May 12, 2024, 17:23 IST

ଆସୁଛି ଭୟଙ୍କର ବର୍ଷା ଦେଖନ୍ତୁ ଏହିସବୁ ଜିଲ୍ଲାକୁ ମିଳିଲା ସତର୍କ ସୂଚନା ଏବେଠାରୁ ରୁହନ୍ତୁ ସାବଧାନ

Hh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ପାଣିପାଗକୁ ନେଇ ଆସୁଥିବା ଖବର ଜାଣି ପାରୁଛନ୍ତି ।
ଏବେ ପାଣିପାଗ ବିଷୟରେ କିଛି ଖବର ଆସିଛି । ଆଗାମୀ ପାଞ୍ଚ ଦିନ ଯାଏଁ ଓଡ଼ିଶାରେ କାଳବୈଶାଖୀର ପ୍ରଭାବ ରହିଥିବା ବେଳେ ଆଜି ମଧ୍ୟ ପାଗ ବଦଳି ଯିବ ବୋଲି ଖବର ଆସିଛି । ଏବେ ପୁଣି ଆସିଲା ନୂଆ ଅପଡେଟ ।
Vv
ଆଜିବି ବଦଳି ଯିବ ପାଗ । ମାଡ଼ି ଆସିବ କିଟବିଟ ଅନ୍ଧାର । ଆକାଶରୁ ବହିବ ମୁଷଳ ଧାରରେ ବର୍ଷା । ବିଜୁଳି ଘଡଘଡି ସହିତ ବର୍ଷା ହେବ । ଆଉ ଏହାସହ ୪୦ ରୁ ୫୦ କିମି ବେଗରେ ପବନ ବହିବ ବୋଲି ସୂଚନା ମିଳିଛି । ଏବେ ଠାରୁ ଏହାର ପ୍ରଭାବ ଦେଖିବାକୁ ମିଳୁଛି ।
ଏବେ ଅନେକ ଅଞ୍ଚଳରେ ପାଗ ବଦଳିବାକୁ ଲାଗିଛି । ପାଗ ଯୋଗୁଁ ଆକାଶର ରଙ୍ଗ ବଦଳି ଯାଇଛି ବୋଲି ଏବେ ଖବର ଆସିଛି । ଏବେ ପାଣିପାଗ ବିଷୟରେ ଏଭଳି ସବୁ ଖବର ଆସିଛି । ରାଜଧାନୀ ଭୁବନେଶ୍ଵରରେ ପାଗ ବଦଳି ଯାଇଛି ।
ରାଜଧାନୀ ଭୁବନେଶ୍ଵର ସହରର ଆକାଶର ରଙ୍ଗ ବଦଳିବାକୁ ଲାଗିଛି । ଧୀରେ ଧୀରେ ମାଡ଼ି ଆସିଲାଣି କିଟବିଟ ଅନ୍ଧାର । ସୁ ଶୁ ହୋଇ ପବନ ବହିବା ଆରମ୍ଭ ହେବା ସହ ବର୍ଷା ହେବା ମଧ୍ୟ ଆରମ୍ଭ ହୋଇଗଲାଣି ।
Kn
ବିଜୁଳି ଘଡଘଡି ସହ ବର୍ଷା ହେଉଛି । ଆଜି କାଳବୈଶାଖୀ ତାର ପ୍ରଭାବ ଦେଖାଇବ । କାଳବୈଶାଖୀ ପ୍ରଭାବରେ ଅନେକ ଅଞ୍ଚଳରେ ବର୍ଷା ହୋଇଥିବାର ସୂଚନା ମିଳିଛି । ଅନେକ ଜିଲ୍ଲାରେ ବର୍ଷା ହୋଇଛି ବୋଲି ସୂଚନା ମିଳିବା ସହ ପବନ ମଧ୍ୟ ବହିଛି । 
ଘଡଘଡି ସାଙ୍ଗକୁ ବର୍ଷାର ପ୍ରଭାବ ବଢ଼ିବାରେ ଲାଗିଛି । ଆଜିବି ତାଣ୍ଡବ ରଚିବ କାଳବୈଶାଖୀ । ଆଉ କାଳବୈଶାଖୀ ପ୍ରଭାବରେ ଅନେକ କିଛି ହେବ ବୋଲି ସୂଚନା ମିଳିଛି । ଯାହାକୁ ନେଇ ପୂର୍ବାନୁମାନ କରାଯାଇଥିଲା ତାହା ଏବେ ଦେଖିବାକୁ ମିଳିଲାଣି । ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ବାଲେଶ୍ଵର,
ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଜପତି, ଗଞ୍ଜାମ, କୋରାପୁଟ, ମାଲକାନଗିରି, ରାୟଗଡ଼ା ଜିଲ୍ଲାରେ କାଳବୈଶାଖୀ ସାଙ୍ଗକୁ ପବନ ବହିବ ବୋଲି ସୂଚନା ମିଳିଛି । ଏହି ଜିଲ୍ଲାକୁ ସତର୍କ କରାଯାଇଛି ।

Advertisement