Jun 12, 2024, 18:36 IST

ଆସିଲା ବଡ଼ ଖବର ଦେଖନ୍ତୁ ପୃଥିବୀକୁ ମାଡ଼ି ଆସିଲା ବିପଦ ସତର୍କ ସୂଚନା ଦେଲେ ବୈଜ୍ଞାନିକ !!

Yy

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Hh
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି। ଆଗକାଳରେ ଲୋକ ମାନେ ଯେଉଁସବୁ ଘଟଣା ଘଟୁଥିଲା ସେସବୁ ବିଷୟରେ ସହଜରେ ଜାଣି ପାରୁନଥିଲେ କାରଣ ସେତେବେଳେ ଏତେ ସୁବିଧା ନଥିଲା। ବନ୍ଧୁଗଣ ବିମାନ ଆକାରର ଏକ ଆଷ୍ଟ୍ରୋଏଡ ଆଜି ପୃଥିବୀ ସହ ମାଡ଼ ହେଇପାରେ ବୋଲି ଜଣାପଡିଛି। ଆମେରିକାର ମହାକାଶ ଏଜେନ୍ସୀ ନାସା ପକ୍ଷରୁ ଆଲୋର୍ଟ ଜାରି କରାଯାଇଛି। 
Gh
ନାସାଙ୍କ ବୈଜ୍ଞାନିକଙ୍କ କହିବା ଅନୁସାରେ ଆଷ୍ଟ୍ରୋଏଡ ଆକାରର ପ୍ରାୟ ୯୯ ଫୁଟ ଚେତାବନୀ ଜାରି କରି ୧୧ ଜୁନରେ ଏହି ଆଷ୍ଟ୍ରୋଏଡ ପୃଥିବୀର ଖୁବ୍ ନିକଟତର ହେଇ ଗତି କରିବ। ଏହି ଆଷ୍ଟ୍ରୋଏଡ ପ୍ରାୟ ୩୦ ହଜାର କିଲୋମିଟରରେ ପୃଥିବୀ ଆଡ଼କୁ ବଢୁଛି। ନାସାର ଟିମ୍ ଏହି ଆଷ୍ଟ୍ରୋଏଡକୁ ୨୦୨୪ ସିଆରସି ନାଁ ଦେଇଛି। ଆମେରିକାର ମହାକାଶ ଏଜେନ୍ସୀ ନାସାର କହିବା ଅନୁସାରେ ଏଭଳି ଘଟଣା ୫୨ ହଜାର ବର୍ଷ ପୂର୍ବେ ହେଇଥିଲା। ବୈଜ୍ଞାନିକଙ୍କ କହିବା ଅନୁସାରେ ଏଭଳି ଆଷ୍ଟ୍ରୋଏଡ ପୃଥିବୀ ସହିତ ମାଡ଼ ହେଇଥିଲା ସେତେବେଳେ ପୃଥିବୀ ଧ୍ଵଂସ ହେଇଥିଲା। 
ଯଦି ଏଭଳି ଘଟଣା ପୁଣି ହୁଏ ତେବେ, ପୃଥିବୀରେ ୨.୨ କିଲୋମିଟର ଲମ୍ବା ଓ ୪୬୭ ମିଟର ଗଭୀର ଖାଲ ତିଆରି ହୋଇଯାଇଥାଏ। ତେବେ ନାସାର ବୈଜ୍ଞାନିକ କହିଛନ୍ତି ଯେ, ଏହା ପୃଥିବୀ ସହିତ ମାଡ ହେବାର ସମ୍ଭାବନା ଖୁବ୍ କମ୍। ନାସା ଆହୁରି ମଧ୍ୟ କହିଛି ଯେ, ୭.୪ ମିଲନ ଦ୍ରୁତ ବେଗରେ ପୃଥିବୀ ଆଡ଼କୁ ଗତି କରୁଛି। ଏହି ଆଷ୍ଟ୍ରୋଏଡର ଆକାର ୩୩୦ ମିଟର ଚଉଡ଼ା ଓ ୭୫୦ ମିଟର ଲମ୍ବା ଅଟେ। ଯଦି ଏହି ଆଷ୍ଟ୍ରୋଏଡ ପୃଥିବୀ ସହିତ ମାଡ଼ ହୁଏ ତେବେ ପୃଥିବୀ ଉପରେ ୪୨୪ ମେଗା ଟନ ସମାନ ଶକ୍ତି ବାହାର କରିପାରେ। ଏହାଦ୍ୱାରା ପୃଥିବୀ ଧ୍ଵଂସ ହେଇପାରେ।

Advertisement