରଗଡ଼, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଥିଲା। 
ଯାହାକି ବୋଲି ଡ. ପଶୁପାଳକ ଆକଳନ କରିଥିଲେ। ରବିବାର ସକାଳ ୮ଟା୩୦ରୁ ସନ୍ଧ୍ୟା ୫ଟା୩୦ରେ ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ପାଖାପାଖି ୫୩ ମିଲିମିଟର ବର୍ଷା ହୋଇଛି। ସେହିପରି କଟକରେ ୪୬ ମିଲିମିଟର ବର୍ଷା ହୋଇଥିବା ବେଳେ ଯାଜପୁରରେ ୨୦ ମିମି, ଫୁଲବାଣୀରେ ୧୭ମିମି, ଗୋପାଳପୁରରେ ୧୬ ମିମି, ଖୋର୍ଦ୍ଧା ଓ ଦାରିଙ୍ଗବାଡ଼ିରେ ୧୨ ମିମି ବର୍ଷା ହୋଇଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକର୍ଡ କରିଛି ।

Advertisement