Jun 4, 2024, 18:42 IST

ମାଡ଼ି ଆସୁଛି ବିପଦ ଦେଖନ୍ତୁ ଶୀଘ୍ର ଶେଷ ହେବ କଳିଯୁଗ ଏବେଠାରୁ ମିଳିଲା ବଡ଼ ଚେତାବନୀ

Ggg

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। 
Bb
ବନ୍ଧୁଗଣ ପୁରୀ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ନିକଟରେ ଅଗ୍ନିକାଣ୍ଡ। ନାକଚଣା ଦ୍ୱାର ନିକଟରେ ଥିବା ଅଳିଆ ଗଦାରେ ଲାଗିଲା ନିଆଁ। ଭୋର୍‌ ସମୟରେ କେହି ଦୁର୍ବୃତ୍ତ ଏହି ଅଳିଆ ଗଦାରେ ନିଆଁ ଲଗାଇ ଦେଇଥିବା ଅନୁମାନ କରାଯାଉଛି। ଅଗ୍ନିକାଣ୍ଡ ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ସୂଚନା ଅନୁସାରେ ସକାଳେ ନାକଚଣା ଦ୍ୱାର ନିକଟରେ ଥିବା ଅଳିଆ ଗଦାରେ ନିଆଁ ଲାଗିଯାଇଥିଲା। ଚାହୁଁଚାହୁଁ ଶୀଘ୍ର ନିଆଁ ଚାରିଆଡେ ବ୍ୟାପି ଯାଇଥିଲା। 
Bb
ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ। ହେଲେ ଅତ୍ୟଧିକ ଧୁଆଁ ହେଉଥିବାରୁ ଅଗ୍ନିଶମ ବାହିନୀକୁ ନିଆଁକୁ ଆୟତ୍ତ କରିବା କଷ୍ଟକର ହୋଇ ପଡ଼ିଥିଲା। ପରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲେ। ପବିତ୍ର ଚନ୍ଦନ ଯାତ୍ରାର ଭଉଁରୀ ଅବସରରେ ଚାଲିଥିଲା ମହାପ୍ରଭୁଙ୍କ ଚାପ ଖେଳ। ହଠାତ୍ ଦେବୀ ଘାଟ ଦସତୁଠ ନିକଟରେ ହେଇଥିଲା ବଡ଼ ଧରଣର ବିସ୍ଫୋରଣ। ଚାପ ଖେଳ ବେଳେ ଫୁଟା ଯାଉଥିବା ବାଣ ସବୁ ଏକାସଙ୍ଗେ ଫୁଟିଯାଇଥିଲା। 
ବନ୍ଧୁଗଣ ଶ୍ରୀକ୍ଷେତ୍ର ପୁରୀକୁ ମାଡି ଆସିଲାଣି ବିପଦ। ମାଳିକା କଥା ସତ ହେବାକୁ ଲାଗିଛି।ଆପଣ ମାନେ ତ ଜାଣିଥିବେ ଗତକିଛି ଦିନ ତଳେ ପୁରୀରେ ମହାପ୍ରଭୁଙ୍କ ଭାଉଁରୀ ଯାତ୍ରା ସମୟରେ ବାଣ ବିସ୍ଫୋରଣ ହୋଇଥିଲା ଯେଉଁଥିରେ ଅକାଳରେ ବର୍ତ୍ତମାନ ଯାଏଁ ୧୩ ଜଣଙ୍କ ଜୀବନ ଚାଲିଗଲାଣି। ଏହା ପରେ ପରେ ଗୁଣ୍ଡିଚା ମନ୍ଦିରରେ ନିଆଁ ଲାଗିଲା। ମଝିରେ ରଥଯାତ୍ରା ସମୟରେ ମହାପ୍ରଭୁ ମନ୍ଦିରରୁ ବାହାରିଲେନି। ଏଭଳି ଅନେକ ସଙ୍କେତ ଦେଇ ସାରିଲେଣି ମହାବାହୁ। ମାଳିକାର ଗୋଟିଏ ଗୋଟିଏ କଥା ସତ ହେବାକୁ ବସିଛି। ଅଦିନରେ କଦମ୍ବ ଫୁଲ ଫୁଟୁଛି ଲିମ୍ୱ ପତ୍ର ମଧ୍ୟ ମିଠା ଲାଗୁଛି। ପୁରୀ ଶ୍ରୀକ୍ଷେତ୍ର ଭଳି ଜାଗାରେ ମଧ୍ୟ ଦୁ-ଷ୍କ-ର୍ମ ହେଉଛି।

Advertisement