Aug 13, 2024, 17:11 IST

ହସିନାଙ୍କ ବିଲେଇକୁ ନେଇ ବଢିଲା ଚର୍ଚ୍ଚା ଦେଖନ୍ତୁ ହଠାତ୍ ହେଲା ଏମିତି କିଛି

Hh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଶେଖ୍ ହସିନାଙ୍କ କଥା କିଛି ଜାଣିପାରିବେ । ବଙ୍ଗଳାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ତାଙ୍କ ପଦରୁ ଇସ୍ତଫା ଦେଇ ଦେଇଥିଲେ । ଏବେ ସେ ଭାରତରେ ଅଛନ୍ତି ବୋଲି ସୂଚନା ମିଳିଛି । ଏବେ ଖବର ଆସିଛି କି ହସିନାଙ୍କ ବିଲେଇକୁ ୪୦ ହଜାର ଟଙ୍କାରେ ବିକ୍ରି କରିଦେଲେ ।
Tt
ସେ ଅନେକ ଜୀବଜନ୍ତୁ ରଖିଥିଲେ । ଆଉ ଏବେ ସବୁକୁ ବିକ୍ରି କରି ଦେଇଛନ୍ତି । ଜର୍ମାନ ସେଫର୍ଡ ଠାରୁ ଆରମ୍ଭ କରି ତାଙ୍କ ପୋଷା ବିଲେଇ ପର୍ଯ୍ୟନ୍ତ ସମସ୍ତଙ୍କୁ ବିକ୍ରି କରିଦେଲେ । ଗଣ ଭବନକୁ ଫେରିଲେ ଜର୍ମାନ ସେଫର୍ଡ ଆଉ ବିଲେଇ । ବଙ୍ଗଳାଦେଶରେ ହିଂସାକାଣ୍ଡ ହେବା ପରେ ପରେ ଶେଖ୍ ହସିନା ଇସ୍ତଫା ଦେଇ ଦେଇଥିଲେ । ଆଉ ଏହାପରେ ସେ ବଙ୍ଗଳାଦେଶ ଛାଡ଼ି ଦେଇଥିଲେ । ଏହାପରେ ବିକ୍ଷୋଭକାରୀ ମାନେ ତାଙ୍କ ସରକାରୀ ବାସଭବନକୁ ନିଜ ଅତିୟାରକୁ ନେଇଥିଲେ । ସେମାନେ ହସିନାଙ୍କ ବାସଭବନରୁ ଅନେକ ପ୍ରଜାତିର ଜୀବଜନ୍ତୁ ପାଇଥିଲେ ।
Hu
ବିକ୍ଷୋଭକାରୀମାନେ ହସିନାଙ୍କ ସରକାରୀ ବାସଭବନରୁ ପୋଷା ବତକ, ପୋଷା ବିଲେଇ, ମାଛ କୁକୁର ଆଦି ଲୁଟି ନେଇଥିଲେ । ସ୍ବେଛାସେବୀ ସଂଗଠନ କିଛି ଚର୍ଚ୍ଚା କରିଛି କି ଗଣ ବିଭାଗକୁ ତାଙ୍କ ପୋଷା ବିଲେଇ ଏବଂ ଜର୍ମାନ ସେଫର୍ଡକୁ ଦିଆଯାଇଛି । ତାଙ୍କ ବାସଭବନରୁ ଲୁଟ ହୋଇଥିବା ବିଲେଇକୁ ୪୦ ହଜାର ବଙ୍ଗଳାଦେଶୀ ଟଙ୍କାରେ ବିକ୍ରି କରାଯାଇଛି । ଗଣ ଭବନକୁ ତାଙ୍କ ଜର୍ମାନ ସେଫର୍ଦ୍ ଏବଂ ପୋଷା ବିଲେଇକୁ ଫେରାଇ ଦିଆଯାଇଛି । ଏନେଇ ସୋସିଆଲ ମିଡିଆରେ ଅନେକ ଖବର ଆସିଥାଏ ।
ଏବେ ଖବର ଆସିଛି କି ଅର୍ଥାତ୍ ସୋସିଆଲ ମିଡିଆରେ ଏକ ଭିଡିଓରେ ଦେଖିବାକୁ ମିଳୁଛି କି ଶେଖ୍ ହସିନାଙ୍କ ଜର୍ମାନ ସେଫର୍ଡକୁ କିଛି ଲୋକ ନେଇ ଯାଉଛନ୍ତି । ଏହି ପୋଷା ଜୀବକୁ ବେକରେ ଏକ ଚେନ୍ ବାନ୍ଧି ନେଇ ଯାଉଛନ୍ତି । ଆଉ ଏବେ ଏହି ଖବର ଆସିବା ପରେ ଅନେକ କଥା ଏବେ ଜଣାପଡିଛି । ଏବେ ଏହାକୁ ନେଇ ଆସିଛି ଖବର । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହି ଖବର ଜାଣିପାରିଲେ । ଏହି ପଶୁମାନଙ୍କର ଯତ୍ନ ନିଆଯାଉଛି ଆଉ ଏହି ଖବରକୁ ନେଇ ଏବେ ଚର୍ଚ୍ଚା ହେଉଛି । ଆଉ ଅନେକ କିଛି କଥା ଜଣାପଡୁଛି ।

Advertisement